• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Benefits of utkatasana yoga poseBenefits of utkatasana yoga pose
ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦୈନିକ କରନ୍ତୁ ଉତ୍କଟାସନ

ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।

Love
୧୦ ମିନିଟ୍ ସମ୍ଭୋଗ ପରେ ଚାଲିଗଲା ସ୍କୃତିଶକ୍ତି

ଜଣେ ବ୍ୟକ୍ତି ୧୦ ମିନିଟ୍‌ ସେକ୍ସ କରିବା ପରେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଲେ ।ପ୍ରଥମେ ଡାକ୍ତର ମାନେ ମଧ୍ୟ ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେଲେ ।

Plank exercise benefits for belly fat
ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ

ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍‌ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।

Meditation benefits for body temperature
ଗରମରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଯୋଗ‍

ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ଅସହ୍ୟ ହେବା ସ୍ୱଭାବିକ। ତେବେ ଗରମତ ଖରାପ ପ୍ରଭାବକୁ ଏଡାଇବା ପାଇଁ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ହୀଟ୍-ଷ୍ଟ୍ରୋକ୍‌ ପରି ପରିସ୍ଥିତିରେ ତାପମାତ୍ରା ସାଧାରଣ ଅପେକ୍ଷା ବହୁତ ଅଧିକ ହୋଇଯାଏ, ଯାହା ଦ୍ୱାରା ଅନେକ ପ୍ରକାରର ଖରାପ ପ୍ରଭାବ ପଡିପାରେ। ଏଥିରୁ ରକ୍ଷା ପାଇବା ପାଇଁ…

Bhujangasana benefits for back and neck pain
ଅଣ୍ଟା-ପିଠି ଯନ୍ତ୍ରଣାରୁ ମୁକ୍ତିଦେବ ଭୁଜଙ୍ଗାସନ, ଜାଣନ୍ତୁ କିପରି କରିବେ

ପିଠି ଏବଂ ବେକ ଯନ୍ତ୍ରଣାଜନିତ ସମସ୍ୟାକୁ ଏଡାଇବା ପାଇଁ ଭୁଜଙ୍ଗାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି ଏବଂ କାନ୍ଧର ଉତ୍ତମ ପ୍ରସାରଣରେ ବହୁତ ସହାୟକ ହୋଇଥାଏ।

Yoga for old people and its benefits
ଆପଣଙ୍କୁ ୬୦ ବର୍ଷ ହେଲାଣି କି, ଜାଣନ୍ତୁ କି କି ଯୋଗାସନ କରିବେ

ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…

Voice Surgery
ନିଆରା ସର୍ଜରୀ ! ବଦଳିଗଲା କଣ୍ଠ ସ୍ୱର, ୧୩ ବର୍ଷରୁ ହେଲା ୩୫

ଜଣେ ବ୍ୟକ୍ତି ନିଜ କଣ୍ଠ ସ୍ୱରର ସର୍ଜରୀ କରି ସଫଳତା ପାଇଛନ୍ତି ଏବଂ ଏହା ତାଙ୍କ ଜୀବନରେ ଆଣିଦେଇଛି ନୂଆ ମୋଡ଼ । କାରଣ ଏହି ବ୍ୟକ୍ତିଙ୍କର ବୟସ ବଢ଼ିଥିଲେ ମଧ୍ୟ ତାଙ୍କ କଣ୍ଠ ଶ୍ୱର ୧୩ ବର୍ଷୀୟ ବାଳକ ଭଳି ଥିଲା ।

 Eat these foods to control blood pressure
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।

Doctor Doctor ।  Know why need of knee replacement increasing day by day
ଆଣ୍ଠୁରେ ସମସ୍ୟା ଅଛି କି? ଜାଣନ୍ତୁ କେଉଁ ବୟସରେ ହୋଇପାରିବ ପ୍ରତ୍ୟାରୋପଣ?

ଚଲାବୁଲାରେ ସମସ୍ୟା ହେଉଛି କି? ଆଣ୍ଠୁଗଣ୍ଠିରେ କୌଣସି ଅସୁବିଧା ରହିଛି କି? ଡାକ୍ତର ଅପରେସନ୍‌ ହେବାକୁ କହିଛନ୍ତି କି? ଜାଣନ୍ତୁ କେଉଁ ବୟସରେ ଆଣ୍ଠୁର ପ୍ରତ୍ୟାରୋପଣ ହେବା ଉଚିତ୍‌....

Yoga asanas reduce the risk of prostate cancer
ଯୋଗ ଦୂର କରିବ କି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍; କାଣନ୍ତୁ

ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍‌ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।

Yoga asanas for long covid patients tips to recover fast
ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ।

These 3 yoga asanas for blocked nose
ଥଣ୍ଡାରେ ନାକ ବନ୍ଦ ହେଇଯାଉଛି କି, କରନ୍ତୁ ଏହି ୩ ଅଭ୍ୟାସ

ବେଳେବେଳେ ନାକ ବନ୍ଦ ହୋଇଯିବା ଦ୍ୱାରା ଅନେକ ଅସୁବିଧାର କାରଣ ହୋଇଥାଏ। ଶ୍ୱାସ ନେବାରେ ଅସୁବିଧା ହୁଏ। ଗଳାରେ ଯନ୍ତ୍ରଣା ହୁଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଯୋଗ ଏବଂ ମୁହଁର ବ୍ୟାୟାମ ରହିଛି, ଯାହା ଅତ୍ୟନ୍ତ ଲାଭଦାୟକ ହୋଇପାରେ।

Do these 5 morning yoga poses daily
ଦୈନିକ କରନ୍ତୁ ଏହି ୫ଟି ଆସନ; ଶରୀର ରହିବ ସୁସ୍ଥ

ଆଜିକାଲି ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ସାଧାରଣ ସମସ୍ୟା ହୋଇଯାଇଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।

Roga Pain Yoga
ଥାଇରଏଡ୍‌ ସମସ୍ୟା ଅଛି କି? ତେବେ କରନ୍ତୁ ଏହି ଯୋଗ

ଥାଇରଏଡ୍‌ ସମସ୍ୟାରେ ଆପଣ ସନ୍ତୁଳି ହେଉଛନ୍ତି କି? ତେବେ ଜମାରୁ ଚିନ୍ତା କରନ୍ତୁ ନାହିଁ। ଏହି ଯୋଗ କଲେ ସାଙ୍ଗେ ସାଙ୍ଗେ ରୋଗରୁ ମିଳିବ ଉପଶମ

Tips after yogasan, don’t do these  5 mistake
ଆପଣ ବି ଯୋଗ କରୁଛନ୍ତି କି; ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଲୋକମାନେ ଜାଣିବା ଉଚିତ୍ ଯେ ଯୋଗ ଅଭ୍ୟାସ କରିବା ପୂର୍ବରୁ ଏବଂ ପରେ କରାଯାଉଥିବା ଅନେକ ଭୁଲ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଯୋଗ ପରେ ତୁରନ୍ତ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ଆସନ୍ତୁ ସେ ବିଷୟରେ ଜାଣିନେବା।

Yoga for cervical issues
ଆପଣ ସର୍ଭାଇକଲ୍‌ ସମସ୍ୟାରେ ପୀଡ଼ିତ କି; କରନ୍ତୁ ଏହି ଯୋଗ

ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ହେତୁ ବେକ ଓ ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଫଳରେ ଲୋକଙ୍କ ସର୍ଭାଇକଲ୍‌ ସମସ୍ୟା ବଢିବାରେ ଲାଗିଲା। ତେବେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଜୀବନଶୈଳୀରେ ଯୋଗାସନକୁ ସାମିଲ କରିବାକୁ ହେବ।

Ankylosing Spondylitis
ଆପଣଙ୍କୁ ହୋଇଛି କି ‘ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍’ ରୋଗ ? ଜାଣନ୍ତୁ କ’ଣ ଖାଇବେ କ’ଣ ଖାଇବେ ନାହିଁ...

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ , ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।ଶରୀରକୁ ସୁସ୍ଥ ରଖିବା ପାଇଁ କମ୍ ଫ୍ୟାଟ୍ ଓ କମ୍ କାର୍ବୋହାଇଡ୍ରେଡ୍‌ଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଏ । ଜାଣନ୍ତୁ କଣ ସେହି ଖାଦ୍ୟ

Ankylosing Spondylitis
କ’ଣ ଏହି ‘ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍’ ରୋଗ, ଜାଣନ୍ତୁ ଲକ୍ଷଣ

ଆଙ୍କଇଲୋଜିଂ ସ୍ପଣ୍ଡିଲାଇଟିସ୍ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ମୁଖ୍ୟତଃ ଯୁବାବସ୍ଥାରେ ୨୦ରୁ ୪୦ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ ।

Yogas relieve asthma attack and reduces
ଆପଣ ଆସ୍ଥମା ରୋଗରେ ପିଡୀତ କି; କରନ୍ତୁ ଏହି ଯୋଗ, ମିଳିବ ମୁକ୍ତି

କେତେକ ସ୍ଥିତିରେ ଆସ୍ଥମା ରୋଗୀଙ୍କ ପାଇଁ ନିଶ୍ୱାସ ନେବାରେ କଷ୍ଟ ହୋଇଯାଏ। ଯୋଗ-ବ୍ୟାୟାମକୁ ନିତ୍ୟକର୍ମରେ ସାମିଲ୍ କରିବା ଦ୍ୱାରା ଏହା ଆସ୍ଥମାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବାୟୁପଥକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

Watermelons shouldn’t be stored in fridge
ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଏମିତି କିଛି ଫଳ ଅଛି ଯାହା ଫ୍ରିଜରେ ରଖିବା ଠିକ୍ ନୁହେଁ। କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ଫଳ…

Yoga to keep body healthy and young
କରନ୍ତୁ ଏହିସବୁ ଯୋଗ; କେବେ ବି ଆସିବ ନାହିଁ ବାର୍ଦ୍ଧକ୍ୟ

ଯୋଗାସନ ଶରୀର ଏବଂ ମନକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହା ଶକ୍ତି ସ୍ତର ବଜାୟ ରଖିବା ସହ ବୟସ ସହିତ ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ବାଧା ଦେଇଥାଏ। କେବଳ ଏତିକି ନୁହେଁ, ଯେଉଁମାନେ ନିୟମିତ ଭାବେ ଯୋଗ କରନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଯୁବାବସ୍ଥାର ଲାଭ ଉଠାନ୍ତି।

Vrikshasana yogasana benefits
ବୃକ୍ଷାସନ ମନକୁ ସୁସ୍ଥ ଓ ସନ୍ତୁଳିତ ରଖେ; ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା

ଯୋଗ କରିବା ଦ୍ୱାରା ଶାରୀରିକ ସମନ୍ୱୟ ଏବଂ ଏକାଗ୍ରତା ଠିକ୍ ରହିଥାଏ। ବୃକ୍ଷାସନ ଏପରି ଏକ ଅତ୍ୟନ୍ତ ଉପକାରୀ ଆସନ, ଯାହା ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ।

Yogasanas to prevent Alzheimer
ଆପଣ ଆଲ୍‌ଝିମରରେ ପିଡିତ କି; କରନ୍ତୁ ଏହି ଯୋଗ, ମିଳିପାରେ ମୁକ୍ତି

ଆଲ୍‌ଝିମର ପରି ସମସ୍ୟା ସାଧାରଣତଃ ୭୦ବର୍ଷ ବୟସ ପରେ ହୋଇଥାଏ, କିନ୍ତୁ ଖରାପ ଜୀବନଶୈଳୀ ହେତୁ ଗତ କିଛି ବର୍ଷ ମଧ୍ୟରେ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ଆପଣ ଜଦି ଏହି ସମସ୍ୟାରେ ପିଡିତ ତେବେ କରନ୍ତୁ ଏମିତି, ମିଳିବ ମୁକ୍ତି।

Yogasanas for back pain problems
ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ମୁକ୍ତିଦେବ ଏହି ଆସନ

ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ୍‌ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ କରିବାର ଅଛି।

Don’t do these 4 mistakes during Surya Namaskar
ସୂର୍ଯ୍ୟ ନମସ୍କାର କରୁଛନ୍ତି କି; କେବେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ୍

ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାର ଭୁଲ ଅନେକ କୁପ୍ରଭାବ ମଧ୍ୟ ଆଣିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।