କୈଳାଶ ଖେର ଏବେ ଗୋଟିଏ ଘଣ୍ଟାର ଲାଇଫ ପରଫର୍ମାନ୍ସ ପାଇଁ ଲକ୍ଷାଧିକ ଟଙ୍କା ନେଉଛନ୍ତି । ସମୟ ଏଭଳି ବି ଥିଲା ସେ କାମ ପାଇଁ ବାର ଦୁଆର ବୁଲିଛନ୍ତି । ପାଖରେ ରହିବା ପାଇଁ ଘର ନଥିଲା । ଏମିତି ସ୍ଥିତିରେ ନିଜର ପରିଚୟ ତିଆରି କରିବା ସହଜ ନଥିଲା ।
ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…