ନିଜର ଇଛାଶକ୍ତି ହିଁ ସମ୍ମାନର ଶିଖରକୁ ନେଇଯାଇଥାଏ ଆଉ ଦୁନିଆରେ ଏକ ବିଶେଷ ପରିଚୟ ଦେଇଥାଏ। ଏଥିରେ ନା ଦରକାର ହୁଏ କୌଣସି ପଦ ନା ବୟସ। ବର୍ତ୍ତମାନ ଏଭଳି କରି ଦେଖେଇଛନ୍ତି ଜୋତ୍ସନା ରେଡ୍ଡୀ। ବୟସ ଖୁବ କମ ହେଲେ ବି ସେ ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।