• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

BeFunky-collage (1)
ଭିନ୍ନ ଜଣେ ସାଲବେଗ, ଜଗନ୍ନାଥଙ୍କ ପାଇଁ ଗାଉଛନ୍ତି ଭଜନ

ଭୁବନେଶ୍ୱର: କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଜାଣିଛନ୍ତି, ସାଲବେଗଙ୍କ ଭଳି […]

  • Saturday, 10 July 2021
three-chariots
ସିଂହଦ୍ୱାର ଅଭିମୁଖେ ଶ୍ରୀଜିଉ

ପୁରୀ: ସିଂହଦ୍ୱାର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ଘୋର ଘର୍ଘର ନାଦରେ ବଡଦାଣ୍ଡ କମ୍ପାଇ ଚାଲିଛି ରଥ। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା  ଶବ୍ଦରେ ଉଛୁଳୁଛି ସହର। ଜନସମୁଦ୍ର ବଡଦାଣ୍ଡରେ ତିନୋଟି ତରୀ ଭଳି ଭାସି ଭାସି ଯାଉଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ  ନନ୍ଦିଘୋଷ । ପଛରେ ରହିଗଲାଣି ଗୁଣ୍ଡିଚା ମନ୍ଦିର। ସବା ଆଗରେ ବଳଭଦ୍ର। ମଝିରେ ଚାଲିଛି ଦେବ ଦଳନ । ପଛରେ ଗହଳ ଲଗାଇ ଆସୁଛି କାଳିଆ ରାଜା ନନ୍ଦିଘୋଷରେ। ଆଜି ଭୋର ୪ଟାରୁ […]

  • Saturday, 10 July 2021
vlcsnap-error029
ଶରଧାବାଲିରେ ଗଡ଼ିଲା ରଥ, ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ନବଦିନ ଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀଜିଉ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇ ଯାଇଛି ରଥଟଣା। ଶରଧାବାଲିରେ ଘୋର ଘର୍ଘର ନାଦ କରି ଗଡ଼ି ଚାଲିଛି ତାଳଧ୍ୱଜ ରଥ। ଶରଧାବାଲି ଦିଶୁଛି ଭକ୍ତ ମୟ। ଘଣ୍ଟ, ଘଣ୍ଟା, ହୁଳହୁଳି ଶବ୍ଦରେ ଫାଟିପଡୁଛି ଦାଣ୍ଡ। ଅପୂର୍ବ ଆଗ୍ରହ ଓ ଉତ୍ସାହରେ ତାଳଧ୍ୱଜ ରଥକୁ ଟାଣିଟାଣି  ଶ୍ରୀମନ୍ଦିର ଅଭିମୁଖେ ନେଇଯାଉଛନ୍ତି ଶ୍ରଦ୍ଧାଳୁ। ଆଜି ଭୋର ୪ଟାରୁ ଶ୍ରୀଜିଉଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇ […]

  • Saturday, 10 July 2021
22222222222
ଧନ ମାଗୁନାହିଁ, ଜନ ମାଗୁନାହିଁ.. ମାଗୁଛି ଶରଧା ବାଲିରୁ ହାତେ ....

ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।***** ଆଜି ଏହି ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ସୁନ୍ଦର ମସୃଣପଥ। କାଲି କିନ୍ତୁ ଥିଲା ବାଲିର ଦାଣ୍ଡ। ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି ନଦୀଟିଏ […]

  • Saturday, 10 July 2021
BeFunky-collage (1)
ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି, ଆରମ୍ଭ ହେଲା ଛେରା ପହଁରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶେଷ ହୋଇଛି ପହଣ୍ଡି। ରଥାରୂଢ଼ ହୋଇ ସାରିଛନ୍ତି ଶ୍ରୀଜୀଉ । ପହଞ୍ଚି ଗଲେଣି ଠାକୁରଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜା। ବଳଭଦ୍ରଙ୍କ ରଥରେ ପ୍ରାରମ୍ଭିକ ନୀତିକାନ୍ତି ସରିବା ପରେ ଆରମ୍ଭ କରିଛନ୍ତି ଛେରା ପହଁରା। ଛେରା ପହଁରା ଅର୍ଥାତ ରଥ ଉପରେ ପଡିଥିବା ଚନ୍ଦନ, ପୁଷ୍ପକୁ ଗଜପତି ସୁନା ବେଣ୍ଟ ଲାଗିଥିବା ଖଡ଼ିକାରେ ସଫା କରିବେ। ବଳଭଦ୍ରଙ୍କ ରଥରେ ଛେରା […]

  • Saturday, 10 July 2021
vlcsnap-error414
ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ...

ପୁରୀ: ଆଗରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନକୁ ପଠାଇ ଦେଇ ପଛରେ ଆସୁଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ। ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ  ଆସୁଛନ୍ତି କାଳିଆ ଠାକୁର। ନାକଚଣା  ଦ୍ୱାର ଉନ୍ମୁକ୍ତ ରହିଛି। ଶରଧାବାଲିରେ ଠିଆ ହୋଇ ଭକ୍ତ ଚାହିଁ ରହିଛନ୍ତି ନକଚଣାଦ୍ୱାରକୁ । କେତେବେଳେ ଦିଶିଯିବ ଚକାନୟନ। ଉଚ୍ଛନ୍ନ ହେଲେଣି ଭକ୍ତ। ରଥ, ପଥ ସମସ୍ତେ ଚାହିଁଛନ୍ତି  ହଟିଆ ଠାକୁରଙ୍କ ଦର୍ଶନ ପାଇଁ।  ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । […]

  • Saturday, 10 July 2021
ratha-1-1
୧୯୦୫ ରଥଯାତ୍ରା: ବ୍ରାହ୍ମଣଙ୍କୁ ଗୁଣ୍ଡିଚା ବାସନ୍ଦ ଓ ଶ୍ରୀମନ୍ଦିରରେ ବିଜୁଳି ଆଲୁଅକୁ ବାରଣ

୧୯୦୫ ମସିହାରେ ଜୁଲାଇ ୪ ତାରିଖରେ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ପୂର୍ବ ବର୍ଷ ପରି ଏ ବର୍ଷ ରଥ ଯାତ୍ରା ବେଶ୍‌‌ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନୂଆ ମ୍ୟାନେଜର୍‌‌ ଏଥିପାଇଁ ବିଶେଷ ଯତ୍ନବାନ ହୋଇଥିଲେ। ଗୋଟିଏ ଦିନରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ତା’ପର ଦିନ ପହଣ୍ଡି ହୋଇଥିଲା। ରାସ୍ତାଘାଟ ଓ ଯନ୍ତ୍ର କୌଶଳର ସୁବିଧା ନଥାଇ ଗୋଟିଏ ଦିନରେ ରଥ ଲାଗିବା ସମସ୍ତଙ୍କୁ ଚକିତ କରିଥିଲା। ପୁଣି ଶାସ୍ତ୍ରାନୁସାରେ ତା’ ପରଦିନ ପହଣ୍ଡି […]

  • Saturday, 10 July 2021
5
ପହଣ୍ଡି ଆରମ୍ଭ, ସୁଦର୍ଶନଙ୍କ ପରେ ଆସିଲେ ବଳଭଦ୍ର

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ପୁରୀ ସହର। ଆଜି ନୀଳକନ୍ଦରକୁ ଫେରିବେ ଶ୍ରୀଜିଉ। ସମସ୍ତେ ତତ୍ପର। ସଅଳ ସଅଳ  ଆରମ୍ଭ ହୋଇଯାଇଛି ନୀତିକାନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଗଲାଣି ପହଣ୍ଡି। ସେବାୟତମାନେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ସାରିଲେଣି। ପଛକୁ ପଛ ବାହାରି ପଡିଲେଣି ବଡ ଭାଇ ବଳଭଦ୍ର। ସମସ୍ତେ ଯେମତି ବ୍ୟଗ୍ର ଯିବାପାଇଁ ଭକ୍ତଙ୍କ ଭିଡ଼କୁ। ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ […]

  • Saturday, 10 July 2021
2
ବାହୁଡ଼ା ଯାତ୍ରା ଦର୍ଶନରେ ମିଳେ ଅଶ୍ଵମେଧ ଯଜ୍ଞର ଫଳ

ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ଦଣ୍ଡାୟମାନ ତିନି ରଥ । ଆକୁଳ ହୃଦୟରେ ଚାହିଁ ରହିଛନ୍ତି ଭକ୍ତ। କେତେବେଳେ ରଥକୁ ଫେରିବେ ପ୍ରଭୁ। ଶରଧାବାଲିରେ ରଥଟାଣି ଭକ୍ତ ତାଙ୍କର ପ୍ରିୟ ଠାକୁରଙ୍କୁ ନେଇଯିବେ ତାଙ୍କର ନୀଳକନ୍ଦରକୁ। ସେପଟେ କାନ୍ଦୁଛି ପତିତପାବନ ବାନା, ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର। ଲକ୍ଷ୍ମୀ ସାଆନ୍ତାଣୀ ବି ମାନ କରି ବସିଛନ୍ତି । ଆଉ କେତେ ସମୟ ପ୍ରଭୁ ଏଠାରେ ଏମିତି ଲୀଳା ଲଗାଇବ ?  ଶୀଘ୍ର ଚାଲି ଆସ […]

  • Saturday, 10 July 2021
6
ଆଜି ବାହୁଡ଼ା, କେଉଁବାଟେ ଯିବେ ପୁରୀ ଜାଣି ନିଅନ୍ତୁ ରୁଟ୍‌ ଚାର୍ଟ

ପୁରୀ : ଆଜି ବାହୁଡ଼ା। ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଓ ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍ […]

  • Saturday, 10 July 2021
2222222222222
୧୮୯୩ ରଥଯାତ୍ରା: ଶହ ଶହ ସଂଖ୍ୟାରେ ଭକ୍ତ ରଥକୁ ଚଢ଼ିଲେ, ଶ୍ରୀଜିଉଙ୍କୁ ଛୁଇଁଲେ ଓ କୁଣ୍ଢେଇଲେ

୧୮୯୩ର ରଥ ଯାତ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ସେ ବର୍ଷ ତାହା ୨ଲକ୍ଷକୁ ଟପି ଯାଇଥିଲା। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି କ୍ରମରେ ସବୁ ନିୟମ କାନୁନ୍‌କୁ ମାନିବା […]

  • Saturday, 10 July 2021
ratha-1
୧୮୭୯ ରଥଯାତ୍ରା: ୪ କଳାପିଠିଆଙ୍କ ଉପରେ ଚଢ଼ିଗଲା ରଥ ଚକ

୧୮୭୯ ଜୁନ୍‌ ୨୧ ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକି ନା ପ୍ରଥମଥର ପାଇଁ ସକାଳ ୧୧ଟ ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚା ଘରେ ପହଞ୍ଚିଗଲା। ବାଟରେ ମାଉସୀମା’ ମନ୍ଦିରରେ ଯେଉଁ ବିରତି ହୁଏ, ସେଥିପାଇଁ ସମୟ ଦିଆଯାଇ ନଥିଲା। ତା’ ପରଦିନ ସକାଳ ଛଅଟାରୁ  ସୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ […]

  • Saturday, 10 July 2021
11111111111
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ।  ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା […]

୪୪୪୪୪୪୪୪୪୪୪୪
ଶ୍ରୀମନ୍ଦିରକୁ ପଛରେ ପକାଇ ଗଡ଼ିଲା ନନ୍ଦିଘୋଷ

ପୁରୀ: ଭାଇ ଭଉଣୀଙ୍କୁ ଆଗରେ ପଠାଇ ଦେଇ ପଛରେ ହଟକରି, ନାଟ କରି ଆସୁଛନ୍ତି କାଳିଆ ଠାକୁର। ଭକ୍ତଙ୍କ ଗହଣରେ…ରାଜକୀୟ ଠାଣିରେ। କେତେବେଳେ ହସୁଛନ୍ତି…କେତେବେଳେ ଚାହୁଁଛନ୍ତି..ପୁଣି କ୍ଷଣେ ଅଟକି ଆଗକୁ ଯିବା ପାଇଁ ଭକ୍ତଙ୍କୁ କହୁଛନ୍ତି। ତଳଧ୍ୱଜ, ଦେବଦଳନ ରଥ ପରେ ଆରମ୍ଭ ହୋଇଛି ଜଗନ୍ନାଥଙ୍କ ରଥଟଣା। ନନ୍ଦିଘୋଷରେ ବସି ଆସୁଛନ୍ତି କାଳିଆ ରାଜା। ପଛରେ ରହିଗଲାଣି ସିଂହଦ୍ୱାର। ଦୂରରୁ ଚାହିଁ ରହିଛି ପତିତପାବନ ବାନା। ସତରେ ଶ୍ରୀମନ୍ଦିର ଛାଡି ଚାଲି ଯାଉଛନ୍ତି କାଳିଆ ସାଆନ୍ତ ! […]

  • Saturday, 10 July 2021
index--21
ଆଗେ ଆଗେ ତାଳଧ୍ୱଜ, ପଛରେ ଦେବଦଳନ, ନନ୍ଦିଘୋଷରେ ଅପେକ୍ଷା କରିଛି କାଳିଆ

ପୁରୀ: ଭକ୍ତଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ ହୋଇଛି ରଥଟଣା। ଆଗେ ଆଗେ ଚାଲିଛି ତାଳଧ୍ୱଜ। ପଛରେ ଦେବଦଳନ। ସିଂହଦ୍ୱାରରେ ନନ୍ଦିଘୋଷରେ ବସି ହସୁଛନ୍ତି କାଳିଆ ଠାକୁର। କହୁଛନ୍ତି.. ୟା ପରେ ଆସିବ ମୋ ପାଳି। ସେବାୟତ, ଭକ୍ତ ବି ପ୍ରସ୍ତୁତ। କେତେବେଳେ ଠାକୁର ଚାହିଁବେ, ରଥକୁ ଆଗେଇ ନେବେ। ସତେ ତ, ସିଏ ନ ଚାହିଁଲେ କିଏ ବା ତାଙ୍କୁ ନେଇ ପାରିବ ! ଉତ୍ସାହ, ଉଦ୍ଦୀପନା ଭିତରେ ବଳଭଦ୍ରଙ୍କୁ ଟାଣି ନେଉଛନ୍ତି ଭକ୍ତ ଗୁଣ୍ଡିଚା […]

  • Saturday, 10 July 2021
vlcsnap-error603
ବଡ଼ ଦାଣ୍ଡରେ ଗଡ଼ିଲା ରଥ

ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା।  ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଅପୂର୍ବ ଉତ୍ସାହ, ଉଦ୍ଦିପନା ଭିତରେ ରଥ ଟାଣି ନେଉଛନ୍ତି ଭକ୍ତ। ବିଶାଳ ଜନସମୁଦ୍ର ଭିତରେ ଗଡ଼ି ଗଡ଼ି ଯାଉଛି ରଥ । ଘଣ୍ଟଘଣ୍ଟା, ହୁଳହଳି, ହରିବୋଲ ଶବ୍ଦରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ […]

  • Saturday, 10 July 2021
vlcsnap-error016
ସୁନା ଖଡ଼ିକାରେ ଛେରା ପହଁରା କଲେ ଗଜପତି ମହାରାଜା

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ […]

  • Saturday, 10 July 2021
puri 00
ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ:ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ସେବକମାନଙ୍କ ଗହଣରେ ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ଠାକୁରଙ୍କ ଦର୍ଶନ କରି ଭକ୍ତିଭାବରେ ଗଦଗଦ୍‌ ହୋଇ ଉଠିଥିଲେ ଜଗଦ୍‌ଗୁରୁ। ଠାକୁରଙ୍କ ସହ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇ ଭକ୍ତ ବି ବିଭୋର ହୋଇ ପଡ଼ିଥିଲେ । ହୁଳହୁଳି, ଶଙ୍କଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି  ପହଣ୍ଡି କରି ରଥାରୁଢ଼ ହେବାପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନିରଥରେ […]

  • Saturday, 10 July 2021
700
ସଜେଇ ହେଉଛି କୋଟିଆ, ଦିନକ ପରେ ହେବ ରଥଟଣା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ ଅନୁଭୂତି।  ଓଃ କି ଭକ୍ତି ଭାବରେ ରଥ ଟାଣୁ ଥିଲେ ଶହ ଶହ ଆଦିବାସୀ ଜନତା! ନଦେଖିଲା ଲୋକ ବିଶ୍ୱାସ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ […]

  • Saturday, 10 July 2021
vlcsnap-error225
ସିଂହଦ୍ୱାରରେ ତିନିରଥ..ଅପେକ୍ଷା ଗଜପତିଙ୍କୁ...

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ […]

  • Saturday, 10 July 2021
jagannath ..
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି ହଟିଆ ଠାକୁର

ପୁରୀ: ଝୁଲି ଝୁଲି ଆସୁଛି କାଳିଆ ଠାକୁର। କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି…। ଭକ୍ତଙ୍କୁ ଯେମିତି କହୁଛି…ମୋତେ ଅପେକ୍ଷା କର…ଅପେକ୍ଷାରେ ତ ଥାଏ ଆନନ୍ଦ ! ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ।  ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ଭାବ। ଗୋଟିଏ ବର୍ଷ ତ ଅପେକ୍ଷା କରାଇଲ । ଆଉ କେତେ ଅପେକ୍ଷା କରାଇବ ପ୍ରଭୁ ! ତୁମ ଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର […]

  • Saturday, 10 July 2021
ratha (1)
୧୮୭୭ ରଥଯାତ୍ରା: ଅର୍ଦ୍ଧରାତ୍ରରେ ପହଣ୍ଡି, ଭୋର୍‌ରେ ରଥଟଣା

ରଥଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ତ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ହୁଏ। ସେହିପରି କେତେବେଳେ ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା, ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ତା’ ପରଦିନ […]

  • Saturday, 10 July 2021
pahandi
ପହଣ୍ଡିରେ ବାହାରିଲେ ବଡ଼ଭାଇ ବଳଭ୍ରଦ, ଭଉଣୀ ସୁଭଦ୍ରା

ପୁରୀ: ଆରମ୍ଭ ହୋଇଯାଇଛି ପହଣ୍ଡି ବିଜେ। ସବା ଆଗରେ ବଡଭାଇ ବଳଭଦ୍ର। ଭକ୍ତଙ୍କ ଗହଣରେ ଝୁଲି ଝୁଲି, ଟାହିଆ ହଲେଇ ଆସୁଛନ୍ତି। ତାଙ୍କ ପଛରେ ଅଛନ୍ତି ମହାମାୟା ମା’ ସୁଭଦ୍ରା। ବାଇଶି ପାହାଚରେ ଦଇତାଙ୍କ ସ୍କନ୍ଧରେ ଊର୍ଦ୍ଧ୍ୱମୁଖା ହୋଇ ବିଜେ କରୁଛନ୍ତି। ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିଲାଣି। ସୁଭଦ୍ରାଙ୍କ ଦେବଦଳନ ରଥରେ ଆସୀନ ହୋଇ ସାରିଲେଣି ପ୍ରଭୁ ସୁଦର୍ଶନ। ହରିବୋଲ, ହୁଳହୁଳି, ଘଣ୍ଟକାହାଳି ଶବ୍ଦରେ ଉଛୁଳି ପଡ଼ୁଛି ସିଂହଦ୍ୱାର। ସଂହଦ୍ୱାର ଗୁମୁଟ ମଧ୍ୟରୁ ଦେଖାଦେଲେଣି ବଳଭଦ୍ର। […]

  • Saturday, 10 July 2021
111111
ହସୁଥାରେ ଚକାଡ଼ୋଳା, ତୋର ଆଜି ରଥଯାତ୍ରା...

ପୁରୀ: ହସୁଛି ରଥ, ହସୁଛି ପଥ।  ଆଉ ଭକ୍ତର ହସହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ  ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର..   ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତି ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ […]

  • Saturday, 10 July 2021
ratha
୧୮୭୩: ଗଜପତିଙ୍କୁ ତଣ୍ଡ

ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]

  • Saturday, 10 July 2021