ସରକାରୀ ନିର୍ଦ୍ଦେଶନାମା ପରେ ପୋଲିସ ବାବୁମାନଙ୍କୁ ଘାରିଛି ଫିଟ୍ନେସ୍ ଚିନ୍ତା। ଖାସ୍ ସେଇଥିପାଇଁ ଆଜି ସକାଳୁ ସକାଳୁ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ବାବୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ଆରମ୍ଭ କରିଥିଲେ ଭଳିକି ଭଳି ବ୍ୟାୟାମ।
Published By: Prasan Subudhi
Last updated: 16 February 2023, 06:16 PM IST
ଆଉ ତ୍ରାହି ନାହିଁ...ଯେନତେନ ପ୍ରକାରେ ପେଟ କମେଇବାକୁ ପଡ଼ିବ...
ପୋଲିସ ବାବୁମାନେ ଏଠି ନମସ୍କାର ମୁଦ୍ରାରେ...ହେ ପ୍ରଭୁ...ଆମ ପେଟ କମେଇଦିଅ...
ଯୋଗମୁଦ୍ରାରେ ପୋଲିସ୍ ବାବୁ...
ସରକାରଙ୍କ ‘ପେଟ କମାଅ’ ଚେତାବନୀ ପରେ ଚାଲିଛି ଦଣ୍ଡ ବୈଠକ