• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Benefits Of Dark Chocolate

make chocolate recipes without gas stove and oven
World Chocolate Day 2024: ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନ କରି ଘରେ ସହଜରେ ତିଆରି କରନ୍ତୁ ଚକୋଲେଟ୍

ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ ଜାଣିବା।

dark chocolate
ଖାଉଛନ୍ତି କି ଡାର୍କ ଚକୋଲେଟ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ...

ଯଦି ଆପଣ ଡାର୍କ ଚକୋଲେଟ୍‌ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ ।

benefits of dark chocolate
ହୃତପିଣ୍ଡ ପାଇଁ ଡାର୍କ ଚକୋଲେଟ୍

ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ବିଶେଷ କରି ହୃତପିଣ୍ଡ ପାଇଁ ଚକୋଲେଟ୍ ବହୁତ ଲାଭଦାୟକ ଅଟେ, ଶରୀରରେ କୋଲେଷ୍ଟ୍ରଲ୍ କମେଇବାରେ, ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....