• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

manorama
ମୃତ୍ୟୁର ଯନ୍ତା ଭିତରେ ଜଗନ୍ନାଥ ..ଜଗନ୍ନାଥ… ଡାକୁଥିଲି , ଆଉ ଶେଷରେ…

ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ  ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି। ମନରେ କୌଣସି […]

  • Saturday, 10 July 2021
ratha3
୧୮୭୩: ପୂଜାପଣ୍ଡାଙ୍କ କ୍ରୋଧ

ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‌ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୩ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]

  • Saturday, 10 July 2021
rathayatra-1
ଜୋରସୋରରେ ଚାଲିଛି ରଥ ପ୍ରସ୍ତୁତି, ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ: ଆଉ ୭ ଦିନ ପରେ ରଥଯାତ୍ରା। ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଚାରି ନାହାକା ୬ କାଠ ଉଠାଯିବା ପରେ ୧୪ ନାହାକା, ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଉଠାଯାଇଥିଲା। ଦ୍ୱିତୀୟ ଭୂଇଁକୁ ବିଶ୍ୱକର୍ମା ମହାରଣା ରଥରେ ଖଞ୍ଜିଛନ୍ତି। ରୂପକାର ସେବାୟତ ମାନେ ଦୁଅର ବେଢା, ନାଟଗୋଡ଼ ଆଦି ଖୋଦେଇ କରୁଛନ୍ତି । ଚିତ୍ରକର ସେବାୟତମାନେ ପାର୍ଶ୍ୱଦେବାଦେବୀ, ହଂସପଟା ଆଦିକୁ ରଙ୍ଗତୂଳୀରେ ଶେଷ ସ୍ପର୍ଶ […]

  • Saturday, 10 July 2021
puri
ଆଗେଇ ଚାଲିଛି ରଥ ନିର୍ମାଣ, ସରିଲା ଚଉଦ ନାହାକା, ଖଦିଓରା କାମ

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ଚଳଚଞ୍ଚଳ ହୋଇଉଠିଛି ରଥଖଳା।  ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି।  ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ । ଏହି କାମ ସରିବା ପରେ ଦ୍ୱିତୀୟ ଭୂଇଁ ତିନି ରଥରେ ସଂଯୋଗ ହେବ। ମହାରଣାଙ୍କ ସହ ରୂପକାର ସେବକମାନେ ମଧ୍ୟ ସେମାନଙ୍କ କାମରେ ବ୍ୟସ୍ତ ରହିଛନ୍ତି । ଇତିମଧ୍ୟରେ ତିନି […]

111
ବାରିପଦାରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]

meeting
ଘୋଷଯାତ୍ରା ପ୍ରସ୍ତୁତି ନେଇ ସମନ୍ୱୟ ବୈଠକ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ନେଇ ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ରଥଯାତ୍ରା ପୂର୍ବରୁ ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ […]

  • Saturday, 10 July 2021
Ratha Jatra
ରଥଯାତ୍ରା ସୁରକ୍ଷାର ସମୀକ୍ଷା କଲେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା

ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।

Puri Ratha yatra
ଶ୍ରଦ୍ଧା ବାଲିରେ ନିଖୋଜ ମାଳିନୀ…

ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।

Ratha Jatra
ଆଜି ଶ୍ରୀଜିଉଙ୍କ ଉଭା ଯାତ୍ରା: କାଲି ସିଂହଦ୍ୱାରକୁ ଆସିବେ ତିନି ରଥ

ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।

puri ratha yatra
୧୮୭୭ ରଥଯାତ୍ରା: ସନ୍ଧ୍ୟା ଯାଏ ଚାଲିଥିଲା ରଥକାମ, ଅର୍ଦ୍ଧରାତ୍ରରେ ହୋଇଥିଲା ପହଣ୍ଡି

ପୁରୀ ରଥଯାତ୍ରା ଉପରେ ସମସ୍ତଙ୍କର ନଜର। ବର୍ଷକେ ଥରେ ହୁଏ ରଥଯାତ୍ରା। ବଡଦାଣ୍ଡରେ ହୁଏ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ସମସ୍ତେ ଚାହାନ୍ତି, ରଥଯାତ୍ରାରେ ଯେମିତି କିଛି ଓଲଟପାଲଟ ନ ହେଉ। ହେଲେ, ଇତିହାସକୁ ଓଲଟାଇଲେ ଦେଖିବାକୁ ମିଳେ ଅନେକ ବ୍ୟତିକ୍ରମ..

Ratha yatra in surat town
୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା

ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।

Puri
ଆଜି ସଟ୍‌ଡାଉନ୍‌ ହେବନି ପୁରୀ

ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Ratha Jatra
ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି

Ratha Jatra Flowers
ଏମାନଙ୍କ ସୋଲରେ ସଜା ହୁଏ ତିନି ରଥ

ସୋଲରେ ତିଆରି ସୁନ୍ଦର ସୁନ୍ଦର ଫୁଲ ମାଳ। ଏସବୁରେ ସଜେଇ ହେବେ ଶ୍ରୀଜିଉଙ୍କ ତିନି ରଥ। ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିରୁ ମହାପ୍ରଭୁଙ୍କ ସେବା ପାଇଁ ଯିବ ଏହି ସୋଲ ଫୁଲ। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏହି ସେବା କରିବାର ସୁଯୋଗ ପାଇ କେତେ ଖୁସି ଭୋଇ ପରିବାର ? କେମିତି ପ୍ରସ୍ତୁତ ହୋଇଥାଏ ସୋଲ ଫୁଲ ? କେବେଠାରୁ ଓ କେତେ ଦିନ ଲାଗିଥାଏ ଏହାକୁ ତିଆରି କରିବାକୁ, ଜାଣନ୍ତୁ ଏହି ଭିଡ଼ିଓରୁ

Nabajoubana Darshan
ଆଜି ଶ୍ରୀ ଜିଉଙ୍କ ନବଯୌବନ ଦର୍ଶନ, ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ

ଆଜି ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ବନକଲାଗି ନୀତି ପରେ ନୂଆ ରୂପରେ ଅତି ସୁନ୍ଦର ଦିଶୁଛନ୍ତି ମହାପ୍ରଭୁ, କାଲି ଉଭା ଯାତ୍ରା ପରେ ପରେ ସୋମବାର ଦିନ ଘୋଷଯାତ୍ରାରେ ବାହାରିବେ ଶ୍ରୀଜିଉ

sunabesh of lord jagannath
ମହାପ୍ରଭୁଙ୍କ ସୁନା ବେଶରେ ସବୁ ସୁନା, ହେଲେ ଗୋଟିଏ ରୂପା

ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..

Ratha Jatra
ରଥଯାତ୍ରା: ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।

Ratha Jatra
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

ରଥ ଯାତ୍ରା 2021
ରଥଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ

ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ

Gajapati Maharaj
ସୁସ୍ଥ ହେଲେ ମହାପ୍ରଭୁ

ଆଜି ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ। ଏହି ସମ୍ବାଦ ପହଞ୍ଚିଛି ପୁରୀ ଗଜପତିଙ୍କ ପାଖରେ। ଏହା ପରେ କେମିତି ରଥଯାତ୍ରା ହେବ ଶୁଣନ୍ତୁ .....

Girl Builds Mini Chariot
ଆଇସ୍କ୍ରିମ୍ କାଠିରେ ତିଆରି ହୋଇଛି ନନ୍ଦିଘୋଷ

ସୁସ୍ମିତା ମହାରଣା ବଡ଼ଦାଣ୍ଡରେ ତିଆରି କରିଛନ୍ତି କୁନି ନନ୍ଦିଘୋଷ। ନନ୍ଦିଘୋଷ ରଥ ସମ୍ମୁଖରେ ରଖିଛନ୍ତି ତାଙ୍କ ଆଇସ୍କ୍ରିମ୍ କାଠିର ନନ୍ଦିଘୋଷ ରଥକୁ। ଚାଲନ୍ତୁ ଦେଖିବା କେତୋଟି କାଠିରେ ସେ ତିଆରି କରିଛନ୍ତି।

rath yatra
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।

ratha
ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ; ଭାଇ-ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ ମହାବାହୁ

ପୁରୀ : ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ନୀଳକନ୍ଦରକୁ ବାହୁଡ଼ିବେ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ତେଣୁ ଆଜି ଆଡ଼ପ ମଣ୍ଡପରେ ତିନିଠାକୁର ଭକ୍ତଙ୍କୁ ସାନ୍ଧ୍ୟ ଦର୍ଶନ ଦେଉଛନ୍ତି। ଯଜ୍ଞବେଦୀରେ ତିନି ଠାକୁରଙ୍କ ଶେଷ ଦର୍ଶନ ପାଇଁ…

puri
ଆଜି ବାହୁଡ଼ିବେ ମହାବାହୁ

ପୁରୀ:  ଆଜି ବାହୁଡ଼ିବେ ମହାବାହୁ। ସାଙ୍ଗରେ ଭାଇ, ଭଉଣୀଙ୍କୁ ଧରି ଲେଉଟିବେ ଶ୍ରୀମନ୍ଦିର।  ମହାପ୍ରଭୁଙ୍କୁ ରଥ ଉପରେ ଦେଖିବା ପାଇଁ ବଡଦାଣ୍ଡରେ ଜମିଗଲାଣି ଭକ୍ତଙ୍କ ଭିଡ଼। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳୁ ସକାଳୁ ଗୁଣ୍ଡିଚା…

  • Friday, 02 July 2021
jagannath
ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ମହାପ୍ରଭୁ , କମ୍ପୁଛି ବଡ଼ଦାଣ୍ଡ

ପୁରୀ :  ଚାଲିଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ତିନି ରଥ। ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି । ଭକ୍ତଙ୍କ ହରିବୋଲ ହୁଳହୁଳି , ଜୟ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ଭକ୍ତି ଓ ଆନନ୍ଦର ସହ ଆଜି ଅନୁଷ୍ଠିତ…