ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ସୁପ୍ରସିଦ୍ଧ ଗୀତ ‘ରଙ୍ଗବତୀ’ର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୋସିଆଲ୍ ମିଡିଆରେ ସଚିନ୍ ତେନ୍ଦୁଲକର ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ପ୍ରିୟ ଜଳଖିଆ ଖାଉଛନ୍ତି। ଏହାକୁ ସେ ନମ୍ବର ୱାନ ମଧ୍ୟ କହୁଥିବା ଦେଖାଯାଏ।
ସାମାନ୍ୟ ଚକୋଲେଟ୍ରେ ଜଣଙ୍କର ଭାଗ୍ୟ ବଦଳିଯିବ ଏହା ବା କେଉଁଠି ହୋଇପାରେ। କିନ୍ତୁ ଏହା ସତ ହୋଇଛି। ଜଣେ ମହିଳା ଚଲୋଲେଟ୍ କିଣି ଲକ୍ଷପତି ହୋଇଯାଇଛନ୍ତି।
ନିଜ ପ୍ରେମିକାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ଜଣେ ପ୍ରେମିକ ସ୍ୱାମୀ ଅଛନ୍ତି ଯିଏ ନିଜ ସ୍ତ୍ରୀର ପାଦକୁ ଅନ୍ଧ ଭାବେ ଭଲ ପାଉଛନ୍ତି। ଏନେଇ ସେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ।
ମାଛ ବିଲେଇର ପ୍ରିୟ ଖାଦ୍ୟ। କିନ୍ତୁ ଯଦି ଆପଣଙ୍କୁ କେହି କୁହେ ମାଛକୁ ବିଲେଇ ଘୃଣା କରୁଛି, ତେବେ ଆପଣ କ’ଣ ବିଶ୍ୱାସ କରିବେ? ଏହି ଭିଡିଓ ଦେଖନ୍ତୁ ବିଲେଇଟି କିପରି ମାଛକୁ ଦେଖି ବାନ୍ତି କରୁଛି।
ଗୋଟିଏ ଦିନ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଖାଇବା ଆଉ ପାଣି ଯାଚିଲେ ବି ନଉନି। ଯିଏ ଯାଉଛି ତାକୁ ମାରିବାକୁ କହୁଛି।
କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ୍ ଜୋର୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆପଣ ଦେଖିଲେ ବି ଚକିତ ହୋଇଯିବେ।
ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି।
ବାହାଘରକୁ ଯାଇଥିଲେ କନ୍ୟା ସହଚର ହୋଇ। ବିବାହ ସ୍ଥଳରେ ଏମିତି କାଣ୍ଡ କଲେ ଯେ ବରକୁ ପଟେଇନେଲେ। ପୂର ଘଟଣା ଜାଣନ୍ତୁ ଏହି ରିପୋର୍ଟରୁ…
ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ ।
ୟୁଏଇରେ ହୋଇଥିବା ଏକ୍ସପୋ ୨୦୨୦ରେ ଓଡିଆ ମାଟି ଓ ସଂସ୍କୃତିର ଝଲକ । ଦେଖନ୍ତୁ ଏହାର ଚିତ୍ର ।
ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
କୁନି ଝିଅଟିଏ। ପାଟିକୁ ଠିକରେ କଥା ଆସୁନି। କିନ୍ତୁ ସେ କରିଛି ଇଣ୍ଡିଆ ରେକର୍ଡ। ଆସନ୍ତୁ ଭେଟିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଏଇ କୁନି ଝିଅଟିକୁ।
ସରିନା ପାଣି। ଆଇଟି ପ୍ରଫେସନାଲ୍ ଥିଲେ, ବନିଗଲେ ଫିଟର କୋଚ୍। ଓଡ଼ିଶାରେ ତାଙ୍କୁ କେହି ଜାଣନ୍ତି ନାହିଁ। କିନ୍ତୁ ସେ ପୁନେ ସହରରେ ଖୁବ୍ ଲୋକପ୍ରିୟ। ସେଠାରେ ସେ ଜଣେ ନିଉଟ୍ରିସନ ଓ ଲାଇଫ୍ ଷ୍ଟାଇଲ୍ କୋଚ୍ ଭାବରେ ଜଣାଶୁଣା।
ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରାଜଧାନୀରେ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଗାଁ ସାଥୀ ରାତି ସାରା ବିଧାନସଭା ଆଗରେ ଶୀତ କାକରରେ ପଡିରହିଛନ୍ତି । ସରକାର ଦାବି ଶୁଣୁନଥିବାରୁ ରାତିରେ ଶୋଇଥିଲେ ବିଧାନସଭା ଆଗରେ ।
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା। ଏମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।
କୌଣସି ନଦୀର ପରିଚୟ ତାର ଧାରା, ଆଉ କୂଳ ହୋଇପାରେ । କୁହାଯାଏ ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । କିନ୍ତୁ ବଡରୁ ବଡ ନଦୀର ଆରମ୍ଭ ବି ଛୋଟ ଧାରାରୁ ହୋଇଥାଏ । ଆଉ ପରେ ଏକ ବଡ ନଦୀର ଆକାର ନେଇଥାଏ । ତେବେ ସବୁଠାରୁ ବଡ ନଦୀ କଥା ଆସିଲେ, ଆମାଜୋନ ନଦୀ କଥା ନିଶ୍ଚୟ ସାମ୍ନାକୁ ଆସେ । ଯାହା ଆଜି ବି ଅଭେଦ ରହସ୍ୟ ହୋଇ ରହିଛି । ଚେବେ ଚାଲନ୍ତୁ ଜାଣିବା ଆମାଜୋନ ନଦୀ ସମ୍ପର୍କରେ…
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।
ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍। ବସ୍ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ପଞ୍ଜାବୀ କ୍ୱିନ୍ ୨୧ ବର୍ଷୀୟ ହର୍ନାଜ୍ ମିସ୍ ୟୁନିଭର୍ସ ହୋଇଯାଇଛନ୍ତି। ଆଜି ସାରା ଦୁନିଆ ତାଙ୍କ ସୌନ୍ଦର୍ଯ୍ୟରେ ଝଲସି ଉଠିଛି। ହର୍ନାଜ୍ ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ଭାଇ ଓ ମା’ଙ୍କୁ ହିଁ ଦେଇଛନ୍ତି।
ପରିବେଶକୁ ସୁରକ୍ଷା ଦେବା ନେଇ ଗଛ କାଟିବା ବନ୍ଦ କରିବାକୁ ଆମେ କେବଳ ଭାଷଣ ଓ ଲେଖା ମଧ୍ୟରେ ଜାଣିଛେ। କିନ୍ତୁ ଏହି ଦେଶ ଏହାକୁ ପାଳନ କରିବାରେ ନେଇଛି ଏମିତି ପଦକ୍ଷେପ ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ।
ବେଳେବେଳେ ମଣିଷର ସଂପର୍କରେ ଏମିତି ପ୍ରତିବନ୍ଧକ ଆସେ ଯାହା ଜଣଙ୍କୁ ଭାଙ୍ଗିଦିଏ। କିନ୍ତୁ ଯେତେବେଳେ ଏହି ପ୍ରତିବନ୍ଧକ ନିଜେ ମା’ ହୁଏ ତେବେ ଏହାଠାରୁ ଦୁଃଖ ବା ଆଉ କ’ଣ ହୋଇପାରେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଝିଅର ପ୍ରେମିକକୁ ମାରିନେଇଛି ମା’।