• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

LPG Cylinder Leak
ରୋଷେଇ ଘରେ ହେଉଛି କି ଗ୍ୟାସ୍‌ ଲିକ୍‌ ? ଆପଣାନ୍ତୁ ଏହି ୪ ଉପାୟ

ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ ।

Electricity issue
ଭୋକର ହରତଳ ଆଗରେ ମୁଣ୍ଡ ନୁଆଇଁଲା ବିଦ୍ୟୁତ ବିଭାଗ

ପୁରୀ ଜିଲ୍ଲା ପିପିଲିରେ ଦଲକାଏ ପବନରେ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ ।

  • Wednesday, 14 June 2023
Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

  • Wednesday, 14 June 2023
AbbasYojanaFai
ଅସହାୟଙ୍କୁ ଆବାସ ନିଅଣ୍ଟ, ପାଲ ତଳେ ବିତୁଛି ଜୀବନ

କିଏ କୁଡ଼ିଆ କରିଛି ତ ଆଉ କିଏ ଜରିପାଲକୁ ଆଶ୍ରା କରି ସେଥିରେ ମୁଣ୍ଡ ଗୁଞ୍ଜୁଛି । ବ୍ୟବସ୍ଥା ସତେ ଯେମିତି ଏହି ଅସହାୟଙ୍କୁ ଉପହାସ କରୁଛି । କେବେ ଏମାନଙ୍କ ଦୁଃଖ ଲାଘବ ହେବ ତାକୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି....

Divyang seeks financial assistance for higher education in Odisha’s Koraput
କୋରାପୁଟ ସୁନାବେଡ଼ାର ଦିବ୍ୟାଙ୍ଗ ଶେଖର ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ ମାଗୁଛି

ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ ଆଉ ଲୁହ ଜକେଇ ଆସିବ ।

Lift Irrigation project Issue
ପ୍ରକଳ୍ପ ତ ହୋଇଗଲା କିନ୍ତୁ ବର୍ଷ କେତେଟା ଯାଇନି ତାହା ଏବେ ଦିଗହରା

ମରାମତି ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାରେ ଦହଗଞ୍ଚ ହେଉଛନ୍ତି ।

  • Wednesday, 14 June 2023
  • Udala
Cinema hall in Odisha’s Baripada stare at uncertain future
ଓଡ଼ିଆ ଫିଲ୍ମ ଓ ସିନେମା ହଲ୍ ର ଅବସ୍ଥା ଶୋଚନୀୟ, ସେ ସବୁ ଏବେ ଭୂତ କୋଠି ପାଲଟିଛି

ଦିନେ ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଥିଲା । ସିନେମା ହଲରେ ବି ଖଚାଖଚ ଭିଡ଼ ଲାଗୁଥିଲା । ଏବେ ଆଉ ସେ ସମୟ ନାହିଁ ।

Loosely hanging electric wires pose threat in Chandbali
ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

TribalHostel
ହଷ୍ଟେଲ କୋଠା ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ, ୧୩ ବର୍ଷ ହେଲା ସରୁନି କାମ

୧୩ ବର୍ଷ ହେଲାଣି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ସରୁଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ପିଲାଙ୍କ କାମରେ ଆସୁନି ବୋଲି ଅଭିଯୋଗ ହୋଇଛି ।

  • Wednesday, 14 June 2023
  • Mohana
Power cut
କିଲିବିଲି କରୁଛି ଅଘୋଷିତ ପାୱାରକଟ୍, କେଉଁଠି ରାସ୍ତାରୋକ ତ କେଉଁଠି ଅନଶନରେ ଉପଭୋକ୍ତା

ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।

Sikharchandi hills
ସରକାରଙ୍କୁ ଏନଜିଟି ଛାଟ, ବନ୍ଦ ହେଲା ଶିଖରଚଣ୍ଡୀ ପାହାଡ଼ରେ ପ୍ରଶାସନର ଦମନଲୀଳା

ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?

tragic story
ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ କାହାଣୀ...କଥା କହିପାରନ୍ତିନି ସିନା ମନ ଭିତରେ ଅଛି ଅସୁମାରୀ ସ୍ୱପ୍ନ

ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର..

Amar Patnaik
ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ

ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡ଼ିତ

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

Odisha Govt Hikes DA By 4% Of Govt Employees
ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି- ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା।

  • Tuesday, 13 June 2023
Education system in shambles
୧୦ କୋଟିର କଲେଜ, ଏବେ ଭୂତକୋଠି...ଦିନେ ବି ପାଠପଢ଼ା ହୋଇନି

ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍‌ ।

Education system
୧୦ କୋଟିର କଲେଜ, ଏବେ ଭୂତକୋଠି । ଦିନେ ବି ପାଠପଢା ହୋଇନି

ନାମଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିଶାତ୍ ।

National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡିତ

କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

College topper
କଲେଜ ଟପ୍ପରଙ୍କ ଦୁଃଖ, ଟିଉସନ୍ କରି ଘର ଚଳାଉଛନ୍ତି

ଟ୍ୟୁସନ କରି ପାଠ ପଢିଲେ କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।

Odisha launches welfare scheme for motor vehicle drivers, workers
ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟି ବେଳେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।

 Sikharchandi hill
ଧ୍ୱଂସ ସ୍ତୂପ ପାଲଟିଲାଣି ଶିଖରଚଣ୍ଡୀ ପାହାଡ଼, ସବୁଜ ବନାନୀ ଏବେ ଟାଙ୍ଗରା ଭୂଇଁ

ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।

Locals demand research
ସୁରକ୍ଷା ମାଗୁଛି ଜଳେଶ୍ୱରର ରାଇବଣିଆ ଦୁର୍ଗ; ଶତ୍ରୁ କବଳରୁ ଦେଉଥିଲା ରକ୍ଷା

ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜଳେଶ୍ୱର ନିକଟ ରାଇବଣିଆ ଗଡ଼ ଦୁର୍ଗ । ଏହି ଦୁର୍ଗ ଦିନେ ବାହ୍ୟ ଶତ୍ରୁ କବଳରୁ ରକ୍ଷା ଦେଉଥିଲା । ଏବେ କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟି ଗଲାଣି....

Family seeks govt aide
ଜୀବନ ସଂଗ୍ରାମରେ ଏକାକି ଲଢୁଛନ୍ତି ମଙ୍ଗୁଳି, ସରକାର ସହାୟତା କେବେ?

ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼ ବଣାଇ ଧରଣୀଧରପାଲିର ମଙ୍ଗୁଳିକୁ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି...

WaterCrisis
ଘରକୁ ଘର ପାଇପ୍ ଯୋଗେ ସ୍ୱଚ୍ଛ ପାଣି ଟୋପେ ମିଳୁନି ତେବେ କେଉଁ କାମକୁ ‘ବସୁଧା’

ଆଉ କେତେ ବିଫଳତାର ଉଦାହରଣ ଦେଖିଲେ ଚେତିବେ ସରକାର? ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣେ ଟୋପେ ତ ମିଳୁନି, ଏଠି କେବଳ ଲୋକେ ଯାହା ହନ୍ତସନ୍ତ ହେବା କଥା । ଆଜି ବି ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ତେଲକୋଇ ତାଳପଦା ଗାଁର ଲୋକେ

Basudevpur
5T ସଚିବଙ୍କୁ ଭେଟିବାକୁ ଆସିଥିଲେ, ଗରମ ଓ ଗୁଳୁଗୁଳି ସହି ନପାରି ୫ ମହିଳା ଅସୁସ୍ଥ

ଅସହ୍ୟ ହେଲା ଗରମ ଓ ଗୁଳୁଗୁଳି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ 5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମହିଳାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଏବେ ସମସ୍ତ ୫ ଜଣ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

  • Monday, 12 June 2023