ଖାଦ୍ୟ, ପାନୀୟ, ମଦ୍ୟପାନ ଏବଂ ଔଷଧରୁ କ୍ଷତିକାରକ ପଦାର୍ଥ ଲିଭର୍ରେ ଜମା ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲିଭର୍ ଡିଟକ୍ସ କରିବା ଅତ୍ୟନ୍ତ ଜରୁରୀ। ଆସନ୍ତୁ ଜାଣିବା ଲିଭର୍କୁ ବୁଷ୍ଟ୍ କରିବା ନେଇ ବ୍ୟାୟାମ।
ପିଲାମାନଙ୍କର କାନ୍ଦିବା ଏକ ପ୍ରାକୃତିକ କ୍ରିୟା। କିନ୍ତୁ ଯଦି ଏହା ଅଧିକ ହୁଏ, ଏହା କେବଳ ବାପାମାଆଙ୍କ ପାଇଁ ମାନସିକ ସମସ୍ୟା ସୃଷ୍ଟି କରେ ନାହିଁ, ଏହା ପିଲାଙ୍କ ପାଇଁ ମଧ୍ୟ ଅସ୍ୱାସ୍ଥ୍ୟକର ହୋଇପାରେ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ଜାଣିବା ଯାହା ଦ୍ୱାରା ନିଜ ପିଲାଙ୍କୁ ସହଜରେ ଶାନ୍ତ କରିପାରିବେ।
ବେଳେବେଳେ ଶାଶୁ-ବୋହୂ କଳି ଏମିତି ବଢିଯାଏ ଯେ ବୋହୂ ଶାଶୁଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଆପଣାନ୍ତୁ ଏହି ଉପାୟ।
ସମସ୍ୟାର ସମାଧାନ କରିବା ପାଇଁ ହଜାରେ ରାସ୍ତା ଥାଇପାରେ କିନ୍ତୁ ତା'ର ପ୍ରଥମ ଦରଜା ହେଉଛି ସେ ସମ୍ପର୍କରେ କାହା ନା କାହା ସହ ଆଲୋଚନା କରିବା ଓ ନିଜ ମନ ଖୋଲି ବିନା ଦ୍ୱିଧାରେ ସବୁ କଥା କହିଦେବା । କହିବା ଭିତରେ ଅଧା ସମସ୍ୟାର ସମାଧାନ ହୋଇଯାଏ । ବର୍ତ୍ତମାନ ସମୟରେ ଅନ୍ୟକୁ ଶୁଣିବା କାହିଁକି ଦରକାର, ଏହା ଦ୍ୱାରା କ'ଣ କ'ଣ ଲାଭ ହୁଏ ଓ ଏ ସମ୍ପର୍କରେ କେମିତି ସଚେତନତା ସୃଷ୍ଟି କରିହେବ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
କମଜୋର ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଆସନ୍ତୁ ଜାଣିବା...
କୋଟିପତି ବ୍ରାୟନ କହିଛନ୍ତି, ବହୁ ବର୍ଷ ପୂର୍ବେ, ମୁଁ ନିଜକୁ 25ତମ ଶତାବ୍ଦୀର ଲୋକଙ୍କ ଉପସ୍ଥିତିରେ ରହିବାର କଳ୍ପନା କରି ଏକ ବିଚାରଧାରାର ପ୍ରୟୋଗ କରିଥିଲି । "ଏହି ପ୍ରୟୋଗରୁ ସ୍ପଷ୍ଟ ଜଣା ପଡିଥିଲା, ସେତେବେଳର ମଣିଷ କହିବେ Don’t Die ଏମିତି ଏକ ବ୍ୟବସ୍ଥା ଯାହା ସାହାଯ୍ୟରେ ମଣିଷ ଜାତି ନିଜକୁ ରକ୍ଷା କରିପାରିବ ଏବଂ ଏଆଇ ସହ ନିଜକୁ ସାମିଲ କରି ପାରିବ ।
ଯଦି ପିଲାମାନଙ୍କର ସକାଳ ରୁନିନ୍ ଯୋଜନାର ସହିତ ପ୍ରସ୍ତୁତ ହୁଏ, ତେବେ ଉଭୟ ପିଲା ଏବଂ ବାପାମାଆ ସକାଳର ଧାଁଦୌଡ ଜୀବନରୁ ରକ୍ଷା ପାଇଯିବେ ଏବଂ ପିଲାଟି ସଫଳ ହୋଇ ବାହାରିବ। ଏନେଇ ଆସନ୍ତୁ ଜାଣିବା ୫ଟି ଟିପ୍ସ।
ଏହି ସୁପର ଫୁଡ ତାଲିକାରେ ନୂତନ ଭାବରେ ସାମିଲ ହୋଇଛି ଅସରପା କ୍ଷୀର। ଡିପ୍ଲୋପଟେରା ପଙ୍କଟାଟା ନାମକ ଅସରପା ପ୍ରଜାତିର କ୍ଷୀରରେ ଗାଈ କ୍ଷୀରଠାରୁ ୩ ଗୁଣ ଅଧିକ ପୋଷକ ତତ୍ତ୍ବ ଉପଲବ୍ଧ ଥାଏ।
ଚାଣକ୍ୟ ନୀତି ଅନୁସାରେ ଏହି ୩ ଜିନିଷ ଥିଲେ, ବଞ୍ଚିଥିବା ବେଳେ ଜଣେ ବ୍ୟକ୍ତି ପୃଥିବୀରେ ସ୍ୱର୍ଗ ସୁଖକୁ ଅନୁଭବ କରିବାର ସୁଯୋଗ ପାଏ । ସେଇ ଜିନିଷ କଣ ଆସନ୍ତୁ ଜାଣିବା...
ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ। ହେଲେ ତରଭୁଜ ଖାଇଲେ କି ରୋଗ ହୋଇଥାଏ ? କେଉଁ ରୋଗୀ ତରଭୁଜ ଖାଇବା ଉଚିତ୍ ନୁହେଁ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର...
ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ନିଦ୍ରା ଅଭାବ ଆମର ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ । ଚାକିରିରେ ଭଲ ପ୍ରଦର୍ଶନ କରିବା ପାଇଁ ଶୋଇବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସତ୍ତ୍ୱେ, ପ୍ରାୟ ଅର୍ଦ୍ଧେକ ଲୋକ କହିଛନ୍ତି, ସେମାନେ ନିଦକୁ ପ୍ରାଥମିକତା ଦିଅନ୍ତି ନାହିଁ ।
ଆଜିକାଲି ଏଆଇ ଟେକନିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କର୍ପୋରେଟ ସେକ୍ଟରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହେଲେ ଏଆଇ ବି ମନର କଥା ବୁଝି ପାରିବ, ହୃଦୟ ଆବେଗ, ଭାବପ୍ରବଣତାକୁ ପଢି ପାରିବ ଏବଂ ସେହି ଅନୁସାରେ କାମ କରିବ ଏକଥା ସହଜରେ ବିଶ୍ୱାସ କରି ହୁଏନି । କାରଣ ଯନ୍ତ୍ର ମଣିଷ ଯାହାର ହୃଦୟ ନାହିଁ ସେ କ’ଣ ହୃଦୟର କଥା ବୁଝିବ ? ହେଲେ ନା, ଏଆଇ ମନର କଥା ବି ବୁଝି ପାରୁଛି ।
ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ ଏହିସବୁ ଯୋଗାସନ କରିବା ଉଚିତ।
ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।
ପିଲା ରାଗିଗଲେ ଅନେକ ବାପାମାଆ ପିଟାପିଟି କରନ୍ତି। ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ କରିବେନି ତାହା ଜାଣିବା ଦରକାର, ଆସନ୍ତୁ ସେସବୁ ଜାଣିନେବା।
ଆଚାର୍ଯ୍ୟ ଚାଣକ୍ୟ କେତେକ ସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ରହିବା ମଣିଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତାଙ୍କ କହିବାନୁସାରେ, ଯଦି ଜଣେ ବ୍ୟକ୍ତି ଏହିସବୁ ସ୍ଥାନକୁ ଯାଆନ୍ତି ତେବେ ସେ ତୁରନ୍ତ ସେଠାରୁ ଫେରିବା ଉଚିତ, ନଚେତ ତାଙ୍କ ଜୀବନ ପ୍ରତି ବିପଦ ଆସିପାରେ।
ଆଜିକାଲି ଲୋକେ ଘର ତିଆରି କରିବା ବେଳେ ଚକାଚକ୍ ଟଏଲେଟ୍ ପାଇଁ ବିଶେଷ ଖର୍ଚ୍ଚ କରୁଛନ୍ତି । ହେଲେ ଦୁନିଆରେ ଏମିତି ବି ଟଏଲେଟ୍ ତିଆରି ହୋଇଛି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ହଜାରେ କି ଲକ୍ଷେ ନୁହେଁ ଏହାର ଦାମ୍ ଶହେ କୋଟିରୁ ଅଧିକ ।
ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ ବିବାହ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଜିନିଷରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।
ପିଲାମାନଙ୍କ ଠାରୁ ମୋବାଇଲ କିପରି ଦୂରେଇବେ ଏହାକୁ ନେଇ ଚିନ୍ତାରେ ଦୁନିଆର ସବୁ ବାପା, ମା’ । ଆଜିର ଦିନରେ ମୋବାଇଲ ନହେଲେ ପିଲା ପାଠ ପଢୁନାହାନ୍ତି। ଖାଉନାହାନ୍ତି କିମ୍ୱା କୌଣସି ଆକ୍ଟିଭିଟି କରୁନାହାନ୍ତି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିଛନ୍ତି, ଯେଉଁମାନେ ନିଜର କିଛି ବିଶେଷ ଗୁଣ ଯୋଗୁ ଜୀବନ ସାରା ସବୁ କାମରେ ସଫଳ ହୋଇଥାନ୍ତି।
ଶରୀରକୁ ଶକ୍ତି ପ୍ରଦାନ କରେ ଏହି ସୁପର ଫୁଡ
ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’
ସକରାତ୍ମକ ଭାବ ଦେଉଥିବା ଜୀବଜନ୍ତୁ
ଏମିତି ୭ଟି ଭୁଲ୍ ଅଛି ଯାହା ସମ୍ପର୍କକୁ ଦୁର୍ବଳ କରିପାରେ ଓ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣ ନିଜ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲଗୁଡିକ କ’ଣ ଜାଣନ୍ତୁ ଆଉ କରନ୍ତୁ ନାହିଁ।
ବେଳେବେଳେ ଶାଶୁ-ବୋହୂ ମତଭେଦ ଏମିତି ବଢିଯାଏ ଯେ ବୋହୂ ଶାଶୁଘରେ ରହିବାକୁ ପସନ୍ଦ କରେ ନାହିଁ। ଯଦି ଆପଣଙ୍କ ବୋହୂ ଶାଶୁ ଘରେ ରହିବାକୁ ଚାହୁଁ ନାହାଁନ୍ତି କିମ୍ବା ଶାଶୁ-ଶଶୁରଙ୍କ କଥା ମାନୁ ନାହାନ୍ତି, ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ସମ୍ପର୍କକୁ ଭାଙ୍ଗିବା ଠାରୁ ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା।