ଆଜି ବି ଅନେକ ଦେଶ କରୋନା ଭାଇରସ୍ ସହ ଯୁଝୁଛନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ଦେଖାଦେଇଛି। ଏହାରି ଭିତରେ ଦୁନିଆ ପାଇଁ ଦେଖାଦେଇଛି ଆଉ ଏକ ଭୟ। ବୈଜ୍ଞାନିକମାନେ ୪୮,୫୦୦ ବର୍ଷର ପୁରୁଣା ଜାମ୍ବି ଭାଇରସ୍କୁ ପୁନର୍ଜୀବିତ କରିଛନ୍ତି।