କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ? ଜାଣନ୍ତୁ...
Author: Sonali Kabi | Credit: OTV
ଏମିତି କେଉଁକାମ କଲେ ପ୍ରସନ୍ନ ହେବେ ମାଆ ଧନଲକ୍ଷ୍ମୀ। ଆଉ ଏମିତି କଣ ଯାହା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷର କାରଣ ହୋଇପାରେ। ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି...
Author: Sonali Kabi | Credit: Canva
୧-ସ୍ତ୍ରୀ, ମାଆ, ଝିଅ ବା କୌଣସି ନାରୀକୁ ଅପମାନିତ କରିବା, କଷ୍ଟ ଦେବା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ହେଇଥାଏ। କାରଣ ଏମାନେ ହେଉଛନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତୀକ।
Author: Sonali Kabi | Credit: Canva
୨- ସକାଳୁ ଶୀଘ୍ର ନଉଠି ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୩- ଖାଦ୍ୟ ନଷ୍ଟ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୪- ନିଜ ଖାଦ୍ୟରୁ ଗାଈ, କୁକୁର, ପଶୁ ପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ ନକଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୫- ଗୃହରେ ଅଇଁଠା ବାସନ ରାତିରେ ପକାଇ ରଖିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୬- ମହାପ୍ରସାଦ, ତୁଳସୀ, ଶଙ୍ଖ, ବିଗ୍ରହ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାଦରେ ସ୍ପର୍ଶ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୭-ରୋଷେଇ ପରେ ଭଗବାନଙ୍କୁ ଅର୍ପଣ ନକରି ସେବନ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୮-ନିଜର ମାଆ, ବାପା, ସ୍ତ୍ରୀଙ୍କୁ ହତାଦର କରିବା ସହିତ ଘରୁ ତଡ଼ିଦେଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।
Author: Sonali Kabi | Credit: Canva
୯- ଗୁରୁ, ଗୁରୁପତ୍ନୀ ସମ ବ୍ୟକ୍ତି ବିଶେଷଙ୍କୁ ଅପମାନ କଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ।