ୟୁଟ୍ୟୁବ୍ ରୁ ଚିତ୍ର ଶିଖି ବିଦେଶରେ ବିକୁଛନ୍ତି । ସାଧାରଣ ପରିବାରରେ ଜନ୍ମ ନେଇଥିଲେ ହେଲେ ନିଜ ଭିତରେ ଥିବା କଳାକାର ତାଙ୍କୁ ଦେଲା ପରିଚୟ । ୟୁଟୁବ୍ ଦେଖି ପାଲଟିଗଲେ ଚିତ୍ରକର
ମଶା ଖିଆ ଗମ୍ୱୁସିଆ ମାଛ । ଆଖି ପିଛୁଳାକେ ବଢିବ । ଖାଲି ମାଛ ଅଣ୍ଡା ଖାଇଯିବ । ଆପଣଙ୍କ ଘର ପାଖେ ପାଣି ଜମୁଛି କି ଗମ୍ୱୁସିଆ ଛାଡି ଦିଅନ୍ତୁ । ମେଲେରିଆରୁ ମୁକ୍ତି ପାଆନ୍ତୁ
ପୁରାଣର ଦ୍ରୌପଦୀଙ୍କର ସଂଘର୍ଷ ଆପଣମାନେ ଜାଣିଥିବେ ହେଲେ, ଏ ଏମିତି ଜଣେ ଦ୍ରୌପଦୀ ଯେ ପରିବାର ପୋଷିବା ପାଇଁ କରୁଛନ୍ତି ସଂଘର୍ଷ । ବୟସ ମାତ୍ର ଷୋହଳ ହେଲେ ସେ ଏ ବୟସରେ ମୁଣ୍ଡେଇଛନ୍ତି ପରିବାରର ବୋଝ
ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।
ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ନବୀନଙ୍କ ଗାଈ ପ୍ରେମ ଦେଖି ଏବେ ସମସ୍ତେ କାବା । ଭୁବନେଶ୍ୱର ରାସ୍ତାରେ ଗୋଟିଏ ବି ଗାଈ ନାହାନ୍ତି । ଏବେ ସମସ୍ତେ ଗୋଶାଳାରେ ସାଲାଡ୍ ଖାଉଛନ୍ତି ।
ଏତେ ସୁଆଦିଆ ଖାଇବା, ଦେଖିଲେ ପାଟିର ଲାଳ ବାହାରିବ, ଖାଇବାର ସୌଭାଗ୍ୟ କିନ୍ତୁ ନାରଣର ନାହିଁ...
ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ ......
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।
ସେଦିନ ଥିଲା ୧୯୩୮ ଅକ୍ଟୋବର ୧୧ତାରିଖ..ଏଇ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଘାଟ ଜଗିବା ପାଳି ପଡିଥିଲା..
ଆଲୋ ଆଲୋ.. ଏଇଟା ତ ମେନ୍ ଆଉ.. ମଟନ୍ ଦେଇଦେଲେ ତ ଗଲା ଆଉ ୨୪ ପାଇଁ ପ୍ରସ୍ତୁତି ଶେଷ..
ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା।
ଏହି ମେସିନ କୌଣଷି ୱାଟର ପ୍ୟୁରିଫାୟର ନୁହେଁ । ଏହା ହେଉଛି ୱାଟର ଜେନେରେଟର ବା ୱାଟର ଜେନ୍ । ପବନରୁ ପାଣି ତିଆରି କରୁଛି ଏହି ମେସିନ । ପ୍ୟାକେଜିଂ ପାଣି, ଟ୍ୟାପ ପାଣି କିମ୍ବା ନଳକୂପ ପାଣି ଠାରୁ ବହୁ ଗୁଣରେ ସ୍ଵାଦ ଓ ସ୍ୱଚ୍ଛ...
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ଜଣେ ମା’ ହିଁ ସନ୍ତାନକୁ ଜନ୍ମ ଦିଏ ଏବଂ ତାଙ୍କୁ ସ୍ତନ୍ୟପାନ କରାଏ। କିନ୍ତୁ ଏପରି ଏକ ଖବର ଆସିଛି ଯେଉଁଠି ଜଣେ ବାପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ସହ ତାଙ୍କୁ ସ୍ତନ୍ୟପାନ କରେଇ ଲାଳନ ପାଳନ କରିଛନ୍ତି।
ହଇରେ ନାରଣ.. କି ଶୁଣିଲା ଏ କାନ..ଆମେ ଶୁଣିଥିଲୁ ଅଫିସର ସର୍ବେସର୍ବା, ନେତା ସବୁ ଶୂନ.. କେଭି ସାର୍ କହିଲେଣି ଅଫିସର ପିଅନ
ସ୍ୱଚ୍ଛ ଭାରତର ଏ ହେଉଛନ୍ତି ଆଦର୍ଶ ମହିଳା.. ମାଗଣାରେ କରୁଛନ୍ତି ରାସ୍ତା ସଫା.. କୋଲାବ ସହରର ସ୍ୱଚ୍ଛ ଭାରତୀ ରମା ନୁନି.. ଜାଣନ୍ତୁ ତାଙ୍କ କାହାଣୀ..
ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।
ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍ ମେଡାଲ।
ଏଇ ମାଟି କୁଣ୍ଡିରେ ଟଙ୍କାଟିଏ ଦିଅ.. ଡାକ୍ତରଙ୍କୁ ଦେହ ଦେଖାଇ ଔଷଧ ନେଇ ଘରକୁ ଯାଅ..
ଜନ୍ମରୁ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ.. ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ଦୁଇ ଅକ୍ଷର ପଢିପାରିଲେନି.. ପିଲାଟି ବେଳୁ ସମସ୍ତେ ଥଟ୍ଟା ପରିହାସ କରନ୍ତି.. ଦିବ୍ୟାଙ୍ଗ ବୋଲି ଲୋକେ କାମ ବି ଦେଲେନି.. ଶେଷରେ ଏମିତି କରି ଲୋକଙ୍କ ମୁହଁ ବନ୍ଦ କରିଦେଲେ..
ନ୍ୟାୟ ମାଗୁଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ମୃତ ଅଶ୍ୱିନୀଙ୍କ ଅତୃପ୍ତ ଆତ୍ମା । ପରିବାର ଏବେ ନ୍ୟାୟ ମାଗୁଥିବା ବେଳେ ଥାନା ବାବୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି ହୋଇଛି...
ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି।
ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
ଉତ୍ତର ପ୍ରଦେଶ ଝାନ୍ସିର ଏହି କାହାଣୀ ।
ବାପା ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ। କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର। ଶେଷରେ ସେ ସଫଳ ହେଲେ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲେ।