ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।
ନିଜ ପୁଅର ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଥିଲେ ବାପା। ଏନେଇ ପୁଅ ପାଇଁ ଚନ୍ଦ୍ରରେ କିଣିଲେ ଜାଗା। ଚନ୍ଦ୍ରପୃଷ୍ଠରେ ଏକ ଏକର ଜାଗା କିଣି ନିଜ ପୁଅର ଜନ୍ମଦିନରେ ଉପହାର ଦେଇ ପରିବାରକୁ ଆଶ୍ଚର୍ଯ୍ୟ କରିଛନ୍ତି।
ସବୁ ମହିଳାମାନେ ଚାହାନ୍ତି ଏକ ସୁନ୍ଦର ଯୁବକଙ୍କୁ ବିବାହ କରିବାକୁ। ଖାଲି ସୁନ୍ଦର ନୁହେଁ ଯିଏ ତା’ ମନ କଥା ବୁଝୁଥିବ, ତା’ ଭାବନାକୁ ଅନୁଭବ କରୁଥିବ ଆଉ ତା’ର ସବୁ ଇଛା ପୂରଣ କରୁଥିବ। ତେବେ ଜଣେ କ’ଣ ଏକ ଗଛକୁ ବିବାହ କରି ଏହିସବୁ ପାଇପାରିବ। କିନ୍ତୁ ଜଣେ ମହିଳା ଏକ ଗଛକୁ ବାହାହୋଇ ସବୁକିଛି ପାଇଥିବା କହିଛନ୍ତି।
କାଳ ହେଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଞ୍ଚଳର ଜଣେ ଯୁବକ ଅନ୍ଲାଇନ୍ ଗେମ୍ ଖେଳରେ ଏତେ ବାୟା ହୋଇଗଲା ଯେ, କେତେବେଳେ ତାଙ୍କ ବ୍ୟାଙ୍କରୁ ସବୁ ଟଙ୍କା ଖର୍ଚ୍ଚ ହୋଇଗଲା ସେ ନିଜେ ବି ଜାଣିପାରିଲା ନାହିଁ ।
ଥମୁନି ଜାଲ୍ ଶିକ୍ଷକଙ୍କ ଚେର । ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ ।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ ।
ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ ।
ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ ।
ଡାକ୍ତରଖାନା ଚକାଚକ୍ ହେଲେ ପ୍ରାୟ ସମସ୍ତ ଡାକ୍ତରଙ୍କ ଚୌକି ଖାଲି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଖାଲି ସେତିକି ନୁହେଁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ବି ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
କେନ୍ଦୁଝର ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢ଼ାପାଳ ଗାଁରେ ଆଇରନ୍ କ୍ରସରକୁ ବିରୋଧ କରି ୨ ଦିନ ହେଲା ଧାରଣାରେ ବସିଛନ୍ତି ଗାଁ ଲୋକେ.
ଥମୁନି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ କଳି। ପୂର୍ବଭଳି ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ସହ କାଠଚୂଲିରେ ରୋଷେଇ କରୁଛନ୍ତି।
ପୋଲିସ ସହ କିଛି ସମାଜସେବୀ ସାମିଲ ହୋଇ ନିକଟସ୍ଥ ଶ୍ମଶାନରେ ଶବଦାହ କରିଛନ୍ତି । ବୃଦ୍ଧ ଜଣକ କଣ୍ଟାବାଞ୍ଜି ସହରରେ ଭିକ ମାଗି ଚଳୁଥିଲେ । ଗତ ୧୬ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାଁ ।
ଅଢେଇ କୋଟି ବର୍ଷ ପୁରୁଣା ହ୍ରଦ । ଏହାର ନାଁ କରାକୁଲ୍ ହ୍ରଦ । ହେଲେ ସାଧାରଣ ଭାବେ ଏହାକୁ କୁହାଯାଏ ମୃତ ହ୍ରଦ । ତେବେ କଣ ଏହି ମୃତ ହ୍ରଦ ଆଉ କାହିଁକି ଏହା ଏତେ ଖାସ୍ ଚାଲନ୍ତୁ ଜାଣିବା
ମା’ ତାରିଣୀ ମନ୍ଦିରରକୁ ଦାନ ଆକାରରେ ମିଳିଛି ୮୦ ଲକ୍ଷର ଖୁଚୁରା ଟଙ୍କା । ପ୍ରତିମାସରେ ଆସୁଛି ଲକ୍ଷାଧିକ ଖୁଚୁରା ଟଙ୍କା । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀ ପୀଠ ଟ୍ରଷ୍ଟକୁ ଚିଠି ଲେଖିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଆଗାମୀ ଦିନରେ ଆଉ ଖୁଚୁରା ଟଙ୍କା ନ ଦେବା ପାଇଁ ଏହି ଚିଠିରେ ଉଲ୍ଲେଖ ହୋଇଛି ।
ମହଙ୍ଗା ପଡିଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯୁବକ ଜଣକ ଅନ୍ଲାଇନ୍ ଗେମ୍ ଖେଇ ଆକାଉଣ୍ଟରୁ ସବୁ ପଇସା ଖର୍ଚ୍ଚ କରି ଘରୁ କୁଆଡେ ପାଳାଇଛନ୍ତି ।
ବୟସ ହେଲାଣି ୭୦। ତଥାପି ସରିନି ପରିଶ୍ରମ ନିଜର ଔଷଧ ଖର୍ଚ୍ଚ ଉଠେଇବା ନେଇ ରାସ୍ତାରେ ବିକ୍ରି କରୁଛନ୍ତି ପୋହା, ଘୁଗୁନି ଓ ଚୁଡାଭଜା। ଏହି ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ବି ତରଳିଯିବ।
ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ । ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା ପାଇଁ ଚାହୁଁଛନ୍ତି । ଏହାସହ ଡିଭୋର୍ସ ପିଟିସନ୍ରେ ସୁମିତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ
ଖୁବ୍ କମ୍ ବୟସର ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍ ବୟସର ଲୋକମାନେ କାହିଁକି ହୃଦ୍ଘାତର ଶିକାର ହେଉଛନ୍ତି ?
କେନ୍ଦୁଝର ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢ଼ାପାଳ ଗାଁରେ ଆଇରନ୍ କ୍ରସରକୁ ବିରୋଧ କରି ୨ ଦିନ ହେଲା ଧାରଣାରେ ବସିଛନ୍ତି ଗାଁ ଲୋକେ
ପୃଷ୍ଠପୋଷକତା ଅଭାବରୁ ପରିଶ୍ରମ ତୁଳନାରେ ତାଙ୍କୁ ମିଳିପାରୁନି ପାରିଶ୍ରମିକ । ବଣ ମଲ୍ଲୀ ପରି ଏକ ନିପଟ ମଫସଲରେ ଫୁଟି ମଉଳିବାକୁ ବସିଲେଣି ଶିଳ୍ପୀ ରାଜକିଶୋର । ଆଜିଯାଏ ନା ମିଳିଛି ସରକାରି ପ୍ରୋତ୍ସାହନ ନା ସ୍ୱୀକୃତିପ୍ରାପ୍ତ ମାନପତ୍ର ଖଣ୍ଡେ ।
ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।
ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ହେଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
ଜନନୀ ଆଶ୍ରମ। ନାଁ ଯେମିତି କାମ ବି ସେମିତି। ମାଆଠାରୁ ଅଧିକ ସ୍ନେହ ଏଇଠି ହିଁ ମିଳେ। ଆଉ ନିସ୍ୱାର୍ଥପର ସେବା କରି ଆସୁଥିବା ଜଣେ ପ୍ରେରଣାଦାୟୀ ମଣିଷକୁ ଚିହ୍ନନ୍ତୁ...
କଟକ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାରର । କଟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପାଇଁ ଗତବର୍ଷ ପାଠାଗାରକୁ ଉଛେଦ କରାଯାଇଥିଲା । ପାଠାଗାରର ନୂତନ ଗୃହ ଖୁବଶୀଘ୍ର ପୁରୀ ବସଷ୍ଟାଣ୍ଡ ନିକଟରେ ଥିବା ସରକାରୀ ଯାଗାରେ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇଥିଲା ।