• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhumi Pednekar

Bhumi Pednekar expressed his displeasure over fees in the film industry
Bhumi Pednekar: ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିସ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭୂମି ପେଡନେକର

ଫିଲ୍ମ ଇଣ୍ଡଷ୍ଟ୍ରିରେ ପେ ପ୍ୟାରିଟିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ହୁମା କୁରେଶି, କଙ୍ଗନା ରାଣାୱତ, ଦୀପିକା ପାଦୁକୋନଙ୍କ ସମେତ ଅନେକ ଅଭିନେତ୍ରୀ ଅନେକ ସମୟରେ କହିଛନ୍ତି ଯେ ସେମାନେ ହିରୋଙ୍କ ତୁଳନାରେ ବହୁତ କମ୍ ଟଙ୍କା ପାଆନ୍ତି। ଭୂମି ପେଡନେକର ଏକଥା ପୂର୍ବରୁ କହିଥିଲେ ମଧ୍ୟ ବର୍ତ୍ତମାନ ଏହି ପ୍ରସଙ୍ଗକୁ ପୁଣି ଉଠାଇଛନ୍ତି।

Bhumi pednekar shared latest look in ethnic look
Bhumi Pednekar: ପାରମ୍ପରିକ ପୋଷାକରେ ମନମୋହିଲେ ଭୂମି ପେଡନେକର

ବି-ଟାଉନର ସୁନ୍ଦର ତଥା ଗ୍ଲାମରସ୍ ଅଭିନେତ୍ରୀ ଭୂମି ପେଡନେକର ପ୍ରତିଦିନ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ନିଜ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟ୍‌କୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।

Actress bhumi pednekar look gorgeous in lehenga see her sizzling photos
Bhumi Pednekar: ବାଇଗଣୀ ରଙ୍ଗର ଏଥ୍‌ନିକ୍‌ ଡ୍ରେସ୍‌ରେ ମନ ମୋହିଲେ ଭୂମି ପେଡନେକର

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ସବୁବେଳେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବୋଲ୍ଡ ଲୁକ୍‌ର ଫଟୋ ଶେୟାର କରନ୍ତି। ଯେତେବେଳେ ବି ସେ ଇନଷ୍ଟାଗ୍ରାମରେ ଆସନ୍ତି, ତା’ଙ୍କ ଘାତକ ଲୁକ ଅନେକ ସମୟରେ ହଇଚଇ ସୃଷ୍ଟି କରିଥାଏ। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।

Bhumi pednekar brutally trolled for her naagincore look
ଭୂମିଙ୍କ ଛାତିରେ ସାପଗୁଡ଼ା ପୋଷାକ ଦେଖି ଲୋକେ ଖପା; କହିଲେ…

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ତାଙ୍କ କାମ ଅପେକ୍ଷା ତାଙ୍କ ପୋଷାକକୁ ନେଇ ସବୁବେଳେ ଅଧିକ ହେଡ୍‌ଲାଇନ୍‌ ସୃଷ୍ଟି କରନ୍ତି। ତାଙ୍କର ଅସାଧାରଣ ପୋଷାକ ପ୍ରାୟତଃ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ‘GQ ଶ୍ରେଷ୍ଠ ପୋଷାକ ପୁରସ୍କାର’ରେ ତାଙ୍କର ଏଥେନିକ୍ ପୋଷାକ ଏତେ ପ୍ରଭାବଶାଳୀ ଥିଲା ଯେ ଲୋକମାନେ ସୋସିଆଲ ମିଡିଆରେ ଏହା ଉପରେ ମତ ଦେଇ ତାଙ୍କୁ ଗାଳିଦେବା ଦେବା ଆରମ୍ଭ କରିଦେଇଛନ୍ତି।

bhumi pednekar got brutally trolled for wearing blue outfit
କାର୍ପେଟ୍‌କୁ ସ୍କର୍ଟ୍ କରି ପିନ୍ଧିଦେଲେ କି ଭୂମି ପେଡନେକର; ଲୋକେ କହିଲେ…

ଅଭିନେତ୍ରୀ ଭୂମି ପେଡନେକର ତାଙ୍କ ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଭୂମିଙ୍କ ଗ୍ଲାମରସ୍ ଏବଂ ବୋଲ୍ଡ ଲୁକ୍ ଲୋକଙ୍କୁ ମୋହରେ ପକେଇଦିଏ। ନିକଟରେ ସେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ଏକ ଭିନ୍ନ ଫ୍ୟାଶନ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା।