ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଛି।...
ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା । ଖବରକାଗଜରେ ଲିଡ୍ ଷ୍ଟୋରୀର ହେଡ୍ଲାଇନ୍ ପାଲଟିଛନ୍ତି ମୋଦି ।
OSINT ଡିଫେଣ୍ଡର, ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି । ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି ।
ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥି ତଥା ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।
୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।
ଛାତ୍ରୀମାନେ ବୁର୍ଖା ପିନ୍ଧିବା ସହ ହାତରେ ବାଡ଼ିଧରି ପୋଲିସକୁ ବାଡ଼େଇଛନ୍ତି । ସୂଚନା ଅନୁସାରେ ପ୍ରଥମେ ଇସଲାମାବାଦରେ ଲାଲ ମସଜିଦର ମୌଲାନା ଅବଦୁଲ ଅଜିଜଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛିି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’
ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଦିନ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏମାନେ ଯାଇଥିଲେ। ତେବେ ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ।
ମହାକାଶ ଗବେଷଣା, ଟେକ୍ନୋଲୋଜି, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁରକ୍ଷା ସମେତ ବିଶ୍ୱର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଦ୍ୱିପାକ୍ଷିକ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଉଭୟ ରାଷ୍ଟ୍ରମୁଖ୍ୟ ।
ନିଖୋଜ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ପାଇଲଟଙ୍କ ପତ୍ନୀ ୱେଣ୍ଡି ରୁଷ । ଯିଏ କି ଜଣେ ଆମେରିକୀୟ ଦମ୍ପତିଙ୍କ ବଂଶଧର । ୱେଣ୍ଡି ରୁଷ ରିଟେଲିଂ ମ୍ୟାଗ୍ନେଟ୍ ଇସିଡୋର ଷ୍ଟ୍ରସ୍ ଏବଂ ତାଙ୍କ ପତ୍ନୀ ଇଡାଙ୍କ ନାତୁଣୀ । ଯିଏ କି ଟାଇଟାନିକରେ ପ୍ରଥମ ଶ୍ରେଣୀ ଯାତ୍ରୀ ଭାବରେ ଯାତ୍ରା କରୁଥିଲେ ।
୧୦ ବର୍ଷ ହେବ ସ୍ତ୍ରୀକୁ ଖାଦ୍ୟରେ ନିଶା ମିଶାଇ ଦେହ ବ୍ୟବସାୟ କରୁଥିଲେ ସ୍ୱାମୀ । ସ୍ତ୍ରୀ ବେହୋସ ହେବା ପରେ ଅଜଣା ବ୍ୟକ୍ତିଙ୍କୁ ଘରକୁ ଡାକି ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲେ ।
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଡିନର୍ରେ ଯୋଗ ହେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ ଏହି ଡିନର୍ ପାର୍ଟି ହୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି।
ବାଇଡେନ ଦମ୍ପତିଙ୍କୁ ମୋଦି ଭେଟିବା ବେଳେ ଉଭୟଙ୍କ ମଧ୍ୟରେ ଦେଖା ଦେଇଥିଲା ବ୍ୟକ୍ତିଗତ ବନ୍ଧୁତାର ନିଦର୍ଶନ । ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ସାଢ଼େ ୭ କ୍ୟାରେଟ୍ର ଏକ ସୁନ୍ଦର ସବୁଜ ହୀରା ଉପହାର ଦେଇଛନ୍ତି ମୋଦି ।
ହୋଟେଲ୍ରେ ଚାଲିଥିଲା ସେଲିବ୍ରେସନ୍। ହଠାତ୍ ହେଲା ଭୟଙ୍କର ଗ୍ୟାସ୍ ବିସ୍ଫୋରଣ। ବୁଧବାର ରାତି ୮ଟା ୪୦ରେ ରାଜଧାନୀ ୟିନ୍ଚୁଆନ୍ରେ ଥିବା ବାର୍ବିକିୟୁ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ପହଞ୍ଚିବା ପରେ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଭାରତ ଓ ଆମେରିକାର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା।
କାହାକୁ ଗୁଳି ମାରିଦେଲେ ତ କାହାକୁ ପୋଡ଼ିଦେଲେ । ହୋଣ୍ଡୁରସ୍ରେ ଥିବା ଜେଲରେ ଭୟଙ୍କର ହିଂସାକାଣ୍ଡ ଘଟିଛି ।
ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ତାଙ୍କ ପ୍ରଶଂସା କରି ଏଲନ୍ ମସ୍କ କହିଛନ୍ତି , ମୁଁ ଭାରତର ଭବିଷ୍ୟତକୁ ନେଇ ବହୁତ ଉତ୍ସାହିତ ଅଛି ।
ପୋଲିସ୍ର କାମ କରିବ ରୋବଟ୍ । ଲୋକଙ୍କୁ ସୁରକ୍ଷା ଦେବା ଠାରୁ ଆରମ୍ଭ କରି ବିଭିନ୍ନ କାମରେ ନିୟୋଜିତ ହେବ ।
ଭାରତୀୟ ‘ବର୍ଫି’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ ।
ଜାପାନର ଏହି ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ମନ୍ଦିରଟି ୬୦୦ ବର୍ଷ ପୁରୁଣା, ଯାହାକୁ ମାତ୍ସୁଗାଓକା ଟୋକିଜି ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାକୁ କେହି କେହି ଡିଭୋର୍ସ ଟେମ୍ପଲ ମଧ୍ୟ କୁହନ୍ତି ।
ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ଭାଷଣ ଦେଉଥିବା ଆମେରିକା ରାଷ୍ଟ୍ରପତି ପୁଣି କିଛି ଏପରି କହିଛନ୍ତି, ଯାହା କେହି ବୁଝି ପାରୁନାହାନ୍ତି ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।