most non veg eating state in india

କିଛି ଜାତୀୟ ଗଣମାଧ୍ୟମରୁ ଏ ସଂପର୍କରେ ସବିଶେଷ ତଥ୍ୟ ହାସଲ ହୋଇଛି...

ନାଗାଲାଣ୍ଡ ଜନସଂଖ୍ୟାର ୯୯.୮ ପ୍ରତିଶତ ଲୋକ ଆମିଷ ଖାଆନ୍ତି...

ପଶ୍ଚିମବଙ୍ଗ ଜନସଂଖ୍ୟାର ୯୯.୩ ପ୍ରତିଶତ ଲୋକ ଆମିଷ ପ୍ରିୟ...

କେରଳ ଜନସଂଖ୍ୟାର ୯୯.୧ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି...

ଆନ୍ଧ୍ରପ୍ରଦେଶ ଜନସଂଖ୍ୟାର ୯୮.୨୫ ପ୍ରତିଶତ ଲୋକ ଆମିଷ ପ୍ରିୟ...

ଆସାମ ଜନସଂଖ୍ୟାର ୯୭.୮ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି...

ତାମିଲନାଡୁ ଜନସଂଖ୍ୟାର ୮୭.୬୫ ପ୍ରତିଶତ ଲୋକ ଆମିଷ ପ୍ରିୟ...

ଓଡ଼ିଶା ଜନସଂଖ୍ୟାର ୯୭.୩୫ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି