ହାତରେ ବନ୍ଧୁକ ଧରି ବୀରଦର୍ପରେ ବାହାରିଛନ୍ତି ବୀରାଙ୍ଗନା । ଲକ୍ଷ୍ୟ ଶତ୍ରୁ ସଂହାର । ମା କାଳୀ ପରି ଶତ୍ରୁର ଦମନ କରିବେ ।