Advertisment

ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଟେକ୍ନୋଲୋଜି: ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌

ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ TCS iONର Country Head Market Function & Product Group ହେଡ୍‌ ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gopal Krishna GSS

Gopal Krishna GSS

ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ TCS iONର Country Head Market Function & Product Group ହେଡ୍‌ ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଛନ୍ତି।

Advertisment

ଭବିଷ୍ୟତରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଛି। ତେଣୁ ବିଜ୍‌ନେସ୍‌ ଲିଡର୍ସମାନଙ୍କ ଦାୟିତ୍ୱ ହେଲା- ସେମାନେ ଲୋକମାନଙ୍କୁ ଠିକ୍‌ ସମୟରେ ଠିକ୍‌ ସୂଚନା ପ୍ରଦାନ କରିବା। ଫଳରେ ଲୋକମାନେ ଟେକ୍ନୋଲୋଜି ବ୍ୟବହାର କରିବା ଲାଗି ଆଉ ଭୟଭୀତ ହେବେ ନାହିଁ। 

ଡିଜିଟାଲ ପ୍ଲାଟ୍‌ଫର୍ମ ଉପରେ ଗୋପାଳ କ୍ରିଷ୍ଣା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ଲାସ୍‌ ରୁମ୍‌ ଲର୍ଣ୍ଣିଂକୁ ନେଇ ସେ କହିଛନ୍ତି, ‘କ୍ଲାସ୍‌ ରୁମ୍‌ରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ଷ୍ଟଡି କରିଥାନ୍ତି। ପ୍ରକୃତରେ ଛାତ୍ରଛାତ୍ରୀମାନେ କ’ଣ ଚାହୁଁଛନ୍ତି, ସେ କ’ଣ perform କରୁଛନ୍ତି, କେଉଁ କ୍ଷେତ୍ରରେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି ତାହା ଶିକ୍ଷକମାନେ ଜାଣିପାରିବେ। ଛାତ୍ରଛାତ୍ରୀମାନେ ମଧ୍ୟ ମେଣ୍ଟର, ଶିକ୍ଷକମାନଙ୍କ ସହ ଯୋଗାଯୋଗରେ ରହିପାରିବେ। ଏହାସହ ସେମାନେ ସେମାନଙ୍କର doubt ଭଲ ଭାବେ ପଚାରି ବୁଝି ପାରିବେ।

Advertisment

OTV Foresight 2022 Gopal Krishna GSS
Advertisment
Advertisment