• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

KGF 2 Crosses Humongous Rs 700 Crore At Box Office Worldwide
ପାୱାର ଫୁଲ୍ ଫିଲ୍ମ, ପାୱାର ଫୁଲ୍ କଲେକ୍ସନ୍...୭ ଦିନରେ ୭୦୦ କୋଟି

ପାୱାର ଫୁଲ୍ ଫିଲ୍ମ..ପାୱାର ଫୁଲ୍ ଡାଇଲଗ୍...ଆଉ ପାୱାର ଫୁଲ୍ କଲେକ୍ସନ୍। ୱାର୍ଲଡ୍‌  ୱାଇଡ୍‌ରେ କେଜିଏଫ୍-୨ , କଲେକସନ୍ କରିଛି ୭୨୦ କୋଟି ।

enews
ଫିକା ଫିକା ପାଗରେ ଆକାଶରେ ଇନ୍ଦ୍ରଧନୁ ସାଜିଲେ ନାୟିକା

ନୂଆ ଫିଲ୍ମ ଯଥା ରାବଣସ୍ୟ ମନ୍ଦୋଦରୀ... ନାଁଟି ଟିକେ ଅଡୁଆ ଅଡୁଆ ଲାଗୁଥିଲେ ବି କାହାଣୀ ପୂରା ମସ୍ତ... ଏବେ ଦେଖନ୍ତୁ ଏହି ଗୀତ

  • Saturday, 23 April 2022
  • ENews
Heropanti-2 new song whistle baja 2-0 was released
ପୁଣି କୃତି ସେନନ୍‌ଙ୍କ ସହ ହ୍ୱିସିଲ୍ ବଜେଇଲେ ଟାଇଗର୍

ଟାଇଗରଙ୍କ ଆଗାମୀ ଫିଲ୍ମର ଏକ ନୂଆ ଟ୍ରାକ୍ ରିଲିଜ୍ ହୋଇଛି। ଏହା ପୁରୁଣା ଫିଲ୍ମକୁ ମନେ ପକେଇଦେବ। ଏହା ହେଉଛି 'ମେରେ ନାଲ୍ ତୁ ହ୍ୱିସିଲ୍ ବାଜା ୨.୦'। ଏଥିରେ କୃତୀ ସେନନ୍‌ଙ୍କ ସହ ଧମାଲ କରୁଛନ୍ତି ଟାଇଗର୍।

Father bus driver and son king of box office
ବସ୍‌ ଡ୍ରାଇଭରଙ୍କ ପୁଅ ୟଶ ଆଜି ସାରା ଦେଶରେ ପରିଚିତ

'କେଜିଏଫ୍ ୨' ଆଜି ୟଶଙ୍କୁ ଘରେ ଘରେ ପରିଚୟ କରେଇଛି। ତେବେ ୟଶ ରକୀ ଭାଇ ହେବା ଏବଂ ସାରା ଦେଶରେ ଛାଇ ହୋଇଯିବା ପଛର କାହାଣୀ ଏତେ ସହଜ ନୁହେଁ। ବାପା ବସ୍ ଡ୍ରାଇଭର ଥିବା ବେଳେ ପୁଅ କେମିତି ହେଲେ ବସ୍ ଅଫିସ୍ କିଙ୍ଗ ଆସନ୍ତୁ ଜାଣିବା।

Shahid Kapoor's Jersey Released
୪ ଥର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ରିଲିଜ୍‌ ହେଲା ‘ଜର୍ସି’

ଶେଷର ରିଲିଜ୍ ହେଲା ବଲିଉଡ୍‌ ଅଭିନେତା ସାହିଦ୍ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସିି’(Jersey)। ୪ ଥର ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିବା ପରେ ଶେଷରେ ଆଜି ରିଲିଜ୍‌ ହୋଇଛି।

Amitabh Bachchan seen doing air kicks likes Tiger Shroff
ଟାଇଗର୍‌ ଶ୍ରଫ୍‌ଙ୍କ ଷ୍ଟାଇଲ୍‌ରେ ନଜର ଆସିଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଦେଖେଇଲେ ନିଆରା ଆକ୍ସନ। ଟାଇଗର ଶ୍ରଫ୍‌ଙ୍କ ପରି ଏକ୍ରୋବେଟିକ୍ ମୁଭ୍ସ ସହିତ ଏୟାର କିକ୍ କରୁଥିବା ଦେଖେଇଛନ୍ତି। ଏବେ ବଲିଉଡ୍‌ ମେଗାଷ୍ଟାର୍‌ଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

ENews | Meet Star Casts Of Tarang’s Upcoming Movie
ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍‌

ବାଇକ୍‌ରେ ଏକାଠି ବୁଲିଲେ ଶୈଳେନ୍ଦ୍ର ଓ ଜାସ୍ମିନ। ଉଭୟ ଉଭୟଙ୍କୁ ଚାହୁଁଛନ୍ତି ହେଲେ କେହି କାହାକୁ କିଛି କହୁନାହାନ୍ତ। ତୁ ମୋ ପ୍ରେମ ଋତୁରେ ସତେ ଯେମିତି କଣ୍ଢେଇ... ତୁ ମେଘ ରାଜାର ଗେଲ୍ହେଇ ଝିଅ, ମୁଁ ଫଗୁଣ ରାଜାର ସାଧବ ପୁଅ...ୱା....ଜବରଦସ୍ତ ଆକ୍ଟିଂ କରୁଛନ୍ତି ଶୈଳେନ୍ଦ୍ର ଓ ଜାସ୍ମିନ୍‌।

  • Thursday, 21 April 2022
  • ENews
Tobacco Firm Ad
ତମାଖୁ ବିଜ୍ଞାପନକୁ ନେଇ କ୍ଷମା ମାଗିଲେ ଅକ୍ଷୟ, କହିଲେ- ସବୁ ଟଙ୍କା...

ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ମାଗିଛନ୍ତି। ଆଗାମୀ ଦିନରେ ଆଉ ତମାଖୁ ବିଜ୍ଞାପନ ନ କରିବାକୁ ସେ ଘୋଷଣା କରିଛନ୍ତି। 

vicky and katrina
ମୋବାଇଲ କି କ୍ୟାମେରା ନେବାକୁ ଅନୁମତି ନଥିଲା, ହେଲେ ଏମାନଙ୍କ ବିବାହ ବଜେଟ୍‌ ଶୁଣିଲେ ମୁଣ୍ଡ

ବିବାହ ପୂର୍ବରୁ କୋର୍ଟ ମ୍ୟାରେଜ୍‌ କରିଥିଲେ ଭିକି-କ୍ୟାଟ୍ରିନା? ବାହାଘରକୁ ସ୍ମରଣୀୟ କରିବା ପାଇଁ ରାଜସ୍ଥାନର ଏହି ସ୍ଥାନକୁ ବାଛିଥିଲେ ଏହି ସେଲିବ୍ରେଟି, ଜାଣନ୍ତୁ ପୂରା ବଜେଟ୍‌ ଥିଲା କେତେ?

alia and ranveer marriage secreat
ରଣବୀର-ଆଲିଆଙ୍କ ବାହାଘରରେ ଅତିଥି କେତେ ଜଣ ଥିଲେ?

ନିଜ ବାହାଘରକୁ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଚାହାଁନ୍ତି। ହେଲେ ଅନେକ ସମୟରେ ସିକ୍ରେଟ୍‌ ବାହା ହୁଅନ୍ତି ସେଲିବ୍ରେଟି...ତ ପୁଣି କେତେବେଳେ ବେଶ୍‌ ଆଡମ୍ବରର ସହ ହୁଏ ଏମାନଙ୍କ ବାହାଘର...ତେବେ ଦେଖନ୍ତୁ ଦିନିଆର କିଛି ଚର୍ଚ୍ଚିତ ବାହାଘର

KGF2 BREAKS BAHUBALI RECORD
ବିଶାଳ ସିନେମା, ବିଶାଳ ବିଜନେସ୍‌....ବାହୁବଳୀକୁ ପଛରେ ପକାଇଲା KGF-2

ବିଶାଳ ସିନେମା, ବିଶାଳ ବିଜନେସ୍‌। ସାରା ଦେଶରୁ ମିଳୁଛି ଅକୁଣ୍ଠ ଭଲପାଇବା.... ଇଏ ସିନେମା ନୁହେଁ ତ ଗୋଟିଏ ପ୍ରକାର ଇମୋସନ୍‌...ବାହୁବଳୀକୁ ବି ପଛରେ ପକାଇ ବ୍ଲକ୍‌ ଅଫିସ୍‌ରେ ରାଜ୍‌ କରୁଛି KGF-2

  • Wednesday, 20 April 2022
  • KGF2
Sanjay Dutt wants to bring heroism back in bollywood
ବଲିଉଡ୍‌ରେ ହିରୋଗିରି ନାହିଁ; ମୁଁ ସେସବୁକୁ ଫେରାଇ ଆଣିବାକୁ ଚାହୁଁଛି : ସଞ୍ଜୟ ଦତ୍ତ

ପୁଷ୍ପା: ଦି ରାଇଜ୍, କେଜିଏଫ୍: ୨ ଓ ଆର୍‌ଆର୍‌ଆର୍‌ ଭଳି ଚଳଚ୍ଚିତ୍ର ଅତୁଳନୀୟ ସଫଳତା ପାଇଛି। ଏହି ସମସ୍ତ ଚଳଚ୍ଚିତ୍ରରେ ହୀରୋଗିରିକୁ ଜମେଇକି ପ୍ରଦର୍ଶନ କରାଯାଇଛି ଏବଂ ସାଉଥ୍ ସିନେମା କ୍ରମାଗତ ଭାବରେ ଏମିତି କରୁଛି। ଏହାକୁ ନେଇ କ’ଣ କୁହନ୍ତି ସଞ୍ଜୟ ଦତ୍ତ...

Jayeshbhai jordaar trailer release
‘ଜୟେଶଭାଇ ଜୋରଦାର୍’ ହୋଇ ପ୍ରେକ୍ଷାଳୟରେ ଧମାଲ କରିବେ ରଣବୀର ସିଂହ

‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍‌ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।

E News
ଆଶାଙ୍କ ସର୍ପୋଟ୍‌ ସିଷ୍ଟମ, କଥା ତାଙ୍କର ମିଷ୍ଟି ମିଷ୍ଟି...ଆଶାଙ୍କ ଲାଡଲି...ଆକ୍ଟିଂରେ କିଣିନେଉଛନ୍ତି ସମସ୍ତଙ୍କ ମନ

ବିଦେଶରେ ପାଠ ପଢିଛନତି ସତ ହେଲେ ତାଙ୍କ ନିଜ ଜନ୍ମମାଟିକୁ କେବେ ଭୁଲିନାହାନ୍ତି...ଆଶାଙ୍କ ବଡ଼ ଝିଅ ଅନନ୍ୟାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଆକ୍ଟିଂ ଯେମିତି ଡ଼ାଇଲଗ୍‌ ବି ଦେଉଛନ୍ତି ସେମିତି

  • Tuesday, 19 April 2022
  • ENews
KGF 2
ପର୍ଦ୍ଦାଫାସ୍‌ ! KGF Chapter 2ର ପରଦା ପଛର ହିରୋ, ଯାହାଙ୍କ ପାଇଁ ହେଲା ବ୍ଲକ୍‌ବଷ୍ଟର ହିଟ୍‌

ଫିଲ୍ମଟିକୁ ନିଖୁଣତାର ସହ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି । ଫିଲ୍ମଟି ବକ୍ ଅଫିସ୍‌ରେ ଖବୁ ଧମାଲ କରିଛି ।

KGF 2
ସବୁ ରେକର୍ଡ ଭାଙ୍ଗିଲା KGF 2 ! ୪ ଦିନରେ ୫୫୧.୮୩ କୋଟି

ୟଶଙ୍କ ସହ ଶ୍ରୀନଧି ଶେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପ୍ରକାଶ ରାଜଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ଏହି ଫିଲ୍ମ ରବିବାର ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଖୁବ୍‌ ଧୁମ୍‌ ମଚାଇଛି ।

Beast to be release on OTT
'ବିଷ୍ଟ୍‌'କୁ OTT ରିଜିଜ୍ ପାଇଁ କାହିଁକି ନିଆଗଲା ନିଷ୍ପତ୍ତି

ପ୍ରେକ୍ଷାଳୟରେ ଭଲ ଚାଲୁନି 'ବିଷ୍ଟ୍‌'। ନିର୍ମାତା ଏହାକୁ ନେଇ ହୋଇଛନ୍ତି ନିରାଶ। OTTରେ ରିଲିଜ୍ କରିବାକୁ ନେଇଛନ୍ତି ନିଷ୍ପତ୍ତି। ତେବେ କେବେ ହେବ OTT ରିଲିଜ୍ ଆସନ୍ତୁ ଜାଣିବା।

Yash personal bodyguard Ramachandra Raju played as villain in KGF
KGFର ଭିଲେନ୍ ଦିନେ ଥିଲେ ୟଶ୍‌ଙ୍କ ବଡିଗାର୍ଡ

କେଜିଏଫ୍‌ରେ ରାମଚନ୍ଦ୍ର ରାଜୁ ୟଶ୍‌ଙ୍କ ବିରୋଧରେ ଦେଖାଦେଇଥିବା ବେଳେ ପ୍ରକୃତ ଜୀବନରେ ସେ ଦିନେ ଅଭିନେତାଙ୍କ ବଡିଗାର୍ଡ ଥିଲେ। ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ବଡିଗାର୍ଡ ଏତେ ଆଗକୁ କିପରି ଗଲେ। ଆସନ୍ତୁ ଜାଣିବା…

Kangana Ranaut praise for south superstars
ସାଉଥ୍‌ ସୁପର୍‌ଷ୍ଟାର୍‌ମାନେ ସେମାନଙ୍କର ସଂସ୍କୃତି ସହିତ ଜଡିତ : କଙ୍ଗନା ରାଣାୱତ୍

ସାଉଥ୍‌ ସୁପର୍‌ଷ୍ଟାର୍‌ଙ୍କ ପ୍ରତି କଙ୍ଗନାଙ୍କ କାହିଁକି ଏତେ ଭଲ ପାଇବା? ସେମାନଙ୍କୁ ପ୍ରଶଂସାରେ କାହିଁକି ପୋତି ପକଉଛନ୍ତି ସେ? ଆସନ୍ତୁ ଜାଣିବା ଏହା ପଛର କାହାଣୀ।

KGF 2 expected to beat  pushpa and RRR box office collection
ଅଲ୍ଲୁ ଅର୍ଜୁନ ଓ ରାମ ଚରଣଙ୍କ ଉପରେ ଭାରି ପଡିଲେ ୟଶ୍; ଜାଣନ୍ତୁ କାହିଁକି

'କେଜିଏଫ୍ ୨' ଆଗୁଆ ବୁକିଂ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା, ଆର୍‌ଆର୍‌ଆର୍‌ ଭଳି ବଡ ବଜେଟ୍ ଫିଲ୍ମକୁ ବି ପଛରେ ପକେଇଦେବ।

Odia Actor Shines In Tollywood
ହୃଦୟ ଛୁଇଁଲା ଓଡ଼ିଆ ପୁଅର ଆକ୍ଟିଂ, ତେଲୁଗୁ ଫିଲ୍ମର ମଚାଉଛନ୍ତି ଧୁମ୍‌

ତେଲୁଗୁ ଫିଲ୍ମରେ ଓଡ଼ିଆ ପୁଅର ଜବରଦସ୍ତ ଆକ୍ଟିଂ। ଡାଇଲଗ୍‌ ସାଙ୍ଗକୁ ଲଭ୍‌ ରୋମାନ୍ସ। ଆକ୍ସନ ସାଙ୍ଗକୁ ଅଭିନୟ...ସବୁଥିଲେ ଜଲୱା ଦେଖାଇଛନ୍ତି ଦିନେଶ...

Young Dancer Dances To The Beats Of Pushpa’s Samy Samy Song On US Street
ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା

ଫିଲ୍ମ ପୁଷ୍ପା, ଗୀତ ସାମି ସାମି...ଓଃ କି ଡ୍ୟାନ୍ସ। ସାମି ସାମି ଗୀତରେ ନାଚିକି ଧୂଳି ଉଡ଼ାଇ ଦେଲେ ଜୈନିଲ୍‌ ମେହେଟ୍ଟା...

Beast after- Kuwait Qatar the demand for-banning in India
ସାଉଥ୍‌ ଫିଲ୍ମ 'ବିଷ୍ଟ୍‌'କୁ ଭାରତରେ ବ୍ୟାନ୍ କରିବାକୁ ଦାବି

ଫିଲ୍ମ 'ବିଷ୍ଟ୍‌' ରିଲିଜ୍ ହେବା ପୂର୍ବରୁ କୁଏତ ଏବଂ କତରରେ ବ୍ୟାନ୍ ହୋଇସାରିଛି। ବର୍ତ୍ତମାନ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି ଫିଲ୍ମଟି ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବଦନାମ କରୁଥିବା ଅଭିଯୋଗ ହୋଇଛି।

South films taking over Indian cinema
‘ହିନ୍ଦୀ ଫିଲ୍ମ କାହିଁକି ସାଉଥ୍‌ ଦର୍ଶକଙ୍କୁ ଆକର୍ଷିତ କରିପାରୁ ନାହିଁ’ ପ୍ରଶ୍ନର ଉତ୍ତର ଦେଲେ ତରଣ ଆଦର୍ଶ

ବଲିଉଡ୍‌କୁ ଏବେ ଜାଗ୍ରତ ହେବାକୁ ପଡିବ। ସେମାନେ ବୁଝିବା ଉଚିତ ଯେ ଦର୍ଶକ ଯୌନ ବିଷୟବସ୍ତୁ ପାଇଁ ଭୋକିଲା ନୁହନ୍ତି କିନ୍ତୁ ସେମାନେ ଉପଯୁକ୍ତ ମନୋରଞ୍ଜନ ପାଇଁ ତୃଷାର୍ତ୍ତ ବୋଲି କହିଲେ ତରଣ ଆଦର୍ଶ।

KGF Chapter 2- Monster Swag Of Rocky Bhai Aka Yash Driving One & All Crazy, Sets New Record
ବୋବାଲ ମଚାଉଛି KGF2, ଗୋଟିଏ ଦିନରେ ଆୟ ୧୩୪ କୋଟି !!

ସମସ୍ତଙ୍କୁ ପଛରେ ପକାଇଲା KGF-2। ମାତ୍ର ୨୪ ଘଂଟାରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା...ରାତି ୩ଟାରୁ ଫିଲ୍ମ ଚାଲୁଛି, ହେଲେ ପ୍ରତି ଥର ହାଉସ୍‌ଫୁଲ୍‌ ରହୁଛି। ଦର୍ଶକଙ୍କ ମନରେ ରହିଛି ପ୍ରବଳ ଉତ୍କଣ୍ଠା