Advertisment

Kanika Mann: ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍ ହେଲେ ଟିଭି ଅଭିନେତ୍ରୀ; ଲାଲ ସୁଟ୍‌ରେ ଲୋକଙ୍କୁ କଲେ ପାଗଳ

ଟିଭି ଅଭିନେତ୍ରୀ କନିକା ମାନ ସବୁବେଳେ ଇନ୍‌ଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଲୁକ୍ ପୋଷ୍ଟ କରି ଲୋକଙ୍କୁ ପାଗଳ କରିବାରେ ମାହିର। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ଭାଇରାଲ୍ ହୁଏ। ତାଙ୍କର ପ୍ରତ୍ୟେକ ଲୁକ୍ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରେ।

author-image
Pramod Behera
Actress kanika mann shared latest pics in red suit

Actress kanika mann shared latest pics in red suit

Advertisment
Advertisment