ତାମିଲନାଡ଼ୁର ଉଦାହରଣ ଦେଇ ସେ କହିଛନ୍ତି, ନବେ ଦଶକରେ ଏକ ଜାତିସଂଘ ଏଜେନ୍ସି ଚିନ୍ତାଜନକ ତଥ୍ୟ ଦେଇଥିଲା । ୨୦୨୫ରେ ତାମିଲନାଡୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ହୋଇଯିବ ବୋଲି ସେଥିରେ କୁହାଯାଇଥିଲା