/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646393799.jpg)
Bollywood Actress Huma Qureshi
ରସଗୋଲା ଓଡ଼ିଶାର। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି। ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ଏକ ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ। ତେବେ ରସଗୋଲା ଓଡ଼ିଶାର।
Advertisment
ଓଡ଼ିଆ ଫିଲ୍ମରେ ଅଭିନୟ କରିବା ପାଇଁ ଆଗ୍ରହୀ କି ନାହିଁ, ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ଯଦି ସ୍କ୍ରିପ୍ଟ ଭଲ ହୋଇଥିବା ତା’ହେଲେ ନିଶ୍ଚିତ ଭାବେ ମୁଁ ଅଭିନୟ କରିବି। ସେ ଆହୁରି କହିଛନ୍ତି, ‘କରୋନା ସମୟରେ ଆମ୍ଭେମାନେ ଅନେକ ସମସ୍ୟା ଦେଇ ଗତି କରିଥିଲୁ। ମହାମାରୀ ସମୟରେ ଇଣ୍ଡଷ୍ଟ୍ରି ସମସ୍ତଙ୍କର କେୟାର ନେଇଥିଲା। ମୁଁ ନିଶ୍ଚିତ ଯେ, ଏବେ ଭଲ ସମୟ ଆସିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)