ଅଧିକାଂଶ ଲୋକ ଜିମ୍ରେ ଅନେକ ଭୁଲ୍ କରୁଥିବା ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜିମ୍ରେ କେତେକ ତ୍ରୁଟିକୁ ଜାଣିବା ଏବଂ ଏଡ଼ାଇବା ଅତ୍ୟନ୍ତ ଜରୁରୀ। ବେଳେବେଳେ ଏହି ଭୁଲଗୁଡ଼ିକ ଗମ୍ଭୀର ସମସ୍ୟାର କାରଣ ମଧ୍ୟ ହୋଇପାରେ।
ସବୁ ବୟସର ଲୋକ କିଛି ନା କିଛି ବ୍ୟାୟାମ କରିବା ଉଚିତ। ତେବେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଖାଇବା ପରେ ନା ଖାଲି ପେଟରେ ବ୍ୟାୟାମ କରିବା ଉଚିତ। ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ସ୍ତନ କର୍କଟ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। । ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଚ କରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି ଜାଣିବା।
ଆଜିକାଲି, ବଜାରରେ ଫଳର ଚାହିଦା ବୃଦ୍ଧି ହେତୁ ସେଗୁଡିକୁ ପଚେଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ବିଶେଷକରି କଦଳୀକୁ ଶୀଘ୍ର ପଚେଇବା ପାଇଁ ଫଳ ଚାଷୀମାନେ କାର୍ବାଇଡ୍ ବ୍ୟବହାର କରୁଛନ୍ତି। ଯଦି ଏହା ଆପଣଙ୍କ ପେଟକୁ ଯାଏ, ଏହା ବିଷ ପରି କାମ କରିବ।
ଯଦି ଆପଣଙ୍କୁ ବାରମ୍ବାର ହାଇ ମାରେ, ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏଭଳି ପରିସ୍ଥିତିରେ କିଛି ପରିସ୍ଥିତିରେ ସତର୍କ ରହିବାକୁ ପଡିବ। ଏହା ମଧ୍ୟ କିଛି ଗୁରୁତର ରୋଗର ସଙ୍କେତ ହୋଇପାରେ।
ବେକ ଯନ୍ତ୍ରଣାର ଅନେକ କାରଣ ଥାଇପାରେ, ଯେପରିକି ଭୁଲ ସ୍ଥିତିରେ ବସିବା କିମ୍ବା ଠିଆ ହେବା। କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରିବା ସମୟରେ ବେକକୁ ଦୀର୍ଘ ସମୟ ଧରି ବଙ୍କା କରି ରଖିବା। ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଯୋଗାସନ ଅଭ୍ୟାସ ବହୁତ ଲାଭଦାୟକ ହୋଇଥାଏ।
ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ସେତେ ଥଣ୍ଡା ପଡି ନଥିଲେ ମଧ୍ୟ ଆଗକୁ ଏହା ଧିରେ ଧିରେ ବଢିବ। ତେଣୁ ଶୀତ ଦିନକୁ ଭଲ ଭାବେ ଉପଭୋଗ କରିବାକୁ ହେଲେ ଏବେ ଠାରୁ ସତର୍କ ରହିବା ଜରୁରୀ।
ପ୍ରାୟତଃ ଦେଖାଯାଏ ଯେ ୧୪ ରୁ ୧୬ ବର୍ଷ ବୟସର ପିଲାମାନେ ବାପାମାଆଙ୍କ ସହିତ ସମୟ ବିତାଇବା ଠାରୁ ଦୂରେଇ ରୁହନ୍ତି। ତେବେ ଆସନ୍ତୁ ଜାଣିବା ଏବଂ ପିଲାମାନଙ୍କର ଏହି ଆଚରଣର କାରଣ କ’ଣ ହୋଇପାରେ।
ଦେଖାଯାଏ ସାଧାରଣତଃ, ଯେଉଁମାନେ ତଳେ ପଡିଯାଆନ୍ତି ସେମାନଙ୍କ ପିଠି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗେ। ତେବେ ଆଘାତ କିମ୍ବା ଅନ୍ୟାନ୍ୟ କାରଣରୁ ଯଦି ପିଠି ଏବଂ ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ଏହା ହ୍ରାସ କରିବାରେ କିଛି ଯୋଗାସନ ଖୁବ ପ୍ରଭାବଶାଳୀ ହୋଇଥାଏ।
ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।ତେବେ ମହୁକୁ କିପରି ଖାଇବା ଉଚିତ୍ ଆସନ୍ତୁ ଜାଣିବା ।
ଅନେକଙ୍କ ବୈବାହିକ ଜୀବନ ସଫଳ ହେଉଥିବା ବେଳେ ଅନ୍ୟମାନେ ସମୟର ପରୀକ୍ଷାରେ ବିଫଳ ହେବା ଦେଖାଯାଏ। ତେବେ ଏଠାରେ ଏମିତି କିଛି ସାଧାରଣ ତ୍ରୁଟି ରହିଛି ଯାହାକୁ ପୁରୁଷମାନେ ପ୍ରାୟତଃ ସେମାନଙ୍କ ଅଜାଣତରେ କରନ୍ତି ଏବଂ ଯାହା ସେମାନଙ୍କର ବିବାହକୁ ବର୍ବାଦ କରିଦିଏ।
ମଧୁମେହ ରୋଗରୁ ଉପଶମ ଦେବ ଚା' । କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ହେବ ଲାଭଦାୟୀ ।
ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।
ଆଜିକାଲି ମାର୍କେଟ୍ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।
ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ।
ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।
ଅନେକ ଅଛନ୍ତି ରାତିରେ ଶୋଇବା ପାଇଁ ବହୁତ ସଂଘର୍ଷ କରନ୍ତି। ବେଡ୍ରେ ଯେତେ ଏପଟ ସେପଟ ହେଲେ ବି ନିଦ ହୁଏନି। ତେବେ ଏମିତି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ବେଡ୍କୁ ଯାଉ ଯାଉ ହେଇଯିବ ନିଦ। ଆସନ୍ତୁ ଜାଣିବା…
ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ବିଶେଷଜ୍ଞଙ୍କ ମତରେ ଏମିତି ୫ଟି ଜିନିଷ ରହିଛି ଯାହାକୁ କେବେ ବି ସକାଳେ ଉଠି ଦେଖିବା ଉଚିତ ନୁହେଁ। ଏହା କଥାକୁ ଅଣଦେଖା କଲେ ଜୀବନରେ ଅନେକ ସମସ୍ୟା ଆସିପାରେ। ତେବେ ସେ ସବୁ କ’ଣ ଆସନ୍ତୁ ଜାଣିବା।
ଯଦି ଆପଣଙ୍କ ପିଲା ପାଠ ପଢୁ ନାହିଁ, ଅଧିକ ମୋବାଇଲ୍ ଦେଖୁଛି ଏବଂ ଲୋକଙ୍କ ସହିତ ଭଲ ବ୍ୟବହାର କରୁନି ତେବେ ଏହା ତା’ର ଭୁଲ୍ ନୁହେଁ। ଏନେଇ ବାପାମାଆଙ୍କର ମଧ୍ୟ ଭୁଲ ରହିଛି। ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ଘରର ପରିବେଶକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ।
ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।
ନୀତିଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ସୁତ୍ରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ କଠୋର ମନେହୁଏ । କିନ୍ତୁ ତାହା ହିଁ ଲୋକଙ୍କୁ ଠିକ୍ ଆଉ ଭୁଲ ଚିହ୍ନିବାରେ ସାହାଯ୍ୟ କରିଥାଏ ।
ବଜାରରେ ଉପଲବ୍ଧ ରାସାୟନିକ କେଶ ଉତ୍ପାଦଠାରୁ ଦୂରରେ ରହି, ଲୋକମାନେ ବର୍ତ୍ତମାନ ଘରେ ତିଆରି ହେୟାର ଜେଲ୍ କିମ୍ବା ହେୟାର ମାସ୍କ ବ୍ୟବହାର କରୁଛନ୍ତି। ଆଜିକାଲି ଏହିପରି ଗୋଟିଏ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି ଏବଂ ତାହା ହେଉଛି ଭେଣ୍ଡିରୁ ତିଆରି DIY ହେୟାର ସ୍ପା ଜେଲ୍।
ଜେଲିଫିସ୍ ପ୍ୟାରେଣ୍ଟିଂରେ ପିଲାମାନଙ୍କୁ ନିଜ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦିଆଯାଏ। ବାପାମାଆମାନେ ପିଲାମାନଙ୍କର ପସନ୍ଦ ଏବଂ ଆଗ୍ରହକୁ ସମ୍ମାନ କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବିଚାରକୁ ପ୍ରକାଶ କରିବାକୁ ଉତ୍ସାହିତ କରନ୍ତି। ଜାଣନ୍ତୁ ଏହାର ସୁବିଧା ଓ ଅସୁବିଧା।
ମହାଭାରତ ସମୟରେ ପାଣ୍ଡବମାନେ ମଧ୍ୟ ଉପବାସ ପାଳୁଥିଲେ। ସେମାନେ କିପରି ଉପବାସ କରୁଥିଲେ, କିପରି ଉପବାସ ଭାଙ୍ଗୁଥିଲେ, ସେମାନଙ୍କର ଡାଏଟ୍ କ’ଣ ଥିଲା ତାହା ଆପଣ ଜାଣନ୍ତି କି? ଆସନ୍ତୁ ସେ ବିଷୟରେ ଜାଣିବା।
ଯଦି ଆପଣ ନିଜ ପତ୍ନୀଙ୍କଠାରୁ ଅଧିକ ପ୍ରେମ ପାଇବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ କ’ଣ କରିବେ? ବୈଜ୍ଞାନିକମାନେ ଏହାର ରହସ୍ୟ ଆବିଷ୍କାର କରିଛନ୍ତି। ଜାଣନ୍ତୁ ପତ୍ନୀଙ୍କୁ ଅଧିକ ଆକର୍ଷଣ କରିବାକୁ ହେଲେ କ’ଣ କରିବାକୁ ହେବ…