• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Pentagon
ପଦାରେ ପଡ଼ିଲା ପେଣ୍ଟାଗନର ଟପ୍ ସିକ୍ରେଟ୍ : ରୁଷ, ୟୁକ୍ରେନ ଓ ଚୀନ୍ ସଂପର୍କିତ ଗୁପ୍ତତଥ୍ୟ ଲିକ୍

ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ ।

500 days living alone in cave
ନିର୍ଜନ ଗୁମ୍ଫାରେ ଦେଢ଼ ବର୍ଷ : ବାହାରିବା ପରେ . . .

ଦିନେ ନୁହେଁ କି ଦୁଇ ଦିନ ନୁହେଁ ପରିବାର ଲୋକ ତଥା ସମାଜ ଲୋକଙ୍କ ଠାରୁ ଦୂରେଇ ଦେଢ଼ ବର୍ଷ ଏକ ଗୁମ୍ପାରେ କାଟିଛନ୍ତି ମହିଳା । ହେଲେ କାହିଁକି . . .

Railway firm begs passengers to stop watching obscene video on train
ଟ୍ରେନ୍‌ରେ ଅଶ୍ଲୀଳ ଭିଡିଓ ଦେଖିବା ମନା ! ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କେଉଁଠି ଏପରି ନିୟମ...

ଏକ ରେଲ୍‌ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍‌ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ। 

Tomatoes grown in space flying to Earth today
ଆଜି ପୃଥିବୀ ପୃଷ୍ଠକୁ ଫେରିବ ମହାକାଶରେ ଅମଳ ହୋଇଥିବା ଟମାଟୋ !

ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।

  • Saturday, 15 April 2023
Japan PM
ଜାପାନ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ବିରାଟ ବିସ୍ଫୋରଣ ! ଦେଖନ୍ତୁ ଭିଡିଓ...

ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍‌ ସୂଚନା ନାହିଁ । 

Unsinkable
ଅଧରାତିରେ କେମିତି ସମୁଦ୍ରରେ ବୁଡ଼ିଗଲା ଟାଇଟେନିକ୍‌ ?

ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍‌ ? ବାରମ୍ବାର କ୍ୟାପଟେନ୍‌ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍‌ବୋଟ୍‌ ?

Waitress mix own blood in customer cocktail
ଏ କ’ଣ କଲେ ! ମଦରେ ନିଜ ରକ୍ତ ମିଶାଇ ଗ୍ରାହକଙ୍କୁ ଦେଲେ ୱେଟର୍‌ !

ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍‌ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍‌ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।

Solo Flight Journey Cost UK Man Only ₹ 13,000
ଏହି ବିମାନରେ କେହି ପାସେଞ୍ଜର ନଥିଲେ, ଯାତ୍ରା କଲେ ମାତ୍ର ଜଣେ... ପାଇଲେ ଫୁଲ୍‌ ଭିଆଇପି ଟ୍ରିଟ୍‌

ପ୍ଲାଇଟ୍‌ ଟିକେଟ୍‌ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।

Texas Dairy Farm Explosion
ହୃଦୟ ବିଦାରକ !! ଫାର୍ମରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ ୧୮ ହଜାର ଗାଈ

ଆମେରିକାର ଟେକ୍ସାସ୍‌ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍‌ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫୋରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।

  • Friday, 14 April 2023
Titanic
ଅଧରାତିରେ କେମିତି ସମୁଦ୍ରରେ ବୁଡ଼ିଗଲା ଟାଇଟେନିକ୍‌ ?

ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍‌ ? ବାରମ୍ବାର କ୍ୟାପଟେନ୍‌ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍‌ବୋଟ୍‌ ?

NASA revealed this is how humans will live on Mars
ମଙ୍ଗଳ ଗ୍ରହରେ ରହିବ ମଣିଷ ! ବାଥରୁମ୍‌ ଓ ବେଡ୍‌ ରୁମ୍‌ର ଫଟୋ ସେୟାର କଲା ନାସା

ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।

Social Media
ଆଶ୍ଚର୍ଯ୍ୟ ! ୨ ଦିନ ଯାଏଁ ପାଣିରେ ବୁଡ଼ି ରହିବା ପରେ ବି ଜୀବିତ ଉଦ୍ଧାର ହେଲେ ମହିଳା...!

ଦୁଇ ଦିନ ପରେ ଯେତେବେଳେ ଜିପ୍‌କୁ ପାଣିରୁ ବାହାର କରାଗଲା, ସେତେବେଳେ ଗାଡ଼ି ଭିତରେ ମହିଳା ଜଣକ ଜୀବିତ ଥିଲେ ।

Bird Of Death
ଏତେ ବିଷାକ୍ତ ପକ୍ଷୀ, ଛୁଇଁବା ମାତ୍ରେ ଚାଲିଯିବ ଜୀବନ...

ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଦେଖାଯାଉଛି । କାରଣ ଏହାକୁ ନେଇ ଦୀର୍ଘ ଦିନ ଧରି ରିସର୍ଚ୍ଚ ଚାଲିଛି ।

  • Wednesday, 12 April 2023
Elon Musk
ଏଲନ୍‌ କାହିଁକି ଏମିତି କହିଲେ ? କ’ଣ ସତରେ ବିକି ଦେବେ ଟ୍ୱିଟର ?

ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।

Myanmar airstrike
ମିଆଁମାରରେ ସେନାର ନରସଂହାର : ଏୟାର ଷ୍ଟ୍ରାଇକ୍‌ରେ ୧୦୦ରୁ ଅଧିକ ଲୋକ ମୃତ

ସେନା ବିରୋଧରେ ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ । ବିଭିନ୍ନ ସମୟରେ ଜନତାଙ୍କ ଉପରେ ଦମନଲୀଲା ଚଳାଇଛି ମିଆଁମାର (Myanmar)ର ସେନା ସରକାର ।

Dalai Lama
କୁନି ପିଲାକୁ ଜିଭ ଚୁଚୁମିବାକୁ କହି ବିବାଦରେ ଦଲାଇଲାମା, ଭିଡିଓ ଭାଇରାଲ୍‌ ପରେ କ୍ଷମା ମାଗିଲେ

ପୁଣି ବିବାଦରେ ଦଲାଇଲାମା । କୁନି ପିଲାକୁ ନିଜ ଜିଭ ଚୁଚୁମିବାକୁ କହି କ୍ଷମା ମାଗିଲେ । ପୂର୍ବରୁ ମଧ୍ୟ ଦଲାଇଲାମା ଦେଇଥିବା ବୟାନ୍‌ ପାଇଁ ବିବାଦ ଉପୁଜିଥିଲା ।

Ajab Gajab
Ajab Gajab: ଟେକ୍ନୋଲୋଜିରେ ଏହି ଦେଶ କାହାଠୁ କମ୍‌ ନୁହେଁ, କିନ୍ତୁ ଇଣ୍ଟରନେଟ୍‌ ବ୍ୟବହାର ମନା !

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଦେଶରେ ପ୍ରାୟ ୧% ରୁ କମ୍‌ ଲୋକଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ରହିଛି ।

Elon Musk
ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ : ଡଗିକୁ ଗାୟବ୍‌ କରିଦେଲେ ଏଲନ୍

୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍‌ ମସ୍କ ।

Love Story
ନିଜ ଝିଅ ଭଳି ଦେଖାଯାଉଥିବା ଯୁବତୀଙ୍କୁ ବିବାହ କଲେ, ଛି ଛାକର କଲେ ଲୋକେ...

କ୍ରିସ୍‌ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ ଉଭୟଙ୍କ ଅଫିସ୍‌ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ହଙ୍ଗାମା ଚାଲିଲା । କ୍ରିସ୍‌ଙ୍କୁ ଲୋକେ ନାନା ପ୍ରକାର ସମାଲୋଚନା କଲେ ।

Air Hostess
ଏୟାରହୋଷ୍ଟେସ୍‌ କହିଲେ ଦୁଃଖ ! ବଖାଣିଲେ ଏୟାରଲାଇନ୍ସର କଳା ରହସ୍ୟ, ଜାଣନ୍ତୁ...

ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।

  • Friday, 07 April 2023
Real Hero
ରେକର୍ଡ ! ହାତରେ ପକାଇଲେ ହାତକଡ଼ି, ପହଁରିଲେ ୧୧ କିଲୋମିଟରରୁ ଅଧିକ...

ସନ୍ତରଣରେ ହାତର ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।

Earth 2.0
ମହାକାଶରୁ ବୈଜ୍ଞାନିକଙ୍କୁ ଆସିଲା ସଙ୍କେତ, ୧୨ ଆଲୋକ ବର୍ଷ ଦୂରରେ ରହିଛି ପୃଥିବୀ ଭଳି ଆଉ ଏକ ଗ୍ରହ !

ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

death
ମରିଗଲା ମା’, ମୃତଦେହକୁ ୧୩ ବର୍ଷ ସୋଫାରେ ବସାଇ ପାଗଳଙ୍କ ପରି କଥା ହେଉଥିଲା ପୁଅ

ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।

Pakistan economic crisis
ପାକିସ୍ତାନକୁ ଶନିଦଶା : ଅଙ୍ଗୁର ୭ଶହ, କମଳା ୫ଶହ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।