ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍ରୁ ବାହାରେ ରହିବାକୁ ବୋରିସ ଜନସନ୍ ଚାପ ପକାଉଥିବା ଶୁଣିବାକୁ ମିଳୁଛି ।
ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।
ଟିକସ ହ୍ରାସ ନିଷ୍ପତ୍ତି ହେଲା ବୁମେରାଂ । ଦେବାଳିଆ ଅର୍ଥନୀତି ପାଇଁ ଟଳିଲା ଲିଜ୍ ଟ୍ରସଙ୍କ ଗାଦି ।
ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।
ଦାୟିତ୍ୱ ଗ୍ରହଣର ୪୪ ଦିନ ପରେ ପଦତ୍ୟାଗ କଲେ ଟ୍ରସ୍
ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି ।
ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।
ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍ ରାଷ୍ଟ୍ରପତି ପୁଟିନ୍।
ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।
ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।
କେଉଁ ଦିନ ଅଫିସ୍ କି ସ୍କୁଲ ଯିବାପାଇଁ ଇଚ୍ଛା ହୁଏନି ?
ଟ୍ରସଙ୍କ ନିଷ୍ପତ୍ତିରେ ଆର୍ଥିକ ମାନ୍ଦାବସ୍ଥା ମୁହାଁ ବ୍ରିଟେନ
କାମକାଜି ଡ୍ରୋନ ବ୍ୟବହାର ପରେ ୟୁକ୍ରେନ ଯୁଦ୍ଧରେ ଇରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ
ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍ ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି।
ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।
ଦକ୍ଷିଣ-ପଶ୍ଚିମ ରୁଷିଆର ବେଲଗୋରଡର ଏକ ସାମରିକ ଟ୍ରେନିଂ ଗ୍ରାଉଣ୍ଡରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମସଜିଦ ବାହାରେ ଭୟଙ୍କର ଗୁଳିକାଣ୍ଡ। ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତି।
ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?
ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।
କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍ କହିଥିଲେ ଯେ, ରୁଷ୍ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ।
ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।
ଅର୍ଥନୀତି ସଜାଡ଼ିବା ବଦଳରେ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍(Suella Braverman) ।
କଞ୍ଜର୍ଭେଟିଭ୍ ପାର୍ଟିରେ ବି ଲିଜଙ୍କୁ ବିରୋଧ ବଢ଼ୁଛି । ଜନମତ ସର୍ଭେରେ ଟ୍ରସଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ୍ ମିଳିଛି ।
ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା
ଏହି କାର୍ ସହର ଠାରୁ କମ୍ ଉଚ୍ଚତାରେ ଉଡ଼ିବ ଓ ଏଥିରୁ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେବନାହିଁ।