ଯେଉଁ ସମ୍ପର୍କରେ ରହିଛି ଝଗଡା, ପରସ୍ପରକୁ ହଇରାଲ୍ ଆଉ ଭଲ ପାଇବା ତାହା ହଉଛି ଭାଇ-ଭଉଣୀ। ଏ ସଂପର୍କକୁ ଛାଡି ସିନେମା ଦୁନିଆ ତିଷ୍ଠିବ ବା କେମିତି। ଆସନ୍ତୁ ଏହି ୫ ଫିଲ୍ମ ଉପରେ ନଜର ପକେଇନେବା ଯେଉଁଥିରେ ଭରି ରହିଛି ଭାଇ-ଭଉଣୀର କାହାଣୀ।
ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍ ଖୋଜନ୍ତି ସେହି ଆପ୍ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍ଧାମ୍ରେ ପାଳିବେ ରାଖୀ ପୂର୍ଣ୍ଣିମା।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରକ୍ଷାବନ୍ଧନ ଦିନ ରାଶି ଅନୁସାରେ ଭାଇମାନଙ୍କ ହାତରେ ବାନ୍ଧିବା ଉଚିତ। ଏହା ସମ୍ପର୍କକୁ ମଜଭୁତ କରେ ଏବଂ ଭାଇକୁ ସମସ୍ତ ଅସୁବିଧାରୁ ରକ୍ଷା କରେ। ତେବେ ଆସନ୍ତୁ କେଉଁ ରାଶିରେ କେଉଁ ରଙ୍ଗର ରାଖୀ ବାନ୍ଧିବା ଉଚିତ ଜାଣିନେବା।
ଭାରତରେ ରାଖି ବନ୍ଧନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହି ପରମ୍ପରା ପୌରାଣିକ ଯୁଗରୁ ରହି ଆସିଛି। ତେବେ ଆସନ୍ତୁ ମହାଭାରତରେ ଥିବା ଶ୍ରୀକୃଷ୍ଣ-ଦ୍ରୌପଦୀଙ୍କ ସହ ଜଡିତ ଏକ କାହାଣୀ ଉପରେ ନଜର ପକେଇନେବା।
ଯବାନଙ୍କ ପାଖକୁ ଯିବ ଭଉଣୀର ସ୍ନେହଭରା ରାକ୍ଷୀ... ଦେଶ-ବିଦେଶରୁ ଆସିଥିବା ୫୦ ହଜାର ରାକ୍ଷୀ ଠୁଳ କଲା ଗୁଜରାଟ ବଦୋଦରାର ସଂସ୍ଥା....