ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
ରାଗିଗଲେ ବିଧାୟକ ସୁର ରାଉତରାୟ.. ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାରୁ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେବା ନେଇ ରାଗିଯାଇଛନ୍ତି ସୁର.. ସେପଟେ ବିଧାୟକ ସାଲୁଜାଙ୍କ ପ୍ରସ୍ତାବକୁ ବି ସେ ସମର୍ଥନ କରିଛନ୍ତି । ଶୁଣନ୍ତୁ ସୁର କଣ କହୁଛନ୍ତି