• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Office workers should know these yoga to do at office desk
Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଚେୟାରରେ କରନ୍ତୁ ଏହି ଯୋଗ

ଅଫିସ୍‌ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି କାମ କରିବା ଦ୍ୱାରା ଅନେକଙ୍କ ଅଣ୍ଟା-ପିଠି ସମସ୍ୟା ଦେଖାଯାଏ। ତେବେ ଏମିତି କିଛି ଯୋଗ ମଧ୍ୟ ଅଛି ଯାହାକୁ ଅଫିସରେ ଅଭ୍ୟାସ କରାଯାଇପାରେ। ଆସନ୍ତୁ ଜାଣିବା…

  • Friday, 28 February 2025
Chanakya Niti
Chanakya Niti: ଏହି ଲୋକମାନେ ଘରକୁ ଆଣନ୍ତି ବିନାଶ; ସମ୍ପର୍କ ରଖିବା ପୂର୍ବରୁ ଭାବନ୍ତୁ ଶହେ ଥର !

ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରକୃତ ବନ୍ଧୁ କିଏ ? କ’ଣ କହୁଛି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ? ଆସନ୍ତୁ ଜାଣିବା...

4 chanakya niti which can change your life
Chanakya Niti: ଭାଗ୍ୟ ବଦଳେଇ ଦେବ ଏହି ୪ଟି ଅଭ୍ୟାସ, ଆଜୀବନ ରହିବେ ଧନୀ

ଆଚାର୍ଯ୍ୟ ଚାଣକ୍ୟଙ୍କର ଅନେକ ନୀତିବାଣୀ ଆମକୁ ଜୀବନ ବଂଚିବାକୁ ବାଟ ଦେଖାଏ। ଆସନ୍ତୁ ଜାଣିବା ମଣିଷର ଏହି ୪ଟି ଅଭ୍ୟାସ ସଂପର୍କରେ ଯାହା ଆପଣଙ୍କୁ ଆଜୀବନ ଧନୀ କରିଦେଇ ପାରେ।

  • Thursday, 27 February 2025
How to make adivasi hair oil in home
Tips And Tricks: ଏହି ଉପାୟରେ ଘରେ କରନ୍ତୁ ଆଦିବାସୀ ହେୟାର ଅଏଲ୍

ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ଅଏଲ୍ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଆପଣ ବଜାର ଉପରେ ନିର୍ଭର ନ କରି ଘରେ ବି ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।

  • Thursday, 27 February 2025
How to grow brinjal at home
Tips and Tricks: କୁଣ୍ଡରେ ବି ଫଳିବ ନେନ୍ଥା ନେନ୍ଥା ବାଇଗଣ, ଜାଣନ୍ତୁ କେମିତି…

ଆଜିକାଲି ବଜାରରେ ମିଳୁଥିବା ବାଇଗଣରେ କେମିକାଲ ବ୍ୟବହାର ହେଉଛି। ଆପଣ ଯଦି ଜୈବିକ ସାର ଦ୍ୱାରା ହୋଇଥିବା ବାଇଗଣର ମଜା ନେବାକୁ ଚାହାନ୍ତି ଚାହାଁନ୍ତି, ତେବେ ଏହାକୁ ନିଜ ଘର ବଗିଚାରେ କରିପାରିବେ। କୁଣ୍ଡ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଧ୍ୟ ଚାଷ କରିପାରିବେ।

Besan For Skin
Besan For Skin: ମୁହଁରେ ବେସନ ଲଗାଇଲେ କ'ଣ ହୁଏ...

ସୁନ୍ଦର ଚମକଦାର ଚେହେରା କିଏ ବା ଚାହେଁନା । ମୁହଁରେ ଗ୍ଲୋ ପାଇଁ କିଏ ଦାମୀ କ୍ରିମ୍ ଲଗାଉଛନ୍ତି ତ ଆଉ କିଏ ବିଉଟି ପାର୍ଲରରେ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଆପଣ ନିଜ କିଚେନ୍‌ରେ ଥିବା ସାମଗ୍ରୀରୁ ନିଜ ମୁହଁରେ ଗ୍ଲୋ ଆଣିପାରିବେ । ଆଜ୍ଞା ହଁ ! ସମସ୍ତଙ୍କ ଘରେ ବେସନ ଥାଏ । ଏହି ବେସନକୁ ଫେସପ୍ୟାକ୍ ଭାବେ ବ୍ୟବହାର କରାଯାଇପାରେ ।

  • Wednesday, 26 February 2025
Mahashivratri Special Yoga
Mahashivratri Special Yoga: ଭଗବାନ ଶିବଙ୍କ ସହ ଜଡ଼ିତ ୩ ଯୋଗାସନ; କଲେ ମିଳିବ ଅନେକ ଶକ୍ତି

ମହାଶିବରାତ୍ରୀର ପବିତ୍ର ଅବସରରେ, ଆସନ୍ତୁ କିଛି ଯୋଗାସନ ବିଷୟରେ ଜାଣିବା ଯାହା ଭଗବାନ ଶିବଙ୍କ ସହ ଜଡିତ। ଯଦି ଆପଣ ଏହି ଯୋଗାସନକୁ ନିୟମିତ କରନ୍ତି, ଏହା କେବଳ ଶରୀରକୁ ମଜବୁତ କରିବ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ଦେବ।

behaviours of father make girls confident and successful
Parenting Tips: ଝିଅକୁ ସାହସୀ ଓ ସଫଳ କରାଇବା ପାଇଁ ବାପାର ଭୂମିକା

ଆଜିକାଲି ସମୟ ବଦଳିଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ବାପା ଯଦି ଝିଅର ଯତ୍ନ ନେବାରେ ସହଯୋଗ କରିବେ ତେବେ ଝିଅଟି ମଧ୍ୟ ବିକାଶରେ ବହୁ ଆଗକୁ ଯାଇପାରିବ।

  • Wednesday, 26 February 2025
Tips how to shut rude comments
Tricks And Tips: ଖରାପ ବ୍ୟବହାରର କିପରି ଦେବେ ସଠିକ୍ ଜବାବ

ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାପ ମନ୍ତବ୍ୟ ଶୁଣି ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। ତେବେ ଏଭଳି ପରିସ୍ଥିତିରେ କିପରି ରଖିବେ ନିଜ ଉତ୍ତର ଆସନ୍ତୁ ଜାଣିବା।

  • Tuesday, 25 February 2025
Home tips honey benefits for hair
Hair Care Tips: ମହୁ ବନ୍ଦ କରିଦେବ ଚୁଟି ଝଡ଼ିବା; ଜାଣନ୍ତୁ କେମିତି ବ୍ୟବହାର କରିବେ

ଚୁଟି ନ ଝଡିବା ଓ ଏହା ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ନିଅନ୍ତି। ତଥାପି ଏହାର ଲାଭ ମିଳେ ନାହିଁ। ଚୁଟି ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଉପଶମ ପାଇଁ ଆପଣ ମହୁ ବ୍ୟବହାର କରିପାରିବେ। ଏହା ଚୁଟିକୁ ମୋଟା ଏବଂ ଚକ୍‌ଚକ୍ କରେ। ଏହାକୁ ବ୍ୟବହାର କରିବାର ସଠିକ ଉପାୟ ଜାଣନ୍ତୁ।

How to know the person in front of you telling lies
Tips And Tricks: ଆପଣଙ୍କ ସାମ୍ନା ଲୋକ ବାରମ୍ବାର ମିଛ କହୁଥିଲେ କେମିତି ଜାଣିବେ

ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଥ୍ୟାର ସଂକେତ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।

  • Monday, 24 February 2025
7 vastu rules to bring basil herb home
Basil Herb: ଘରେ ତୁଳସୀ ଗଛ ଲଗାଇବାର ୭ଟି ନିମୟ

ଯଦି ଆପଣଙ୍କ ଘରେ ତୁଳସୀ ଗଛ ଲଗାଇଛନ୍ତି, ତେବେ ବାସ୍ତୁ କହିଥିବା ଏହି ୭ଟି ନିୟମ ମାନନ୍ତୁ, ନହେଲେ ଅନିଷ୍ଟ ହୋଇପାରେ

  • Monday, 24 February 2025
Why hindu woman apply sindoor to middle line of hair
Sindoor: ବିବାହିତା ମହିଳାମାନେ ସିନ୍ଥିରେ ସିନ୍ଦୂର କାହିଁକି ଲଗାନ୍ତି; କ’ଣ କୁହେ ବିଜ୍ଞାନ…

ହିନ୍ଦୁ ଧର୍ମରେ ବିବାହିତା ମହିଳାମାନେ ସିନ୍ଥିରେ ସିନ୍ଦୁର ଲଗାନ୍ତି। ଏହା କେବଳ ପରମ୍ପରା ନୁହେଁ ଏହା ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି। ତେବେ ଆସନ୍ତୁ ଜାଣିବା ସିନ୍ଥିରେ ସିନ୍ଦୁର ଲଗାଇବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ…

ନାଭିରେ ସାବୁନ୍ ଲଗାଉଥିଲେ ସାବଧାନ ! ହୋଇପାରେ...
Care of Belly Button: ନାଭିରେ ସାବୁନ୍ ଲଗାଉଥିଲେ ସାବଧାନ ! ହୋଇପାରେ...

ପ୍ରତ୍ୟେକଙ୍କ ନାଭି ପରସ୍ପରଠାରୁ ଭିନ୍ନ। ଏହି ଅଙ୍ଗ ଆମର ଗର୍ଭନାଡ଼ ସହିତ ସଂଯୁକ୍ତ। ନାଭି ଏବଂ ପେଟର ସ୍ୱାସ୍ଥ୍ୟ ମଧ୍ୟରେ ସିଧାସଳଖ ସଂଯୋଗ ଅଛି। ନାଭିରେ ଥିବା ମଇଳା ପେଟରେ ସମସ୍ୟା ସୃଷ୍ଟି କରେ। କିନ୍ତୁ ଅଧିକାଂଶ ଲୋକ ଗାଧୋଇବା ସମୟରେ ନାଭି ସଫା କରିବାକୁ ଭୁଲିଯାଆନ୍ତି। ନାଭି ସଫା କରିବାର ଏକ ବିଶେଷ ଉପାୟ ମଧ୍ୟ ଅଛି। ଜାଣନ୍ତୁ…

  • Sunday, 23 February 2025
How to identify that banana is ripe with carbide or not
Tips And Tricks: ୪ଟି ଉପାୟରେ ଜାଣନ୍ତୁ କଦଳୀ ଗଛପାଚିଲା କି ନାହିଁ…

ଆଜିକାଲି ବଜାରରେ ଫଳର ଚାହିଦା ବୃଦ୍ଧି ହେତୁ ସେଗୁଡିକୁ ପଚେଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ବିଶେଷକରି କଦଳୀକୁ ଶୀଘ୍ର ପଚେଇବା ପାଇଁ ଫଳ ଚାଷୀମାନେ କାର୍ବାଇଡ୍ ବ୍ୟବହାର କରୁଛନ୍ତି। ଏହାକୁ କିପରି ଜାଣିବେ….

  • Sunday, 23 February 2025
Tricks to keep warm clothes after using
Tips And Tricks: ଏମିତି ରଖନ୍ତୁ ଶୀତ ପୋଷାକ; ବର୍ଷ ବର୍ଷ ରହିବ ସୁରକ୍ଷିତ

ଶୀତଋତୁ ଶେଷ ହୋଇଯାଇଛି। ଲୋକମାନେ ଏବେ ଗରମ ପୋଷାକକୁ ରଖୁଛନ୍ତି। ଏପରି ପରିସ୍ଥିତିରେ, କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ। ଗରମ ପୋଷାକ ରଖିବାବେଳେ, ମନେରଖିବା ଉଚିତ ଯେ ଯେଉଁଠାରେ ପୋଷାକ ରଖାଯାଉଛି ସେ ସ୍ଥାନଟି ସମ୍ପୂର୍ଣ୍ଣ ଶୁଖିଲା ହେବା ଜରୁରୀ। ଜାଣନ୍ତୁ ସାଇତି ରଖିବାର ଉପାୟ।

Eight bad habits of children that make parents age faster
Relationship Tips: କେବେ ବି କରନ୍ତୁ ନାହିଁ ଏହି ୮ଟି ଭୁଲ୍; ବାପାମାଆ ଶୀଘ୍ର ବୁଢା ହୋଇଯିବେ

ଯଦି ପିଲାମାନେ ଜିଦ୍‌ଖୋର, ଅମାନିଆ କିମ୍ବା ଅନ୍ୟମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୁଅନ୍ତି, ସେତେବେଳେ ବାପାମାଆଙ୍କ ମାନସିକ ଏବଂ ଶାରୀରିକ ଚାପ ବଢିଯାଏ। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ସେମାନେ ଅକାଳରେ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି।

Yoga poses for chest and spine strengthening
Yogasana: ଛାତିକୁ ମଜବୁତ କରିବା ପାଇଁ ସହଜ ଯୋଗ

ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।

  • Saturday, 22 February 2025
Chanakya Niti
Chanakya Niti: ଏମିତି ଲୋକଙ୍କ ସହ ବନ୍ଧୁ ବାନ୍ଧିବା ବିପଦ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହାନ୍‌ ଅର୍ଥଶାସ୍ତ୍ରୀ। ଏଥିସହ ସେ ଥିଲେ ଜଣେ ରାଜନୀତିଜ୍ଞ ଓ କୁଶଳ ରଣନୀତିକାର। ଶିକ୍ଷା ଓ ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ରଚନା କରିଥିଲେ ’ଚାଣକ୍ୟ ନୀତି’।

Disturbance
Life style: ଚାଣକ୍ୟ ବାଣୀ: ଏଥିପାଇଁ ହୁଏ ବୈବାହିକ ଜୀବନରେ ଫାଟ

ଚାଣକ୍ୟ ବାଣୀ: ଏଥିପାଇଁ ହୁଏ ବୈବାହିକ ଜୀବନରେ ଫାଟ

  • Thursday, 20 February 2025
Uric acid
Dry Fruits:ଖାଆନ୍ତୁ ଏହି ୫ ଡ୍ରାଏ ଫ୍ରୁଟ୍ସ, ୟୁରିକ୍ ଏସିଡ୍‌କୁ କୁହନ୍ତୁ ବାଏ ବାଏ

ଖାଆନ୍ତୁ ଏହି ୫ ଡ୍ରାଏ ଫ୍ରୁଟ୍ସ, ୟୁରିକ୍ ଏସିଡ୍‌କୁ କୁହନ୍ତୁ ବାଏ ବାଏ

  • Thursday, 20 February 2025
Salt
Health Tips: ଅଧିକ ଲୁଣ ଖାଉଛନ୍ତି କି ? ହୋଇପାରେ ଏହି ମାରାତ୍ମକ ରୋଗ

ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍‌ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିପାରେ।

Bad habits that weaken memory
Memory Power: ସ୍ମୃତି ଶକ୍ତି ଦୁର୍ବଳ କରେ ଏହି ୧୦ ଅଭ୍ୟାସ...

କ'ଣ ଆପଣ ଏଠି ସେଠି ଜିନିଷ ରଖି ଭୁଲି ଯାଉଛନ୍ତି ? ଘଣ୍ଟା ଘଣ୍ଟା ଧରି ପଢିଲେ ବି ମନେ ରହୁନି ? ଯଦି ହଁ ! ଏହା ଆପଣଙ୍କ ଦୁର୍ବଳ ସ୍ମୃତି ଶକ୍ତିର ଏକ ସଙ୍କେତ । ଆଜିର ଖରାପ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ କାରଣରୁ ସ୍ମରଣ ଶକ୍ତି କମିବା ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଆଜି ଜାଣନ୍ତୁ ଏପରି ୧୦ଟି ଖରାପ ଅଭ୍ୟାସ, ଯାହା ସ୍ମୃତି ଶକ୍ତି ଦୁର୍ବଳ କରିଦିଏ ।

  • Thursday, 20 February 2025
What is that thing that makes a girl fall in love
Relationship Tips: କେଉଁ ପୁଅଙ୍କୁ ଝିଅମାନେ ମନ ଦିଅନ୍ତି

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

  • Thursday, 20 February 2025
ପରୀକ୍ଷା ପୂର୍ବରୁ କେମିତି ଆଣିବେ ଏକାଗ୍ରତା
Concentration Before Exam: ପରୀକ୍ଷା ପୂର୍ବରୁ କେମିତି ବଢ଼ାଇବେ ଏକାଗ୍ରତା, ଜାଣନ୍ତୁ କିଛି ଟିପ୍ସ...

ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।