Advertisment

ବିନା ଜୀବ ହତ୍ୟାରେ ବୁଣା ହେବ ଶ୍ରୀଜିଉଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।

author-image
Tanmay Kumar Mahalik

ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ବି ଆନନ୍ଦିତ କରିଛି। ତେବେ କଣ ସେ ସାତ୍ତ୍ୱିକ ପାଟ ? କାହିଁକି ଏଭଳି ନାମକରଣ ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ସଂପର୍କରେ ବିସ୍ତୃତ ଭାବେ ବୁଝାଇଛନ୍ତି ବୁଣାକାର ଓ ରେଶମ ଶିଳ୍ପ ବିଭାଗ ଅଧିକାରୀ।

Advertisment
Lord Jagannath
Advertisment
Advertisment