• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Celebrities who got married and separated this year
୨୦୨୧ରେ କିଏ ମିଶିଲେ, କିଏ ଛାଡିଲେ

ଚଳିତ ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। କିଏ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ପୁଣି କିଏ ବିଚ୍ଛେଦ ହୋଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।

Must watch these 3 south movies
୨୦୨୧କୁ ବିଦାୟ ଦେବା ପୂର୍ବରୁ ନିଶ୍ଚିତ ଦେଖନ୍ତୁ ଏହି ୩ ଫିଲ୍ମ

ଆଉ କେଇଟା ଦିନ ପରେ ସରିଯିବ ୨୦୨୧। କରୋନାର ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ଭାରତୀୟ ସିନେ ଦୁନିଆ ଦର୍ଶକଙ୍କୁ ଦେଇଛି ଅନେକ୍ ହିଟ୍ ଫିଲ୍ମ। ତେବେ ଚଳିତ ବର୍ଷକୁ ବିଦାୟ ଦେବା ପୂର୍ବରୁ ଏହି ୩ ଫିଲ୍ମକୁ ଦେଖିନେବା ଜରୁରୀ।

Upcoming films waithing to release
ନୂଆବର୍ଷରେ କେଉଁ ଦିନ କେଉଁ ଫିଲ୍ମ

ସିନେପ୍ରେମୀଙ୍କୁ ମନୋରଂଜନ କରିବ ନୂଆବର୍ଷ। ବଡ ପରଦାରେ ରିଲିଜ୍ ହେବ ଆଗଧାଡିର ତାରକାଙ୍କୁ ନେଇ ଅନେକ ବଡ ଫିଲ୍ମ। ତେବେ ଜାଣି ରଖନ୍ତୁ କେଉଁ ତାରିଖରେ ରିଲିଜ୍ ହେବ କେଉଁ ଫିଲ୍ମ।

Pooja Bhatt was nervous to kiss Sanjay Dutta
ସଂଜୟଙ୍କୁ ଚୁମ୍ୱନ ଦେବାକୁ ଡରୁଥିଲେ ପୂଜା; ବାପା ବୁଝେଇଲେ

ଫିଲ୍ମ ଥିଲା ‘ସଡକ୍’। ଦୃଶ୍ୟ ଥିଲା ଚୁମ୍ବନ। ପୂଜା ଭଟ୍ଟ ଡରୁଥିଲେ ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ। ବାପା ମହେଶ ଭଟ୍ଟ ଦେଲେ ଏମିତି ଉପଦେଶ ବଦଳିଗଲା ପୂଜାଙ୍କ ମନ। ତେବେ ସେ ଉପଦେଶ କ’ଣ ଥିଲା ଜାଣିବାକୁ ପଢନ୍ତୁ…

Modern day cavewoman hunt roadside animals
ଶିକ୍ଷକ, କିନ୍ତୁ ବଣରେ ରୁହନ୍ତି, ପଶୁ ଶିକାର କରି ଖାଆନ୍ତି

ସେ ହେଉଛନ୍ତି ଆଧୁନିକ ଯୁଗର ଆଦିମମଣିଷ। ଶିକ୍ଷକତା କରନ୍ତି ସତ କିନ୍ତୁ ବଣରେ ରୁହନ୍ତି ଆଉ ପଶୁପକ୍ଷୀ ଶିକାର କରିଖାଆନ୍ତି। ଖାଲି ଏତିକି ନୁହେଁ ଚମଡାରେ ତିଆରି କରନ୍ତି ପୋଷାକ ଆଉ ହାଡରେ ହାତ ହତିଆର।

Rickshaw man taught Anupam Kher recitation of Bhagwat Geeta
ଅଟୋବାଲା ଠାରୁ କିଛି ଶିଖିଲେ ଅନୁପମ ଖେର୍‌

ଅନୁପମ ଖେର୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ଏମିତି ସବୁ ପୋଷ୍ଟ୍ କରନ୍ତି ଯାହା ସମସ୍ତଙ୍କ ମନ କିଣିଥାଏ। ବର୍ତ୍ତମାନ ସେ ଜଣେ ଆଟୋବାଲାକୁ ନେଇ ଏମିତି ଏକ ଭିଡିଓ ଶେୟାର କରିଛନି ଯାହା ବେଶ ଭାଇରାଲ୍ ହେବାରେ ଲାଗିଛି।

Pushpa box office collection day-2
ପୁଷ୍ପା : ଦୁଇ ଦିନରେ ୧୦୦ କୋଟି ରୋଜଗାର

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ପ୍ରେକ୍ଷାଳୟରେ କମାଲ କରୁଛି। ରିଲିଜ୍ ହେବାର ମାତ୍ର ଦୁଇ ଦିନରେ ଏହା ୧୦୦ କୋଟି ରୋଜଗାର କରିସାରିଲାଣି।

pawandeep and arunita
ଅରୁଣିତାଙ୍କୁ ବିବାହ କଲେ କି ପୱନଦୀପ ? ଏହି ଫଟୋ ହେଉଛି ଭାଇରାଲ୍‌

ବାହା ହୋଇଗଲେ କି ପଓ୍ଵନଦୀପ ଓ ଅରୁଣିତା! ଇଣ୍ଡିଆନ୍‌ ଆଇଡଲ ୧୨ର ସବୁଠୁ ଚର୍ଚ୍ଚିତ ଯୋଡ଼ି ପଓ୍ଵନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ବାହାଘର ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Chorani
ହେଉ ହେଉ କଣ ହୋଇଯାଉଛି? ଚୋରଣୀ କଣ କରୁଛି?

ଚର୍ଚ୍ଚାରେ ଫିଲ୍ମ “ଚୋରଣୀ” । କିନ୍ତୁ ସ୍ମୃତିମୟୀ ହେଉ ହେଉ ହୋଇଯାଉଛିର ଖୋଲିଦେଲେ ଗୁମର.....

vicky and katrina
ଭିକ୍ଟ୍ରିନାଙ୍କ ଗ୍ରାଣ୍ଡ ରିସେପସନ୍‌, କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଏଣ୍ଟ୍ରୀ ନାହିଁ

ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା । କିନ୍ତୁ ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

Allu Arjun And Rashmika Mandanna\'s Film Pushpa Released
ବଡ଼ ପରଦାରେ ରିଲିଜ୍‌ ହେଲା ଫିଲ୍ମ ‘ପୁଷ୍ପା’

ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହୋଇଛି ଷ୍ଟାଇଲିଶ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ସ୍ମଗଲିଂକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଫ୍ୟାନ୍। ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ୍‌ ହୋଇଥିବାରୁ ଏନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହିତ ବଢ଼ିଛି।

Film Pushpa
ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହେଲା ଫିଲ୍ମ ‘ପୁଷ୍ପା’

ସୁପର ଷ୍ଟାଇଲ୍, ସାନଦାର ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହୋଇଛି ଷ୍ଟାଇଲିଶ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ଚୋରି ଓ ଏହା ପଛରେ ଥିବା ସ୍ମଗଲରଙ୍କ କ୍ରାଇମ୍‌କୁ ନେଇ ଫିଲ୍ମ ‘ପୁଷ୍ପା’ର କାହାଣୀ ଆଧାରିତ।

Most anticipated Indiana films of 2022
୨୦୨୨ର ଟପ୍ ଟେନ୍‌ରେ ରହିବ ଏହି ୧୦ ଫିଲ୍ମ

୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।

International beauty pageant winners of India
ସାରା ଦୁନିଆକୁ ଚମକେଇଥିବା ୧୦ ଭାରତୀୟ ସୁନ୍ଦରୀ

ମିସ୍ ୟୁନିଭର୍ସ ଟାଇଟଲ ହାତେଇବାରେ ୩ୟ ଭାରତୀୟ ଭାବେ ହରନାଜ୍ ସାନ୍ଧୁ ଏବେ ଖୁବ୍ ଚର୍ଚ୍ଚାରେ। ଆଜିଯାଏ ଆନ୍ତର୍ଜାତୀୟ ସୁନ୍ଦରୀ କ୍ଷେତ୍ରରେ ୧୦ଜଣ ଭାରତୀୟ ଭାରତର ନାମକୁ ଚମକେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।

Krish in Kabhi Khushi Kabhie Gham, today he has become a Macho Man
'କଭି ଖୁସି କଭି ଗମ୍‌' କ୍ୟୁଟ୍‌ବୟ କ୍ରିଶ୍ ଏବେ ମାଚୋମ୍ୟାନ୍‌

ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ 'କଭି ଖୁସି କଭି ଗମ୍‌'କୁ ୨୦ ବର୍ଷ ପୂରିଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ମନେପକେଇଛନ୍ତି ଏହି ଫିଲ୍ମର ଶାହରୁଖ ଓ କାଜୋଲଙ୍କ ପୁଅ ଭୂମିକାରେ ଥିବା କ୍ରିଶ୍।

Film ‘Attack’ teaser out
ଦମଦାର ଆକ୍ସନ ନେଇ ଆସୁଛି 'ଆଟାକ୍'

ଜନ୍ ଆବ୍ରାହମ୍‌ ଅଭିନୀତ ଫିଲ୍ମ 'ଆଟାକ୍'ର ଟିଜର୍ ରିଲିଜ୍ ହୋଇଯାଇଛି। ଫିଲ୍ମର ଏହି ଝଲକ କହୁଛି ଫିଲ୍ମ କେତେ ଜବରଦସ୍ତ ହୋଇଥିବ।

Ankita Lokhande Wedding
ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଓ ଭିକି

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍ । ଦୀର୍ଘ ଦିନ ପରେ ହାତକୁ ଦି ହାତ ହେଲେ ଅଙ୍କିତା । ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ନେଇଛନ୍ତି ସାତ ଫେରା । ତେବେ ଏହି କପଲଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Ina Mina Dika
ସୁନୀତା କେମିତି ବନିଲେ ସୁମନ? ଦେଖନ୍ତୁ ଏହି ଭିଡ଼ିଓ...

ରିମଝିମ୍‌ ଆଖି ଗୀତରେ ଧମାକା ଦାର୍‌ ନାଚିଲେ ସୁମନ୍‌। କହିଲେ, ମୋ ଦୁନିଆ “ମୋ ଛୁଆ”….ଆଉ ଫାଷ୍ଟ ଫୋନ୍‌ କଲରେ ଜାଣନ୍ତୁ କଣ ଘଟିଥିଲା ସୁମନଙ୍କ ସହ...

Tarini Akhira Tara
ରିଲ୍‌ ଲାଇଫ୍‌ରେ ଦୁଇ ଭାଇଙ୍କ ପାଖରେ ଦୁଇ ହିରୋଇନ୍‌ : କେମିତି ଜମୁଛି ସେଟ୍‌?

ଦୁଇ ଭାଇଙ୍କୁ ରିଲ୍‌ରେ ଦୁଇ ହିରୋ...ପୁଣି ସାଙ୍ଗରେ ଅଛନ୍ତି ଦୁଇ ହିରୋଇନ୍‌: କାମ କରୁ କରୁ ସବୁ ସେଟ୍‌ଅପ୍‌ ହୋଇଯାଉଛି....କନଫ୍ୟୁଜ୍‌ ଅଛି ପୂରା କ୍ୟାରେକ୍ଟର...ଜାଣନ୍ତୁ ଦୁଇ ଭାଇଙ୍କର ପ୍ରକୃତରେ କେମିତି ଅଛି ସମ୍ପର୍କ?

Kareena Kapoor COVID Positive
କରୋନା ବାଂଟିଲେ କରୀନା, ବିଏମ୍‌ସି ସିଲ୍‌ କରିଦେଲା ଘର...ଆଉ ଚା’ପରେ....

କରୋନା ବାଣ୍ଟିଦେଲେ କି କରୀନା? ନିୟମ ଉଲଙ୍ଘନ କରି ବିଭିନ୍ନ ପାର୍ଟିରେ ହୋଇଥିଲେ ସାମିଲ୍‌! ପୂରା ଘରକୁ ସିଲ୍‌ କରିଦେଲା BMC। ଚିନ୍ତାରେ ଅନେକ ସେଲିବ୍ରିଟି

ankita lokhonde engagement
ନିର୍ବନ୍ଧରେ ବାଜିଲା ଏକ୍ସ ବୟଫ୍ରେଣ୍ଡ ସୁଶାନ୍ତଙ୍କ ଗୀତ, ଭିକି ଜୈନଙ୍କୁ ମୁଦି ପିନ୍ଧାଇଲେ ଅଙ୍କିତା

ଭାଇରାଲ ହେଉଛି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍‌ଙ୍କ ନିର୍ବନ୍ଧର ଭିଡିଓ । ନିକଟରେ ଦୁଇ ଜଣଙ୍କର ପ୍ରି-ୱେଡିଙ୍ଗ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅଙ୍କିତା ଓ ବିକିଙ୍କ ନିର୍ବନ୍ଧ ସରି ଯାଇଥିବା ବେଳେ ଉଭୟ ବହୁତ ରୋମାଣ୍ଟିକ ମୁଡ୍‌ରେ ନଜର ଆସିଛନ୍ତି।

Sonakshi Sinha and Huma Qureshi become Double XL
ଡବଲ୍ ଏକ୍ସଏଲ୍ ହୋଇଗଲେ ସୋନାକ୍ଷୀ ସିହ୍ନା ଓ ହୁମା କୁରେଶୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ହୁମା କୁରେଶୀ ଓ ସୋନାକ୍ଷୀ ସିହ୍ନା ଏବେ ନିଜ ଶରୀରକୁ ପୃଥୂଳ କରିଛନ୍ତି। ତେବେ ଏହା ପଛର କାରଣ କ’ଣ ଜାଣିବା ପାଇଁ ଏହି ରିପୋର୍ଟ ଦେଖନ୍ତୁ।

Malaika Aroras latest post on social media
ବିଭିନ୍ନ ଭୂମିକାରେ ଲୋକଙ୍କ ହୋସ୍ ଉଡେଇଲେ ମଲାଇକା

ମଲାଇକା ସବୁବେଳେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କ ମନ କିଣୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ତାଙ୍କର ଯାଦୁ ଦେଖେଇଛନ୍ତି। ଏବେ ସୋସିଆଲ୍ ମିଡିଆରେ ମଲାଇକା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି ତାହା ପ୍ରଶଂସକଙ୍କ ହୋସ୍ ଉଡେଇବାରେ ଲାଗିଛି।

Chorani
ଜଗଜିତ୍-ଶୀତଲଙ୍କ ଲଭ୍ ଷ୍ଟୋରୀ, ହୃଦୟରୁ ହୃଦୟକୁ...

ଦୁଇ ପ୍ରେମପକ୍ଷୀଙ୍କର ମନ ମିଶିଛି ଚୋରଣୀରେ । ପରସ୍ପରକୁ ଅତିରୁ ଅତି ଭଲ ପାଉଛନ୍ତି । ଏଇ ଭଲ ପାଇବାକୁ ଗୀତରେ ତୋଳି ଧରିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଓ ସ୍ୱୟଂ ପାଢୀ । ଗୀତଟି ଏତେ ହୃଦୟସ୍ପର୍ଶୀ ହୋଇଛି ଯେ, ସମସ୍ତଙ୍କ ମନକୁ ଛୁଇଁବ ।

Miss Universe 2021
ଚମକିଲେ ଭାରତୀୟ ତରୁଣୀ, ହରନାଜ୍ କୌର ମିସ୍ ୟୁନିଭର୍ସ

ବିଶ୍ୱ ସୌନ୍ଦଯର୍ୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ତରୁଣୀ। ହରନାଜ୍ କୌରଙ୍କୁ ମିସ୍ ୟୁନିଭର୍ସ ଟାଇଟଲ୍ । ଇସ୍ରାଏଲରେ ଅନୁଷ୍ଠିତ ପାଜେଣ୍ଟରେ ପଛରେ ପଡ଼ିଲେ ୭୯ ପ୍ରତିଯୋଗୀ