ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।