ଓଡ଼ିଆ ସିନେମା ଜଗତରେ ଏକ ମାଇଲଖୁଣ୍ଟ ଥିଲେ ଉତ୍ତମ ମହାନ୍ତି। କେତେବେଳେ ଦର୍ଶକଙ୍କ ପାଇଁ ଦଣ୍ଡାବାଳୁଙ୍ଗା ସାଜିଥିଲେ ତ ପୁଣି କେତେବେଳେ ଅନେକ ଚଳଚ୍ଚିତ୍ରରେ ସାଧାରଣ ରାଜୁ ନାଁଟିଏକୁ ନେଇ ସେ ଘରେ ଘରେ ପରିଚିତ। ଏବେ ସିଏ ଅସୁସ୍ଥ। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।