ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।
ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସ୍ୱଚ୍ଛତା ନେଇ ରହିଛି ଅନେକ ପ୍ରଶ୍ନବାଚୀ ।
ଏଇ ସହର ବାସ୍ତୁକଳା ପାଇଁ ବିଶ୍ୱପ୍ରସିଦ୍ଧ । ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ସହର । ସେଇଥିପାଇଁ ଏହାକୁ କୁହାଯାଏ ଗୋଲାପୀ ସହର । ସକାଳ ଓ ସନ୍ଧ୍ୟା ସୂର୍ଯ୍ୟକିରଣରେ ହୋଇଯାଏ ରଙ୍ଗୀନ ରଙ୍ଗୀନ । ପ୍ରାଚୀନ ଭବ୍ୟ ସହରରେ ରହିଛି ଅନେକ ରହସ୍ୟ ।
ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି ।
ଯେତେବେଳେ ବାତ୍ୟା ଆସିଛି ଢେଙ୍କାନାଳ ସହର ପାଇଁ ଢାଲ ହୋଇ ଛିଡା ହୋଇଛି ପାଣିଓହଳା ପାହାଡ । ଏହି ଜଙ୍ଗଲର ସୁରକ୍ଷା ପାଇଁ ଦିନ ଓ ରାତିକୁ ଏକ କରିଦେଇଛନ୍ତି କିଛି ସ୍ୱେଚ୍ଛାସେବୀ । ଗଛ ଲଗାଉଛନ୍ତି, ନିଆଁ ଲିଭାଉଛନ୍ତି । ଠେଙ୍ଗାବାଡି ଧରି ଜଗୁଛନ୍ତି ଜଙ୍ଗଲ ।
ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଜ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।
ଆମ ବିଶ୍ୱରେ ସୁନ୍ଦର ସ୍ଥାନର କୌଣସି ଅଭାବ ନାହିଁ । କିଛି ପ୍ରାକୃତିକ ତ ଆଉ କିଛି ମନୁଷ୍ୟକୃତ । ଆଜି ଆମେ ଜାଣିବା ଏକ ଚମତ୍କାର ବଗିଚା ସମ୍ପର୍କରେ । ଯାହା ରହିଛି ଥାଇଲ୍ୟାଣ୍ଡରେ । ଏହି ଗାଡେର୍ନ ଥରେ ଆପଣ ବୁଲି ଆସିଲେ କୌଣସି ଭିନ୍ନ ଦୁନିଆର ଅନୁଭୂତି ପାଇଯିବେ । ସେଥିପାଇଁ ବିଶ୍ୱର ସୁନ୍ଦର ବଗିଚା ମଧ୍ୟରୁ ଏହା ଅନ୍ୟତମ । ତେବେ ଚାଲନ୍ତୁ ଜାଣିବା ଏହି ଗାଡେର୍ନ ସମ୍ପର୍କରେ…
ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଆପଣଙ୍କ ମନରେ ହସ ଭରିଦେବ। ଏହି ଭିଡିଓରେ ଏକ କୁନି ଝିଅ କୋକାକୋଲା ପିଇବା ପରେ ଏମିତି ମୁହଁ କରୁଛି ଯେ ଆପଣ ଦେଖିଲେ ବାରମ୍ବାର ଦେଖିବାକୁ ଇଛା କରିବେ।
ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।
ଫ୍ୟାଶନକୁ ଆଳ କରି ଅନେକ ତ ବିଚିତ୍ର ପରିଧାନକୁ ମଧ୍ୟ ଆପଣେଇ ନଉଛନ୍ତି। ବର୍ତ୍ତମାଣ ସେଭଳି ଜଣେ ଯୁବତୀ ନଜରକୁ ଆସିଛନ୍ତି ଯିଏ ଫେସନ ପାଇଁ ଅଜବ ଜିନିଷକୁ ଗ୍ରହଣ କରିଛନ୍ତି। ସେ ନିଜ କେଶକୁ ଏକ ସାପ ଦ୍ୱାରା ସଜେଇଛନ୍ତି।
ନିଜକୁ ସୁସ୍ଥ ରଖିବାକୁ ଜଣେ ମଡେଲ୍ ଏମିତି ଉପାୟ ଗ୍ରହଣ କରିଛନ୍ତି ଯାହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ନିଜର ଫିଟ୍ନେସ୍ ପାଇଁ ସେ ପ୍ରତିଦିନ ପିଉଛନ୍ତି ନିଜ ପରିସ୍ରା। ଜାଣନ୍ତୁ ସେ କିଏ?
ତରଳିବାରେ ଲାଗିଛି ଥ୍ୱାଇଟ୍ସ ଗ୍ଲେସିୟର। ଏହି ଗ୍ଲେସିୟର ସମୁଦ୍ରରେ ଅନେକ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଯଦି ଏହି ଗ୍ଲେସିୟର ତରଳିଯାଏ, ସମୁଦ୍ର ପତ୍ତନ ଦୁଇରୁ ପାଞ୍ଚ ଫୁଟ ବୃଦ୍ଧି ପାଇଯିବ। ଆସିବ ମହାପ୍ରଳୟ।
ଶୀତ କେବେ କେବେ ସୁନ୍ଦର ଆଉ କେବେ ଭାରି ଯନ୍ତ୍ରଣାପୂର୍ଣ୍ଣ । ଏଇ ଶୀତକୁ ଉପଭୋଗ କରିବାକୁ କିଏ ବୁଲୁଛି ପାହାଡ଼ା ଝରଣା ତ ଆଉ କିଏ ଶୀତ ରାତିରେ ଫୁଙ୍ଗୁଳା ଦେହରେ ଶୋଇପଡ଼ୁଛି ଫୁଟପାଥ୍ ଉପରେ ।
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ କିନ୍ନର । ଅନ୍ୟମାନଙ୍କ ଭଳି ସେମାନଙ୍କୁ ମିଳିବ ସମାନ ସୁବିଧା ସୁଯୋଗ ଓ ସୁରକ୍ଷା । କେମିତି ଜାଣିଛନ୍ତି ?
କ୍ରିକେଟ୍ ପଡ଼ିଆରେ ଛକି ବସିଥିଲା ମୃତ୍ୟୁ । ଶେଷ ଓଭରର ଶେଷ ବଲରେ ବ୍ୟାଟ୍ସମ୍ୟାନ୍କୁ ବିଟ୍ କରି ନିଜ ଟିମ୍ ପାଇଁ ବିଜୟ ଆଣିଲେ ସତ, ହେଲେ ସେଇ ଖୁସିକୁ ଅନୁଭବ କରୁ କରୁ ସେଇ ପଡ଼ିଆରେ ଟଳି ପଡ଼ିଲେ । ଚାଲିଗଲା ଜୀବନ ।
ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କଣ ଏହି ନିୟମ ଜାଣନ୍ତୁ ଏହି ଭିଡିଓରେ ।
ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର ।
ମିଳିଛି ଡାଇନୋସର୍ ଅଣ୍ଡା। ବିଶ୍ୱାସ କରାଯାଏ ଯେ ଡାଇନୋସର୍ ଏହି ଅଣ୍ଡା ୭ କୋଟି ୨୦ ଲକ୍ଷ ବର୍ଷର ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ 'ବେବି ୟିଙ୍ଗଲିଆଙ୍ଗ' ରଖିଛନ୍ତି। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନ୍ଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି।
ତେଲେଙ୍ଗାନାରେ ଦେଖାଦେଇଛି ପ୍ରଥମ ସମଲିଙ୍ଗୀ ପୁରୁଷ ବିବାହ। ଦୀର୍ଘ ୮ ବର୍ଷର ପ୍ରେମକୁ ଆଗକୁ ନେବା ନେଇ ସୁପ୍ରିୟୋ ଓ ଅଭୟ ଏହି ନିଷ୍ପତ୍ତି ନେଇଛନ୍ତି।
ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।
କେବେ ଶାଶୂଘର ଏରୁଣ୍ଡିବନ୍ଧ ଡେଇଁବେ ତପସ୍ୱିନୀ ? ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।
ଛିଣ୍ଡୁନି ଶ୍ୱଶୁର-ବୋହୂ ବିବାଦ.. କବାଟ ଭାଙ୍ଗି ସିନି ଶାଶୁଘରକୁ ଏଣ୍ଟ୍ରି କଲେ ତପସ୍ୱିନୀ.. କିନ୍ତୁ ଏରୁଣ୍ଡି ଡେଇଁ ପାରିଲେନି.. ଗ୍ୟାରେଜରେ କଟୁଛି ତପସ୍ୱିନୀଙ୍କ ଦିନ-ରାତି.. ସେପଟେ ବୋହୂ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ
ଆମ ଦୁନିଆରେ ଏଭଳି ଅନେକ ଦୁର୍ଗ ରହିଛି ଯାହାକୁ ଶତୃପକ୍ଷ କେବେ ବି ଜିତିପାରିନାହାନ୍ତି । ଆମ ଭାରତରେ ଥିବା ଏଭଳି ଦୁର୍ଗ ସମ୍ପର୍କରେ ତ ଆମେ ଉଣା ଅଧିକେ ଜାଣିଥିବା । ଆଜି ଆମେ ଜାଣିବା ଜାପାନର ଏକ ଦୁର୍ଗ ସମ୍ପର୍କରେ । ଏହି ଦୁର୍ଗ ଜାପାନର ୪ଟି ବଡ ଦ୍ୱୀପ ମଧ୍ୟରୁ ଗୋଟେ । କ୍ୟୁଶୁର କୁମାମୋତୋ ସହରରେ ଶହ ଶହ ବର୍ଷ ଧରି ଅଜେୟ ହୋଇ ନିଜର ଅସ୍ତିତ୍ୱକୁ ବଜାୟ ରଖିଛି । ଚାଲନ୍ତୁ ଜାଣିବା ଏହି ଦୁର୍ଗ ସମ୍ପର୍କରେ…
କାନ୍ଦି କାନ୍ଦି ମେଡିକାଲରେ ପହଂଚିଲେ ମନ୍ଦିର ପୂଜକ। ଯାହା କହିଲେ ତାହା ସୁଣି ତାଜୁବ ଡାକ୍ତର। ଶେଷରେ ଭକ୍ତି ଆଗରେ ମୁଣ୍ଡ ନଇଁଗଲା। ଯାହା କେବେ କରି ନଥିଲେ ସେମିତି କାମ କଲେ ଡାକ୍ତର...
କିଏ ଜାଣିଥିଲା ଯେଉଁ ଖେଳ ପଡ଼ିଆକୁ ସେ ଏତେ ଭଲ ପାଉଥିଲା, ସେଇଠି ତାକୁ ଛକିଥିଲା ମୃତ୍ୟୁ? ତାହା ଥିଲା ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।