ରାଜଧାନୀରେ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଗାଁ ସାଥୀ ରାତି ସାରା ବିଧାନସଭା ଆଗରେ ଶୀତ କାକରରେ ପଡିରହିଛନ୍ତି । ସରକାର ଦାବି ଶୁଣୁନଥିବାରୁ ରାତିରେ ଶୋଇଥିଲେ ବିଧାନସଭା ଆଗରେ ।
Published: Otv Khabar Bureau
Last updated: 14 December 2021, 12:07 PM IST
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା। ଏମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।