Tips to improve mother in law and daughter in law relationships

ବୋହୂକୁ ଶାଶୁ ନିଜର ଝିଅ ଭଳି ବ୍ୟବହାର ଦେଖାନ୍ତୁ...

ବୋହୂ ଶାଶୁଘର ଲୋକଙ୍କୁ ଯଥେଷ୍ଟ ସମ୍ମାନ କରନ୍ତୁ

ଦୁଇଜଣଯାକ ନିଜ ନିଜର ସୀମା ଭିତରେ ରହିବାକୁ ଚେଷ୍ଟା କରନ୍ତୁ...

ପରସ୍ପର ସହ ଖୋଲାମନରେ କଥା ହୁଅନ୍ତୁ...

କେହି କାହାକୁ ମିଛ ବା ଅତିରଞ୍ଜିତ କରି କୁହନ୍ତୁ ନାହିଁ..

ଶାଶୁଙ୍କୁ ତାଙ୍କ ପୁଅ ବିଷୟରେ ପ୍ରଶଂସା କରି କୁହନ୍ତୁ...

ପରସ୍ପରର ଇଛାକୁ ସମ୍ମାନ ଦିଅନ୍ତୁ...

ଭଲ କାମ ପାଇଁ ପ୍ରଶଂସା କରନ୍ତୁ...

ଶାଶୁଙ୍କ ମନ ଜିଣିବାକୁ ଆବଶ୍ୟକସ୍ଥଳେ ତାଙ୍କ ପରାମର୍ଶ ନିଅନ୍ତୁ...

ବଦଳୁଥିବା ସମୟକୁ ଦେଖି ଶାଶୁମାନେ ବୋହୂଙ୍କୁ କିଛିଟା ସ୍ୱାଧୀନତା ଦିଅନ୍ତୁ...