ବ୍ଲାକ୍ ୱାଟରରେ ମିନେରାଲସ୍ ଥିବାରୁ ଏହାର ଚାହିଦା ବଢ଼ି ବଢ଼ି ଚାଲିଛି । ମଲାଇକା, ଉର୍ବଶୀ, କରନ ଜୋହର, ଗୌରୀ ଖାନ୍ ପିଉଛନ୍ତି ବ୍ଲାକ ୱାଟର ।
ସତରେ ପ୍ରେମ ଧିରେ ଧିରେ ହିଁ ହୁଏ। ଏ ପ୍ରେମକୁ ନେଇ କିଏ କେତେ ସ୍ୱପ୍ନ ଦେଖେ । ହେଲେ ଏ ପ୍ରେମରେ ଯେବେ ଇନ୍ଦ୍ରଧନୁର ରଙ୍ଗ ଲାଗେ ସେତେବେଳେ ସବୁ କିଛି ଲାଗେ ରଙ୍ଗୀନ୍ ରଙ୍ଗୀନ୍ ।
ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ବଲିଉଡ୍ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ନେଇ ରହିଛି ଅନେକ ରୋଚକ କଥା। ସେ ୪ଟି ବିବାହ କରିବା ସହିତ ଧର୍ମ ପରିବର୍ତ୍ତନ ଭଳି ଅନେକ ଅଜଣା କଥା ତାଙ୍କ ସହ ଜଡିତ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆଜି ବଲିଉଡର ପ୍ରସିଦ୍ଧ ଅଭିନେତା ଅଶୋକ କୁମାରଙ୍କ ଜନ୍ମଦିନ। ଏହି ନାଁରେ ପରିଚିତ ଥିବା ଅଶୋକଙ୍କ ପ୍ରକୃତ ନାଁ କିନ୍ତୁ ଥିଲା ଅଲଗା। ଆପଣ ଜାଣିଛନ୍ତି କି? ପଢନ୍ତୁ ଆଉ ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।
କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲାର ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର।
ଏବେ ସୁଦ୍ଧା ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି । ଭାରତୀୟ ଫିଲ୍ମ ଜଗତରେ ଏମିତି କୌଣସି ପୁରସ୍କାର ନାହିଁ ଯାହା ତାଙ୍କୁ ନମିଳିଛି ।
ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି। ଯାହା କିଛି ବି ବଞ୍ଚିଥିଲା ୨ବର୍ଷର କୋଭିଡ କଟକଣା ଭିତରେ ସବୁ ନଷ୍ଟ ହୋଇ ଯାଇଛି। କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି ଏକଥା ସତ। ସ୍ଥିତି ଶେଷରେ ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ହଲ୍ ମିଳୁନି।
ଅମିତାଭ ଏମିତି ଜଣେ ଅଭିନେତା ଯାହାଙ୍କୁ ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଦେବତା ପରି ମାନନ୍ତି। ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି କରିଛନ୍ତି। ଖାଲି ଦେଶ ନୁହେଁ, ବିଦେଶରେ ବି ବେଶ ପପୁଲାର ଅମିତାଭ। ଏତେ ସମ୍ମାନ, ଭଲ ପାଇବା ପାଇ ବି ଅମିତାଭ କେତେ ସରଳ ତାହା ତାଙ୍କ ଜନ୍ମଦିନରେ ପ୍ରମାଣିତ ହୋଇଛି।
ଆଜି ବିଗ୍ ବି ଅମିତାଭଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।
୧୫ ଫିଲ୍ମ ଫ୍ଲପ୍ ହେବା ପରେ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ ବିଗ୍ ବି। ପ୍ରଥମ ଅଭିନେତା ଭାବରେ ଅଭିନୟ ପାଇଁ ପାଇଥିଲେ ୧ କୋଟି ଟଙ୍କା। ଫିଲ୍ମର ସୁଟିଂ ପାଇଁ ଆଫଗାନିସ୍ତାନ ସରକାର ଅମିତାଭ୍ଙ୍କୁ ଦେଇଥିଲେ ଏୟାରଫୋର୍ସର ସୁରକ୍ଷା। ବିଗ୍-ବିଙ୍କ ସମ୍ପର୍କରେ ଜାଣନ୍ତୁ ଏମିତି ଅନେକ ଅଜଣା କଥା...
ଅମତାଭ ବଚ୍ଚନ, ଗ୍ଲାମର ଦୁନିଆର ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ?
ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପୂର୍ବରୁ ଟ୍ରୋଲ ହୋଇଥିଲେ ରଣବୀର । ହେଲେ ଏବେ ତ ସେହି ବିଷୟ ପୁରୁଣା ହୋଇସାରିଲାଣି । ତାହାଲେ କାହିଁକି ସୋସିଆଲ ମିଡିଆରେ ରଣବୀରଙ୍କୁ କରାଯାଉଛି ତାତ୍ସଲ୍ୟ ।
୬୮ ବର୍ଷରେ ବି ଚିରସବୁଜ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନି। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ଅଭିନେତ୍ରୀଙ୍କ ଚେହେରା ଆଜିବି ମଳିନ ପଡିଯାଏ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ ୪ ରୋଚକ କଥା।
ଆଜି ଜଣାଶୁଣା ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଜନ୍ମଦିନ। ସେ ତାଙ୍କ ଫିଟ୍ନେସ୍ ପାଇଁ ମଧ୍ୟ ବେଶ ଜଣାଶୁଣା। ଦିନେ ପକେଟ୍ ମନୀ ପାଇଁ ସାଇନ୍ କରିଥିଲେ ପ୍ରଥମ ଫିଲ୍ମ। ଆସନ୍ତୁ ତାଙ୍କୁ ନେଇ ଜାଣିନେବା ଆଉ କିଛି ରୋଚକ ତଥ୍ୟ।
‘ଆଦିପୁରୁଷ’ ଟିଜର୍କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ଘଟଣାକୁ ନେଇ ପ୍ରସିଦ୍ଧ ରାମାୟଣ ସିରିଏଲ୍ର ଅଭିନେତା ଅରୁଣ ଗୋଭିଲ୍ ପ୍ରତିକ୍ରିୟା ରଖିଛନ୍ତି।
ମାନସିକ ସ୍ୱାସ୍ଥ୍ୟକୁ ନେଇ ପରିବାରର ଭୂମିକାକୁ ନେଇ ଅଭିନେତ୍ରୀ ଦୀପିକା କହିଛନ୍ତି, ‘ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୁଁ ଏହି(ଡିପ୍ରେସନ୍) ସମସ୍ୟା ଦେଇ ଗତି କରୁଥିଲି, ସେତେବେଳେ ମୋ ମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ଶାହାରୁଖ ଖାନ୍ଙ୍କ ଫିଲ୍ମ 'ପଠାନ'କୁ ନେଇ ଦର୍ଶକ ମହଲରେ ଉତ୍ସାହର ସୀମା ନାହିଁ। ଏହାରି ଭିତରେ ଏହାର ସିକ୍ୱେଲ୍ର ଚର୍ଚ୍ଚା ସେମାନଙ୍କ ଉତ୍ସାହକୁ ଦୁଇଗୁଣିତ କରିଦେଇଛି। ସିକ୍ୱେଲ୍ କିଛି ଭିନ୍ନ ହେବାକୁ ସୂଚନା ଆସିଛି। ଜାଣନ୍ତୁ କ’ଣ ରହିଛି ଏହି ଭିନ୍ନତା।
ବୟକଟ୍ ମାମଲାରେ ଫସିଛି 'ଆଦିପୁରୁଷ'। ବିବାଦ ବଢି ବଢି ଚାଲିଛି। ଏହି ବିବାଦ ଭିତରକୁ ଡେଇଁଛନ୍ତି ମୁକେଶ ଖାନ୍ନା। ଚରିତ୍ରକୁ ନେଇ ଉଠେଇଛନ୍ତି ଆପତ୍ତି। ଆମ ଦେବୀ-ଦେବତାଙ୍କୁ ଉପହାସ କରିବା ପ୍ରସଙ୍ଗକୁ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା ଲୁହ କେବେ ଦେଖିଛନ୍ତି ?
ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି।
ଦିନେ ଟେଲି ଜଗତରେ ବେଶ୍ ନାଁ କମାଇଥିଲେ, ହେଲେ ଆଜି ରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି। କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...
ବଲିଉଡ ଅଭିନେତା, ଅଭିନତ୍ରୀଙ୍କ ଫ୍ୟାନ୍ସ, ଫଲୋୟର ବହୁତ ଅଧିକ । ଆକଳନ କରିବା କଷ୍ଟ। ଯଦି ଏହି ଅଭିନେତା ବା ଅଭିନେତ୍ରୀ ଫ୍ୟାନ୍ସଙ୍କ ଭିଡ଼ରେ ପଡିଗଲେ ତେବେ କଥା ସରିଲା। ଫଟୋ, ଅଟୋଗ୍ରାଫ ପାଇଁ ଏମିତି ଭିଡ ଜମିବ ଯେ ବାହାରବା ମୁସ୍କିଲ ହୋଇଯିବ। ତୁମର ରାଗ, ଗାଳି ଏମିତି ଫ୍ୟାନ୍ସଙ୍କ ପାଖରେ କିଛି କାମ ଦେବନି।
ସଲମାନ ଖାନ୍ ବର୍ତ୍ତମାନ ‘ବିଙ୍ଗ୍ ହ୍ୟୁମାନ’ ସଂସ୍ଥା ଗଠନ କରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଏଭଳି ମନୋଭାବ ଆଜିକାଲିର ନୁହେଁ। ସୁଟିଂ ସରିବା ପରେ ସମସ୍ତେ ଯେତେବେଳେ ଘରକୁ ଫେରିଯାଉଥିଲେ ସେତେବେଳେ ସଲମାନ ରାତି ଅଧରେ ରାସ୍ତାକଡ ଭିକାରୀଙ୍କୁ ଖାଦ୍ୟ ବାଣ୍ଟୁଥିଲେ।
ରାବଣଙ୍କ ଲମ୍ବା ଦାଢ଼ି, ହନୁମାନଙ୍କ ଲୁକ୍କୁ ନେଇ ଲୋକଙ୍କ ମଧ୍ୟରେ ତେଜୁଛି ବିରୋଧ। ଟିଜର ଯଦି ଏମିତି, ତାହେଲେ ଫିଲ୍ମରେ କଣ?