ଦୀର୍ଘ ବର୍ଷ ପୂର୍ବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ୱିସ୍କି କିମ୍ବା ରମ୍ ଆପଣଙ୍କ ଶରୀରକୁ ଗରମ ରଖିଥାଏ । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ମଦ୍ୟପାନ ଦ୍ୱାରା ଯଦିଓ କିଛି ସମୟ ପାଇଁ ଆପଣଙ୍କୁ ଲାଗିଥାଏ ଯେ, ଶରୀର ଗରମ ହେଉଛି । କିନ୍ତୁ ବାସ୍ତବରେ ଏହା ହୋଇନଥାଏ ।
୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।
୬ ବର୍ଷର କୁନି ଜଳପରୀଙ୍କ କମାଲ । ଏତେ କମ ବୟସରେ ଅକାତ କାତ ପାଣିରେ ପହଁରି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ବରିହାପଡ଼ାର ଅର୍ପିତା ସେଠୀ ।
ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍ ମାରିଛନ୍ତି ଟ୍ୟୁସନ୍ ସାର୍ ।
ବିଶ୍ୱର ଅନେକ ସ୍ଥାନରେ ଉଚ୍ଚତମ ସ୍ଥାନରେ ଅନେକ ନିଆରା ନିର୍ମାଣ ଦେଖିବାକୁ ମିଳେ । ଯାହା ସବୁ ଆଶ୍ଚର୍ଯ୍ୟକୁ ନୂଆ ପରିଚୟ ଦିଏ । ସେହିକ୍ରମରେ କେବେ ଭାବିଛନ୍ତି ଦୁନିଆର ସବୁଠାରୁ ନିଆରା ପୋଷ୍ଟ ଅଫିସ୍ କେଉଁଠାରେ ରହିଛି । ଆଉ କେତେ ଉଚ୍ଚତାରେ । ତେବେ ଏଭଳି ଏକ ନିଆରା ପୋଷ୍ଟ ଅଫିସ୍ ଦେଖିବା ପାଇଁ ଆପଣଙ୍କୁ ଏକ ପାହାଡର ପାଦ ଦେଶଠାରୁ ୫ହଜାର ମିଟର ଉପରକୁ ଯିବାକୁ ପଡିବ । ଆବଡା ଖାବଡା ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡିବ । ସାପ ପରି ନଦୀକୁ ପାର କରିବାକୁ ପଡିବ…ଯିବାକୁ ଚାହିଁବେ କି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ପୋଷ୍ଟ ଅଫିସ୍ ବିଷୟରେ ।
କେଉଁ ନ୍ୟାୟରେ ତପସସ୍ୱିନୀ ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଲେ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍ ।
ଗତକାଲି ଗ୍ରୀଲ୍ ଭାଙ୍ଗି ଘରେ ପଶିବା ପରେ ସୁମିତଙ୍କ ଜେଜେ ମା’ ମଧ୍ୟ ଏବେ ଏକ ଭିଡିଓ ରିଲିଜ୍ କରିଛନ୍ତି । ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।
ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା ଦେଇଛନ୍ତି ସୁମିତଙ୍କ ବାପା ।
ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଲାଗିଛି।
ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।
ଏବେ ରାଜ୍ୟରେ ଚାଲିଛି ଅଣ୍ଡା ମାଡ଼ର ଫଣ୍ଡା। ନେତାଙ୍କଠୁ ଆରମ୍ଭ କରି କର୍ମୀ ସମସ୍ତେ ଅଣ୍ଡା ନାଁ ଶୁଣିଲେ ଛାନିଆ।
ଜଣେ ମୁଢି ବ୍ୟବସାୟୀଙ୍କ ପାଖରେ ରହିଛି ପ୍ରଚଣ୍ଡ ପ୍ରତିଭା । ମୁଢି ବିକ୍ରି କରୁଥିଲେ ବି କଣ୍ଠସ୍ୱରରେ ବାନ୍ଧି ରଖୁଛନ୍ତି ଗ୍ରାହକଙ୍କୁ । ସତେ ଯେମିତି ସରସ୍ୱତୀ ବିଜେ କରିଛନ୍ତି ତାଙ୍କ କଣ୍ଠରେ । ଆଉ ହାତରେ ଅଛନ୍ତି ମାଆ ଲକ୍ଷ୍ମୀ । ମସଲା ପକାଇ ସୁଆଦିଆ କରିଦେଉଛନ୍ତି ମୁଢି ।
ସୁମିତ୍ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗିଛି।
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା : ହଜାରେ ଟଙ୍କା ଲେଖାଏଁ ମିଳିବ ସହାୟତା
ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।
ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।
ବାରମ୍ବାର ଗୁହାରି କରିବା ପରେ ବି କର୍ଣ୍ଣପାତ କଲାନି ପ୍ରଶାସନ, ନିଜ ଗାଁକୁ ନିଜେ ପୋଲ ନିର୍ମାଣ କଲେ ଗାଁ ଲୋକେ
ପ୍ରେମ ପବିତ୍ର। ଏହା ଦେଖେ ନାହିଁ ଜାତି-ଅଜାତି କି ବୟସର ତାରତମ୍ୟ। ପ୍ରେମର ଏମିତି ଏକ ଉଦାରଣ ଏବେ ସାମ୍ନାକୁ ଆସିଛି, ଯେଉଁଠି ଜଣେ ତରୁରୀ ତାଙ୍କ ବାପା ବୟସର ପୁରୁଷଙ୍କୁ ପତି ଭାବେ ଗ୍ରହଣ କରିଛନ୍ତି।
ଯେଉଁ ବୟସ ଖେଳକୁଦ ଆଉ ମଜାମସ୍ତି କରିବାର ସେହି ବୟସରେ କୋଟି କୋଟି ରୋଜଗାର କରିବାର ଚିନ୍ତା। ମାତ୍ର ୭ ବର୍ଷ ବୟସରେ ସେ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ ଆଉ ବନିଯାଇଛନ୍ତି କୋଟି କୋଟି ଟଙ୍କାର ମାଲିକ।
ନିଜର ଇଛାଶକ୍ତି ହିଁ ସମ୍ମାନର ଶିଖରକୁ ନେଇଯାଇଥାଏ ଆଉ ଦୁନିଆରେ ଏକ ବିଶେଷ ପରିଚୟ ଦେଇଥାଏ। ଏଥିରେ ନା ଦରକାର ହୁଏ କୌଣସି ପଦ ନା ବୟସ। ବର୍ତ୍ତମାନ ଏଭଳି କରି ଦେଖେଇଛନ୍ତି ଜୋତ୍ସନା ରେଡ୍ଡୀ। ବୟସ ଖୁବ କମ ହେଲେ ବି ସେ ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
ମା ହେବା ଏକ ସୌଭାଗ୍ୟର କଥା। ବର୍ତ୍ତମାନ ଏମିତି ଜଣେ ମା ସାମ୍ନାକୁ ଆସିଛନ୍ତି ଯିଏ ୮ଥର ମା’ ହେବାର ସୌଭାଗ୍ୟ ପାଇସାରିଛନ୍ତି ଆଉ ସେ ପୁଣି ଥରେ ୯ମ ମାତୃତ୍ୱର ସ୍ୱାଦ ଚାଖିବାକୁ ଯାଉଛନ୍ତି।
ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।
ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗାଁଲୋକେ। ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ। ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ରଣକ୍ଷେତ୍ର ପାଲଟିଥିଲା ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା। ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ।
୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ।
ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।