• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Special story
ପୁଅକୁ ଜନ-ଗଣ-ମନ ଶିଖାଇଲେ କୋରିଆନ୍‌ ମହିଳା

ଭାରତର ସଂସ୍କୃତି, ପରମ୍ପରା ପ୍ରେମରେ ବିଦେଶୀ ।

Special story
୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ସହ ଆକ୍ରମଣ ଅଭିଯୋଗ

ଅଭିଯୋଗ ପରେ ଆକ୍ରମଣକାରୀକୁ ଗିରଫ କଲା ଟେକ୍ସାସ ପୋଲିସ୍

Special story
ପଡୋଶୀ ଦେଶରେ ବର୍ଷା ପାଇଁ ଏମରଜେନ୍ସି : ବାସହରା ହେଲେ ୩ କୋଟି, ୯୦୦ରୁ ଅଧିକ ମୃତ

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି, ଜନତାଙ୍କୁ କଲବଳ କରୁଛି ଭୟଙ୍କର ବର୍ଷା

Monitor Lizard
ଆଖଡ଼ା ପାଲଟିଲା ରାସ୍ତା; ଗାଡ଼ି ଅଟକାଇ ଦମଦାର ଫାଇଟ୍‌ କଲେ ଗୋଧି

ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ, ଯେଉଁଠି ଦୁଇଟି ବିରାଟାକାୟ ଗୋଧି ରାସ୍ତା ମଝିରେ କୁସ୍ତି ଲଢ଼ୁଛନ୍ତି ।

US Smuggler Caught With 60 Snakes, Lizards And Reptiles In His Pants
୬୦ଟି ସରୀସୃପଙ୍କୁ ପକେଟ୍‌ରେ ନେଉଥିବା ବେଳେ ଧରାପଡିଲେ

ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍‌ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।

Elon Musk
ନିଲାମ ହେବ ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ

ନିଲାମ ହେଲା ଟେସଲା ବସ୍‌ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍‌ ଗ୍ୱେନ୍‌ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।

Mission Moon
ରୁପେଲି ପରଦାରେ ଚନ୍ଦ୍ରମା କଥା

ସିନେମାର ରୁପେଲି ପରଦାରେ ଜହ୍ନକୁ ନେଇ କେତେ କଣ କାହାଣୀ ଚିତ୍ରିତ କରାଯାଇଛି I ଆପଣ ସେମିତି କିଛି ସିନେମା ଦେଖିଛନ୍ତି କି ?

Special story
ସରକାର ଆଣିବେ ନୂଆ ବିଲ୍‌ : ସପ୍ତାହକୁ ୪୦ ଘଣ୍ଟା କାମ କରିବେ କର୍ମଚାରୀ

ନୂଆ ବିଲ୍‌ ପାରିତ ହେଲେ କର୍ମଚାରୀଙ୍କ ଡ୍ୟୁଟି ସମୟ କମିବ ।

Mission Moon
ଜହ୍ନରେ ଥିବା ଅଜଣା ରହସ୍ୟ, ଜାଣନ୍ତୁ

ଆକାଶରେ ଯେଉଁ ଜହ୍ନ ଦେଖୁଛନ୍ତି । ସେଇ ଜହ୍ନର ଅଛି ଅଜଣା ରହସ୍ୟ। ଆପଣ ଯେତିକି ଜାଣିଛନ୍ତି ଏ ରହସ୍ୟ କଥା ଜଣିଲେ ଆପଣବି ଭାବିବାକୁ ବାଧ୍ୟ ହେବେ । ଜହ୍ନରେ ଏତେ ଗହନ କଥା ଅଛି ! 

Thames River
ଶୁଖିଲା ପଡ଼ିଛି ଚିରସ୍ରୋତା ଥେମ୍ସ...ସତ୍ତା ହରାଇବ ଲଣ୍ଡନ ସହର !

ଜଳ ଅପଚୟ ରୋକିବାକୁ ବିଶେଷଜ୍ଞ ଲଣ୍ଡନବାସୀଙ୍କୁ ପରାମର୍ଶ ଦେଇଛନ୍ତି

Imran Khan
୩ ଦିନ ପରେ ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ! ହେଲେ କାହିଁକି..?

ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Sunrise
ଚାରିମାସ ହେଲା ଅନ୍ଧାର ଥିଲା ପୁରା ମହାଦେଶ, ଏବେ ହେଲା ସୂର୍ଯ୍ୟୋଦୟ

୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।

Alcohol In japan
କି ଅଜବ ଚିନ୍ତା ! ସରକାର କହୁଛନ୍ତି ମଦ ପିଅ, ଅର୍ଥନୀତିକୁ ସୃଦୃଢ଼ କର

ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର । 

  • Monday, 22 August 2022
Amazon Delivery Boy Now Becomes Millionaire
କାଲି ଥିଲେ ଡେଲିଭରି ବୟ, ଆଜି ହେଲେ କୋଟିପତି: ପାଖରେ ୨ କୋଟିର କାର୍‌, ୪ କୋଟିର ଆପାର୍ଟମେଣ୍ଟ୍‌

ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି। 

Wedding Invitation
ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲି ଅପ୍‌ଡେଟ୍‌ ନେବାକୁ କହିଲେ କନ୍ୟା..!

ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।

Flight
୩୭ ହଜାର ଫୁଟ୍ ଉପରେ ବିମାନ ଉଡ଼ାଉଥିଲେ, ଶୋଇପଡ଼ିଲେ; ତାପରେ...

ସୁଡାନ୍‌ରୁ ଇଥୋପିଆ ଯାଉଥିବା ଇଥୋପିଆନ୍‌ ଏୟାରଲାଇନ୍‌ସର ଫ୍ଲାଇଟ୍‌ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।

ପାଣିରେ ବୁଡ଼ିବା ପୂର୍ବରୁ ବିଶାଳ ଜାହାଜ ଟାଇଟନିକର ଶେଷ ଫଟୋ
ଆଜି ବିଶ୍ୱ ଫଟୋଗ୍ରାଫି ଦିବସ: ଦେଖନ୍ତୁ କିଛି ନିଆରା ଫଟୋ...

ପ୍ରତିବର୍ଷ ପରି ଆଜିର ଦିନରେ ପାଳନ ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ତେବେ ଏହି ଫଟୋ ଗୁଡ଼ିକୁ ଦେଖିଲେ ତାଜା ହୋଇଯିବ ବର୍ଷବର୍ଷର ପୁରୁଣା ସ୍ମୃତି...

  • Friday, 19 August 2022
Special story
ଜନସଂଖ୍ୟା ବଢ଼ାଇବାକୁ ଲୋଭନୀୟ ଅଫର୍‌ : ୧୦ ଛୁଆ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ୍‌

ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍‌ ରାଷ୍ଟ୍ରପତି ।

China-Taiwan Controversy
ଡ୍ରାଗନର ନାଲିଆଖିକୁ ଖାତିର ନ କରି କମର କସୁଛି ତାଇୱାନ; ଜେସାକୁ ତେସା ନୀତିରେ ପାନେ ଦେବାକୁ ପ୍ରସ୍ତୁତ ସେନା

ସମରାଭ୍ୟାସ ଆଳରେ ଭୟଭିତ କରୁଥିଲା ଚୀନ୍, ଏବେ ପାଲଟା ଜବାବ ଦେବାକୁ ମଝି ଆକାଶରେ ଗର୍ଜୁଛି ତାଇୱାନୀ ଯୁଦ୍ଧ ବିମାନ ।

Special story
୩ ମିନିଟ୍‌ ବିଳମ୍ବରେ ପହଞ୍ଚିଲେ ମହିଳା କର୍ମଚାରୀ, ଚାକିରିରୁ ବିଦା କଲା କମ୍ପାନୀ

ସିକ୍‌ ଲିଭ୍‌ ଦାବି କରି ଚାଲିଗଲା ଚାକିରି । ରାଗ ଶୁଝାଇଲା କି କମ୍ପାନୀ ?

China Spy Ship in Srilanka
ଶ୍ରୀଲଙ୍କା ତଟରେ ଲାଗିଲା ଚୀନ୍‌ର ସ୍ପାଏ ସିପ୍

ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍‌କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।

Special story
ଭେଣ୍ଟିଲେଟରରେ ସଲମାନ୍ ରୁସ୍‌ଦି : ଅସ୍ତ୍ରୋପଚାର ପରେ ଏକ ଆଖି ହରାଇବା ଆଶଙ୍କା

ସଲମାନ ରୁସ୍‌ଦି ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ହରାଇବାର ଆଶଙ୍କା ରହିଛି ।

taliban
ତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ ! ନାରୀ ସ୍ୱାଧୀନତା ଉପରେ ଲାଗିଛି ରୋକ

୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।

Author Salman Rushdie Was Hit 10-15 Times In 20 Seconds
୨୦ ସେକେଣ୍ଡରେ ଲେଖକ ସଲମାନ୍ ରୁସ୍‌ଦିଙ୍କ ଉପରକୁ ୧୫ ଥର ଆକ୍ରମଣ

ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା। ଯେଉଁଠି ରୁସ୍‌ଦିଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍‌ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।