ବଲିଉଡ୍ ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ସବୁବେଳେ ନିଜର ବୋଲ୍ଡ ଫଟୋ ସହିତ ଇଣ୍ଟର୍ନେଟ୍ରେ ଚହଳ ସୃଷ୍ଟି କରନ୍ତି। ତାଙ୍କର ଗ୍ଲାମରସ୍ ଲୁକ୍ ଇଣ୍ଟରନେଟକୁ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।
ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…
ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ।
ବଲିଉଡ୍ ଅଭିନେତ୍ରୀ ପୂଜା ହେଗ୍ଡେ ସବୁବେଳେ ନିଜର ବୋଲ୍ଡ ଫଟୋ ସହିତ ଇଣ୍ଟର୍ନେଟ୍ରେ ଚହଳ ସୃଷ୍ଟି କରନ୍ତି। ତାଙ୍କର ଗ୍ଲାମରସ୍ ଲୁକ୍ ଇଣ୍ଟରନେଟକୁ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।
ଫ୍ରିଡମ୍ ଅଫ୍ ସ୍ପିଚ୍ ନାଁରେ ଅଶ୍ଳିଳ କମେଡି କରିବା ଆଜିକାଲି ପାଲଟି ଗଲାଣି ଫ୍ୟାଶନ୍। କିନ୍ତୁ ବେଳେ ବେଳେ ଏଥିରେ ଦିଆଯାଉଥିବା ବିବାଦୀୟ କମେଣ୍ଟକୁ ନେଇ ସୃଷ୍ଟି ହୁଏ ବିବାଦ। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ\' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଠିକ୍ ଏଭଳି କିଛି ଘଟିଛି।
ସାଉଥ୍ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ୟଶିକା ଆନନ୍ଦ ସୋସିଆଲ ମିଡିଆରେ ନିଜର ହଟ୍ ଏବଂ ବୋଲ୍ଡ ଲୁକ୍ ସହିତ ଅନେକ ସମୟରେ ଚର୍ଚ୍ଚାର ପରିସରରେ ରୁହନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍କୁ ଆସିବା ମାତ୍ରେ ଏକ ଆଲୋଡ଼ନ ସୃଷ୍ଟି କରିବା ଆରମ୍ଭ କରେ।
'ଛାଭା ରିଲିଜ୍ ହେବାକୁ ଆଉ କେଇଟା ଦିନ ବାକି ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ 'ଛାଭା' କୋଟି କୋଟି ଟଙ୍କା ରୋଜଗାର କରୁଛି। ନିକଟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଲୋକମାନେ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ କରୁଛନ୍ତି।
ଦିଲ୍ଲୀରେ ଚାଲିଛି ଚିକିତ୍ସା । ସାରା ଓଡ଼ିଶା ବି ତାଙ୍କ ଫେରିବା ବାଟକୁ ଚାହିଁ ରହିଛି । ଅଭିନେତା ଉତ୍ତମ ମହାନ୍ତି, ଏ ନାଁ ଯେମିତି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ମାଇଲ ଖୁଣ୍ଟ । ଆଉ ତାଙ୍କ ଆବଦାନକୁ ବି କେହି ଭୁଲିପାରିବେନି ।
ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ।
ବଲିଉଡ୍ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ଇନ୍ଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ ଆଉ ହଟ୍ ଲୁକ୍ରେ ପ୍ରଶଂସକଙ୍କ ନିଦ ହଜାନ୍ତି। ତାଙ୍କତ ଫଟୋ ପୋଷ୍ଟ ହେଉ ହେଉ ଭାଇରାଲ୍ ହୁଏ। ତାଙ୍କ ଘାତକ ଅବତାର ଇଣ୍ଟରନେଟରେ ଟ୍ରେଣ୍ଡ କରିବା ଆରମ୍ଭ କରେ।
ଏକ ମଲ୍ଟିଲେଭଲ୍ କମ୍ପାନୀ ବିରୋଧରେ ଚାଲିଥିବା ଏକ ଠକେଇ ମାମଲାରେ ସୋନୁ ସୁଦ ସାକ୍ଷୀ ଭାବରେ ହାଜର ହୋଇଛନ୍ତି। ସୋନୁ ସୁଦ ଲୁଧିଆନା କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକ୍ଷୀ ଦେଇଛନ୍ତି।
ଟିଭି ଅଭିନେତ୍ରୀ କନିକା ମାନ ସବୁବେଳେ ଇନ୍ଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଲୁକ୍ ପୋଷ୍ଟ କରି ଲୋକଙ୍କୁ ପାଗଳ କରିବାରେ ମାହିର। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍କୁ ଆସିବା ମାତ୍ରେ ଭାଇରାଲ୍ ହୁଏ। ତାଙ୍କର ପ୍ରତ୍ୟେକ ଲୁକ୍ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରେ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।
ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…
ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l
ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ ।
ଓଡ଼ିଆ ସିନେମା ଜଗତରେ ଏକ ମାଇଲଖୁଣ୍ଟ ଥିଲେ ଉତ୍ତମ ମହାନ୍ତି। କେତେବେଳେ ଦର୍ଶକଙ୍କ ପାଇଁ ଦଣ୍ଡାବାଳୁଙ୍ଗା ସାଜିଥିଲେ ତ ପୁଣି କେତେବେଳେ ଅନେକ ଚଳଚ୍ଚିତ୍ରରେ ସାଧାରଣ ରାଜୁ ନାଁଟିଏକୁ ନେଇ ସେ ଘରେ ଘରେ ପରିଚିତ। ଏବେ ସିଏ ଅସୁସ୍ଥ। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା । ଗୁଗୁଲକୁ ନୋଟିସ୍ ଜାରି କଲେ କୋର୍ଟ । ଜାଣନ୍ତୁ କ'ଣ କାରଣ
ଉତ୍ତମ ମହାନ୍ତିଙ୍କ ନିକଟରେ ତାଙ୍କ ପରିବାର ଓ ସଂପର୍କୀୟ ଥିବାବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ଫିଲ୍ମ ସୁଟିଂ ପାଇଁ କେନ୍ଦୁଝରରେ ଥିବାର ଜଣାଯାଇଛି।
ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା ଏବଂ ନୀଲମ ଉପାଧ୍ୟାୟଙ୍କ ପ୍ରି-ୱେଡିଂ ସମାରୋହ ଚାଲିଛି। ଏହି ସମାରୋହରେରେ ଭାଉଜଙ୍କ ସହିତ ଜମେଇକି ନାଚୁଛନ୍ତି ଦେଶୀ ଗାର୍ଲ। ତାଙ୍କର ଏହି ଭିଡିଓ ଦେଖିଲେ ଆପଣ ବି ଉତ୍ସାହିତ ହୋଇପଡିବେ।
ବି-ଟାଉନର ସୁନ୍ଦର ତଥା ଗ୍ଲାମରସ୍ ଅଭିନେତ୍ରୀ ଭୂମି ପେଡନେକର ପ୍ରତିଦିନ ଇନ୍ଷ୍ଟାଗ୍ରାମ୍ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ନିଜ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟ୍କୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ସଂଗୀତ ଦୁନିଆରୁ ଅଭିନୟ ଦୁନିଆକୁ ପ୍ରବେଶ କରିଛନ୍ତି ହିମେଶ ରେଶମିଆ। ଆଜି ତାଙ୍କର ଫିଲ୍ମ 'ବ୍ୟାଡେସ୍ ରବି କୁମାର' ରିଲିଜ୍ ହୋଇଛି। ଜାଣନ୍ତୁ କେମିତି ହୋଇଛି ଫିଲ୍ମ।
ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ।
ଏକ ଠକେଇ ମାମଲାରେ କୋର୍ଟରେ ବୟାନ ନ ଦେବା କାରଣରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମରେ ଆରେଷ୍ଟ ୱାରେଣ୍ଟ କରିଛନ୍ତି ଲୁଧିଆନାର ଏକ କୋର୍ଟ। ୧୦ ଲକ୍ଷ ଟଙ୍କାର ଠକେଇ ମାମଲରେ ସୋନୁ ସୁଦ ବୟାନ ଦେଇ ନ ଥିଲେ।
ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ବାସନ୍ଦ ହେବା ପରେ ପେଟପାଟଣା ପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢୁଛନ୍ତି ଆଇଟମ୍ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାହା ପୁଣି ନାଟକୀୟ ଢ଼ଙ୍ଗରେ। ଦିନେ ଅର୍ଦ୍ଧ ନଙ୍ଗୁଳୀ ବେଶରେ ନଜର ଆସୁଥିବା ରାନୀ ଆଜି ଗେରୁଆ ଶାଢ଼ୀ ପିନ୍ଧିଛନ୍ତି ଓ ବେଗରେ ରୁଦ୍ରାକ୍ଷ ପକାଇଛନ୍ତି।