ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
Published: Otv Khabar Bureau
Last updated: 14 December 2021, 12:22 PM IST
କୁନି ଝିଅଟିଏ। ପାଟିକୁ ଠିକରେ କଥା ଆସୁନି। କିନ୍ତୁ ସେ କରିଛି ଇଣ୍ଡିଆ ରେକର୍ଡ। ଆସନ୍ତୁ ଭେଟିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଏଇ କୁନି ଝିଅଟିକୁ।