• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

mahakumbh monalisa latest makeover leaves netizens amazed
Mahakumbh Monalisa: କେରଳରେ ପହଞ୍ଚିଥିଲେ ମୋନାଲିସା, ମାଲାୟାଲମ ଷ୍ଟାଇଲ୍‌ରେ କଲେ ନମସ୍କାର

ନିକଟରେ ମୋନାଲିସା କେରଳରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ତାଙ୍କର ଲାଟେଷ୍ଟ୍ ମେକ୍‌ଅପ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ସେନ୍‌ସେସନ୍ ମୋନାଲିସାଙ୍କ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଥମ ନଜରରେ ଧୋକା ଖାଇଯିବେ।

Avneet Kaur look gorgeous in stylish attire see her stunning pics
Avneet Kaur: ସର୍ଟ-ସ୍କର୍ଟରେ ଦେଲେ ଘାତକ ଲୁକ୍; ଦିବାନା ହେଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ପ୍ରାୟ ସମୟରେ ତାଙ୍କର ଗ୍ଲାମରସ୍ ଲୁକ୍‌ରେ ଲୋକଙ୍କୁ ଦିବାନା କରିଦିଅନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍‌ ସୋସିଆଲ୍ ମିଡିଆକୁ ଆସିବା ମାତ୍ରେ ଭାଇରାଲ୍ ହୁଏ। ସେ ଇନଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ୍ ଲୁକ୍‌ରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।

anubhab
Anubhab Mohanty: ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଉନ୍ମୋଚିତ

ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ranveer
Ranveer Allahbadia: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ରଣବୀର, ତୁରନ୍ତ ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଦେଶବ୍ୟାପୀ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ଖାରଜ କରିବା ପାଇଁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ତୁରନ୍ତ ଶୁଣାଣି ପାଇଁ କୋର୍ଟ ମନା କରି ଦେଇଛନ୍ତି।

malaika arora look gorgeous in black outfit
Malaika Arora: ୫୧ ବର୍ଷରେ ବି ଯୁବକଙ୍କୁ ପାଗଳ କରିବାରେ ମାହିର ମଲାଇକା

ବଲିଉଡ୍‌ର ଫିଟ୍‌ନେସ୍ ଏବଂ ଫ୍ୟାଶନ୍ କ୍ୱିନ୍ ମଲାଇକା ଅରୋରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଯଦିଓ ଅଭିନେତ୍ରୀ ଆଜିକାଲି କୌଣସି ଫିଲ୍ମରେ ନଜର ଆସନ୍ତି ନାହିଁ, ତଥାପି ସେ ଇନଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ୍ ଲୁକ୍‌ରେ ପ୍ରଶଂସକଙ୍କ ସମସ୍ତ ଦୃଷ୍ଟି ଆକର୍ଷଣ କରନ୍ତି।

କେମିତି ଥିଲା ରଣବୀରଙ୍କ ଯାତ୍ରା
Ranveer Allahbadia : ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିଲେ ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା...

ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍‌ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Who is sambhaji maharaj Maratha warrior role played by Vicky Kaushal
Vicky Kaushal: ଶମ୍ୱାଜୀ ମହାରାଜ କିଏ, ତାଙ୍କ ଉପରେ କାହିଁକି ହେଲା ଫିଲ୍ମ

ଫିଲ୍ମ 'ଛାଭା' ପ୍ରଥମ ଦିନରେ ୩୧ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିଛି। ଏହା ଶିବାଜୀ ସାୱନ୍ତଙ୍କ ଦ୍ୱାରା ଲିଖିତ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ। ଏଥିରେ ଭିକି କୌଶଲ ଶମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଛନ୍ତି। କିଏ ଏହି ଶମ୍ୱାଜୀ ମହାରାଜ ଆସନ୍ତୁ ଜାଣିବା।

Sukesh Letter to Jacqueline
Conman Sukesh: ଜେଲରୁ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିଫ୍ଟ, ଦୁହିଁଙ୍କ ସମ୍ପର୍କ ନେଇ ଏମିତି ଲେଖିଲା ସୁକେଶ

ଭାଲେଣ୍ଟାଇନ ଡେ'ରେ ଜେଲରେ ଥାଇ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିପ୍ଟ କଲା ଠକ ସୁକେଶ ଚନ୍ଦ୍ରଶେଖର । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲେଖିଦେଲା ଏମିତି କଥା

Pragya Jaiswal shared latest pics in indo western outfit
Pragya Jaiswal: ଇଣ୍ଡୋ-ୱେଷ୍ଟର୍ଣ୍ଣ୍ ଆଉଟ୍‌ଫିଟ୍‌ରେ ଚମକିଲେ ପ୍ରଜ୍ଞା ଜୈସ୍‌ୱାଲ୍; ଲୋକେ କହିଲେ…

ବଲିଉଡ୍‌ ଅଭିନେତ୍ରୀ ପ୍ରଜ୍ଞା ଜୈସ୍‌ୱାଲ୍ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଦମଦାର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ପାଗଳ କରିଥା’ନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ପ୍ରଶଂସକମାନେ ଲାଇକ୍ କମେଣ୍ଟରେ ପୋତି ପକାନ୍ତି।

Shweta Tiwari look gorgeous in latest co-ord set see her stunning pics
Shweta Tiwari: ଶ୍ୱେତା ତିୱାରୀଙ୍କ ଜଲ୍‌ୱା; ୪୫ ବର୍ଷରେ ବି ଚେହେରାର ଚମକ ଯାଇନି

ଟିଭି ଏବଂ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଦମଦାର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ପାଗଳ କରିଥା’ନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଏକ ଚହଳ ପକାଇ ଦିଏ ଆଉ ଯୁବପିଢିଙ୍କ ନିଦ ହଜେଇଦିଏ।

The love stories of these stars were written on the sets of films
Valentines Day: ଫିଲ୍ମ ସେଟ୍‌ରୁ ଲେଖା ଏହି ତାରକାଙ୍କ ପ୍ରେମ କାହାଣୀ; କିଏ ସଫଳ, କିଏ ବିଫଳ

ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।

monalisa in 7 star hotel restaurant in Indian look
Mahakumbh Monalisa: ୭ ଷ୍ଟାର୍ ହୋଟେଲରେ ଭାରତୀୟ ଲୁକ୍‌ରେ ଭାଇରାଲ୍ ଗାର୍ଲ ମୋନାଲିସା

ବଦଳି ଯାଇଛି ମାଳା ବିକାଳି ମୋନାଲିସାଙ୍କ ଭାଗ୍ୟ। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍‌ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।

Samay Raina Row
Samay Raina Row: ସମୟ ରୈନାଙ୍କ ଶୋ'ରେ ଦର୍ଶକ ସାଜିବ ପୋଲିସ୍

ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ରେ ଦର୍ଶକ ସାଜି ଶୋ' ଦେଖିବ ପୋଲିସ । ଅଶ୍ଳୀଳ ଜୋକସ୍ କରାଯାଇଛି କି ନାହିଁ ଯାଞ୍ଚ କରିବ ।

Another Koraputia Song Goes Viral Overseas
ଆଶୋକ କପୁର ଗାଇଲା ଗାନା, ଭିଏତନାମରେ ଉଡ଼ିଲା ବାନା

2011 ମସିହାରେ ଏ ଗୀତକୁ ଗାଇଥିଲେ କୋରାପୁଟର କଣ୍ଠଶିଳ୍ପୀ ଅଶୋକ କପୁର। ସେତେବେଳେ ଗୀତ ଖୁବ୍ ହିଟ୍ ହୋଇଥିଲା। ବର୍ତ୍ତମାନ ବିଦେଶୀ ଯୁବକଯୁବତୀ ଏଥିରେ ଡାନ୍ସ ପ୍ରାକ୍ଟିସ୍ କରୁଛନ୍ତି ।

  • Friday, 14 February 2025
chhava
Chhava Opening Day: ଭାଲେଣ୍ଟାଇନ୍ସ ଡେରେ ରିଲିଜ ହେବ ଛାବା, ଭିକିଙ୍କ କ୍ୟାରିୟରର ହାଇଏଷ୍ଟ ଓପନିଙ୍ଗ ଆଶା

ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ ହେବ ବଲିଉଡ ଫିଲ୍ମ ଛାବା। ଏହି ଫିଲ୍ମଟି ଭିକି କୌଶଲଙ୍କ କ୍ୟାରିୟରର ଶ୍ରେଷ୍ଠ ଓପନିଙ୍ଗ ଡେ ପ୍ରଦାନ କରିବା ନେଇ ଆଶା କରାଯାଉଛି। ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ।

Ranveer Allahbadia Row
Ranveer Allahbadia: କେତେ ସମ୍ପତ୍ତିର ମାଲିକ ରଣବୀର ଆହ୍ଲାବାଦିଆ ? ଜାଣିଲେ ଉଡ଼ିଯିବ ହୋସ୍

ବିବାଦ ଘେରରେ ଛନ୍ଦି ହୋଇଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ ୟୁଟ୍ୟୁବରୁ ମାସିକ କେତେ ଟଙ୍କା କମାଉଛନ୍ତି

mamta kulkarni
Mamta Kulkarni: ମହାମଣ୍ଡଳେଶ୍ୱର ବିବାଦ; ମୁଣ୍ଡ ନୁଆଁଇଲେ ମମତା କୁଲକର୍ଣ୍ଣୀ, ପଦରୁ ଦେଲେ ଇସ୍ତଫା

ସୋସିଆଲ ମିଡ଼ିଆରେ ମମତା କୁଲକର୍ଣ୍ଣୀ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମହାମଣ୍ଡଳେଶ୍ୱର ହେବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ ସେହି ଲୋକଙ୍କ ବିଷୟରେ ସେ କିଛି କହିବେ ନାହିଁ। ଦୀର୍ଘ ୨୫ ବର୍ଷ ହେବ ସେ ସାଧ୍ୱୀ ହୋଇଥିଲେ। ଏବେ ସେମିତି ସାଧ୍ୱୀ ହୋଇ ରହିବେ।

India's Got Latent show controversy
Samay Raina: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଅଶ୍ଳୀଳ କମେଣ୍ଟ ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କମେଡିଆନ ସମୟ ରୈନା । ନିଜର ବିବାଦୀୟ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ଡିଲିଟ୍ କଲେ ।

Mamata Kulkarni
ଯେମିତି ଆସିଲେ, ସେମିତି ଗଲେ !

ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କରିଥିବା ଘୋଷଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧ୍ୱୀ ହୋଇ ବଞ୍ଚିବା ସଂକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ଅନେକ…

  • Wednesday, 12 February 2025
Glory Fest 2025
Glory Fest 2025: ସାଂସ୍କୃତିକ ମହୋତ୍ସବ ଗ୍ଲୋରୀ ଫେଷ୍ଟକୁ ମିଳୁନି ସରକାରୀ ପ୍ରୋତ୍ସାହନ

ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।

Aashram season 3 part 2 release timeline set for februrary
Aashram: ଘୋଷଣା ହେଲା ‘ଆଶ୍ରମ’ର ସିଜନ୍ ୩ର ପାର୍ଟ ୨; ପୁଣି ଥରେ ବବିଙ୍କ ନିରାଲା ବାଲା ଷ୍ଟାଇଲ୍

‘ଆଶ୍ରମ ୩’ ର ପାର୍ଟ ୨ର ଟିଜରରେ ବବି ଦେଓଲଙ୍କ ବାବା ନିରାଲା ବାଲା ଷ୍ଟାଇଲ୍ ପୁଣି ଥରେ ଦେଖିବାକୁ ମିଳିବ, ଯାହା ଅତ୍ୟନ୍ତ ଭୟଙ୍କର ହେବ। ତେବେ ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ‘ଆଶ୍ରମ ୩’ ର ପାର୍ଟ ୨ ରେ ପମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Actress monalisa look gorgeous in latest stunning pics
Monalisa: ପୁଣି ସୋସିଆଲ୍ ମିଡିଆର ତାପମାତ୍ରା ବଢାଇଲେ ଭୋଜପୁରୀ ରାଣୀ ମୋନାଲିସା

ଭୋଜପୁରୀ ରାଣୀ ମୋନାଲିସା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଟ୍ ଓ ବୋଲ୍ଡ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ଇଣ୍ଟର୍‌ନେଟ୍‌ରେ ପୋଷ୍ଟ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ବୋଲ୍ଡ ଲୁକ୍ ଛାଇଯାଏ। ଅନେକ ଲୋକ ତାଙ୍କ ଫଟୋକୁ ମୋବାଇଲ୍‌ରେ ସେଭ୍‌ କରି ରଖନ୍ତି।

rumoured girlfriend unfollowed youtuber
Ranveer Allahbadia: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

ରଣବୀର ଆହ୍ଲାବାଦିଆ ତାଙ୍କ ଗର୍ଲଫ୍ରେଣ୍ଡ ନିକ୍କୀ ଶର୍ମାଙ୍କ ସହ ସମ୍ପର୍କ ଭାଙ୍ଗିଯାଇଛି। ଯଦିଓ ଦୁହେଁ ନିଜ ସମ୍ପର୍କକୁ କେବେ ନିଶ୍ଚିତ କରିନାହାଁନ୍ତି, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଏହି ଯୋଡି ଦୀର୍ଘ ଦିନ ଧରି ଡେଟିଂ କରୁଥିଲେ।

Rakul preet singh shared latest look in stylish bodycon gown
Rakul Preet Singh: କମଳା ରଙ୍ଗର ବଡିକନ୍‌ରେ ପ୍ରଶଂସକଙ୍କ ମନ ଚୋରି କଲେ ରକୁଲ୍ ପ୍ରୀତ୍ ସିଂହ

ବଲିଉଡ୍‌ ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ସବୁବେଳେ ନିଜର ବୋଲ୍ଡ ଫଟୋ ସହିତ ଇଣ୍ଟର୍‌ନେଟ୍‌ରେ ଚହଳ ସୃଷ୍ଟି କରନ୍ତି। ତାଙ୍କର ଗ୍ଲାମରସ୍ ଲୁକ୍ ଇଣ୍ଟରନେଟକୁ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

Mahakumbh Monalisa start learning reading and writing
Mahakumbh Monalisa: ମୋନାଲିସା ଧରିଲେ ସିଲଟ୍-ଖଡି ଆଉ ଶିଖିଲେ ଅ-ଆ; ଜାଣନ୍ତୁ କିଏ ସାଜିଲେ ଗୁରୁ

ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…