ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି ।
‘ଲାଲ୍ ସିଂହ ଚଡ୍ଢା’କୁ ନେଇ ଆମୀରଙ୍କ ଫ୍ୟାନ ଉତ୍ସାହର ସହ ଚାହିଁ ବସିଛନ୍ତି। ଖୁବ୍ ଶୀଘ୍ର ଏହା ରିଲିଜ୍ ହେବ। ହେଲେ ଏହାକୁ ନେଇ ଆମୀର ଯେତିକି ଉତ୍ସାହିତ ଅଛନ୍ତି ସେତିକି ଭୟଭୀତ ମଧ୍ୟ। ହେଲେ କାହିଁକି…