• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rakshabandhan 2022

5 bollywood movies based on brother-sister relationship
ଭାଇ-ଭଉଣୀର ନିଆରା କାହାଣୀ କୁହେ ଏହି ୫ ଫିଲ୍ମ

ଯେଉଁ ସମ୍ପର୍କରେ ରହିଛି ଝଗଡା, ପରସ୍ପରକୁ ହଇରାଲ୍ ଆଉ ଭଲ ପାଇବା ତାହା ହଉଛି ଭାଇ-ଭଉଣୀ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ଆସନ୍ତୁ ଏହି ୫ ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀର କାହାଣୀ।

Man uses dating app tinder to find sister
ଡେଟିଂ ଆପ୍‌ରୁ ପାଇଗଲେ ୨ ଭଉଣୀ; ଖୁସି କହିଲେ ନ ସରେ

ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍‌ ଖୋଜନ୍ତି ସେହି ଆପ୍‌ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍‌ଧାମ୍‌ରେ ପାଳିବେ ରାଖୀ ପୂର୍ଣ୍ଣିମା।

Rakhi according to zodiac sign
କେଉଁ ରାଶିର ଭାଇ ହାତରେ କେଉଁ ରଙ୍ଗର ରାଖୀ ବାନ୍ଧିବେ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ବାନ୍ଧିବା ଉଚିତ। ଏହା ସମ୍ପର୍କକୁ ମଜଭୁତ କରେ ଏବଂ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାଖୀ ବାନ୍ଧିବା ଉଚିତ ଜାଣିନେବା।

Shri krishna-draupadi story of rakhi
ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ରାଖୀ ବନ୍ଧନର କାହାଣୀ

ଭାରତରେ ରାଖି ବନ୍ଧନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହି ପରମ୍ପରା ପୌରାଣିକ ଯୁଗରୁ ରହି ଆସିଛି। ତେବେ ଆସନ୍ତୁ ମହାଭାରତରେ ଥିବା ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ଏକ କାହାଣୀ ଉପରେ ନଜର ପକେଇନେବା।

Rakshabandhan 2022: 50,000 rakhis to be sent to jawans guarding borders
ଯବାନଙ୍କ ପାଖକୁ ଯିବ ଭଉଣୀର ସ୍ନେହଭରା ରାକ୍ଷୀ

ଯବାନଙ୍କ ପାଖକୁ ଯିବ ଭଉଣୀର ସ୍ନେହଭରା ରାକ୍ଷୀ... ଦେଶ-ବିଦେଶରୁ ଆସିଥିବା ୫୦ ହଜାର ରାକ୍ଷୀ ଠୁଳ କଲା ଗୁଜରାଟ ବଦୋଦରାର ସଂସ୍ଥା....