/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738925991.jpg)
Bhumi pednekar shared latest look in ethnic look
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738925991.jpg)
1/6
ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଦମଦାର ଲୁକ୍ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926029.jpg)
2/6
ଭୂମି ପେଡନେକରଙ୍କ ଏହି ଫଟୋଗୁଡିକରେ ଆପଣ ଦେଖିପାରିବେ ଯେ ସେ ବହୁତ ସୁନ୍ଦର ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଯେଉଁଥିରେ ସେ ଏକ ଚମତ୍କାର ଷ୍ଟାଇଲ୍ରେ ପୋଜ୍ ଦେଉଥିବା ଦେଖାଯାଉଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926057.jpg)
3/6
ଅଭିନେତ୍ରୀ ଆକର୍ଷଣୀୟ ଅଳଙ୍କାର, କାନଫୁଲ ପିନ୍ଧିଛନ୍ତି ଆଉ ଚୁଟିକୁ ପଛ ପଟେ ଠେକା କରି ବାନ୍ଧିବା ସହିତ ହାଲୁକା ମେକ୍ଅପ୍ ନେଇଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926090.jpg)
4/6
ଯେତେବେଳେ ବି ଅଭିନେତ୍ରୀ ତାଙ୍କ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ପସନ୍ଦ କରନ୍ତି ଆଉ ପ୍ରେମରେ ଭିଜେଇ ଦିଅନ୍ତି। ଏହି ଫଟୋଗୁଡ଼ିକରେ ମଧ୍ୟ ଭଲ ପାଇବାର ବର୍ଷା ହୋଇଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926123.jpg)
5/6
ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ମତ ଦେଇ ଜଣେ ଲେଖିଛନ୍ତି – ଠୁ ମଚ୍ ହଟ୍। ଆଉ ଜଣେ ଲେଖିଛନ୍ତି - ତୁମେ ବହୁତ ସୁନ୍ଦର, ଏହାର ରହସ୍ୟ କ’ଣ?
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926197.jpg)
6/6
ଭୂମିଙ୍କର ଏହି ଫଟୋ ଯିଏ ଦେଖୁଛି ସିଏ ପସନ୍ଦ କରୁଛି। ତାଙ୍କ ଇନ୍ଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)