• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

 National Film Awards
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ; ସାଉଣ୍ଡ ଇଞ୍ଜିନିୟର ମାନସ ପାଇଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ନନ୍ ଫିଚର ଫିଲ୍ମ ବର୍ଗରେ ତାଙ୍କୁ ଏହି ଆୱାର୍ଡ ମିଳିଛି। 

Stree 2 cast fees rajkummar rao got highest gets rs 1 crore more than shraddha kapoor
Stree 2: 'ସ୍ତ୍ରୀ ୨’ କରୁଛି ଦମଦାର ରୋଜଗାର; ଦୁଇଦିନରେ ଉଠାଇଦେଲା ପୂରା ବଜେଟ୍… ଜାଣନ୍ତୁ କିଏ ନେଇଛନ୍ତି କେତେ

'ସ୍ତ୍ରୀ ୨’ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି। ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଜାଣନ୍ତୁ କେତେ କଲାଣି ରୋଜଗାର, କିଏ ନେଇଛନ୍ତି କେତେ?

70th National Film Awards
70th National Film Awards: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା, ଦମନ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍‌ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।

Stree 2 opening day box office collection
Stree 2: ପ୍ରଥମ ଦିନରେ ରେକର୍ଡ ଭଙ୍ଗା ରୋଜଗାର; ‘ପଠାନ୍’କୁ ପଛରେ ପକାଇଲା 'ସ୍ତ୍ରୀ ୨'

'କଲ୍‌କୀ ୨୮୯୮ ଏଡି' (ହିନ୍ଦୀ) ଏବଂ 'ଫାଇଟର୍'କୁ ପଛରେ ପକାଇ 'ସ୍ତ୍ରୀ ୨' ୨୦୨୪ର ସବୁଠାରୁ ବଡ ଓପନିଂ ଚଳଚ୍ଚିତ୍ର ହୋଇପାରିଛି। ଏହା ଶାହରୁଖ ଖାନଙ୍କ 'ପଠାନ'କୁ ବି ପଛରେ ପକେଇ ଦେଇଛି।

Kangana Ranaut
'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

ସେପ୍ଟେମ୍ବର ୬ରେ ରିଲିଜ ହେବ ଚର୍ଚ୍ଚିତ ଫିଲ୍ମ ଏମର୍ଜେନ୍ସି । ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କଙ୍ଗନା ।

emergency trailer out kangana ranaut as indira gandhi shreyas talpade as atal bihari vajpayee
Emergency Trailer: ରିଲିଜ୍ ହେଲା ‘ଏମର୍‌ଜେନ୍ସୀ’ ଟ୍ରେଲର; ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ଦୃଶ୍ୟ ଦେଖାଇବାକୁ ଆସୁଛନ୍ତି କଙ୍ଗନା

ଫିଲ୍ମ ‘ଏମର୍‌ଜେନ୍ସୀ’ ଟ୍ରେଲର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ମାସରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ଏହି ଫିଲ୍ମଟି ଜରୁରୀକାଳୀନ ସମୟର ଘଟଣା ଉପରେ ଆଧାରିତ।

Hardik pandya dating singer jasmine walia after split from natasa stankovic
ନତାଶାଙ୍କ ଠାରୁ ଅଲଗା ହେଉ ହେଉ ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଲଭ୍ ବାର୍ଡ ! କିଏ ଏହି ସୁନ୍ଦରୀ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।

rajkummar rao shraddha kapoor film stree 2 advance booking
'ସ୍ତ୍ରୀ ୨' ରିଲିଜ୍ ନ ହେଉଣୁ କଲାଣି ହଲ୍‌ଚଲ୍; ରୋଜଗାରରେ ଭାଙ୍ଗିଲାଣି ରେକର୍ଡ

'ସ୍ତ୍ରୀ ୨' ରିଲିଜ୍ ହେବା ପୂର୍ବରୁ ହଲ୍‌ଚଲ୍ ସୃଷ୍ଟି କରିବା ଆରମ୍ଭ କରିଛି। ଫିଲ୍ମଟି ଆଗୁଆ ବୁକିଂରେ ବହୁତ ଭଲ ରୋଜଗାର କରୁଛି। ଯେଉଁଭଳି ଭାବରେ ଟିକେଟ୍ ଆଗୁଆ ବୁକିଂରେ ବିକ୍ରି ହେଉଛି, ଏହା ସ୍ପଷ୍ଟ ଯେ ଫିଲ୍ମଟି ଉଦ୍‌ଘାଟନୀ ଦିବସରେ ବକ୍ସ ଅଫିସରେ ହଇଚଇ କରିବ।

Taarak Mehta actor gurucharan singh says burdened by rs 12 cr debt
ମୋ ବୁଢା ବାପାମାଆଙ୍କର ଯତ୍ନ ନେବା ପାଇଁ ମୁଁ କାମ ଖୋଜୁଛି, ହେଲେ କାମ ମିଳୁନି; ଗୁରୁଚରଣ ସିଂହ

‘ତାରକ ମେହେଟା କା ଉଲ୍‌ଟା ଚଶ୍‌ମା’ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଗୁରୁଚରଣ ସିଂହ ଏପ୍ରିଲରେ ଗୋଟିଏ ମାସ ନିଖୋଜ ହେବା ପରେ ଜୁଲାଇରେ ମୁମ୍ବାଇ ଫେରିଥିଲେ। ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କର ୧.୨ କୋଟି ଟଙ୍କାର ଋଣ ଅଛି। ସେ କହିଛନ୍ତି ଯେ ସେ କାମ ଖୋଜୁଛନ୍ତି, କିନ୍ତୁ ତାଙ୍କୁ କୌଣସି କାମ ମିଳୁନି।

Birthday of sara ali khan view some of his attractive photos
କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ବି ଭାରି କଞ୍ଜୁସ୍ ନବାବ ରାଜକନ୍ୟା ଏହି ସୁନ୍ଦରୀ

ସାରା ଅଲି ଖାନ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ସାରା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆଜି ତାଙ୍କୁ ୨୯ ବର୍ଷ ହୋଇଛି। ଏତେ କମ୍ ବର୍ଷରେ ବି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି। ହେଲେ ସେ ଭାରି କଞ୍ଜୁସ୍ ବୋଲି ଜଣାଯାଇଛି।

Kanguva trailer released
Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି। ଏଥିରେ ଫିଲ୍ମ ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ଦେଖାଯାଉଛନ୍ତି ବବି ଦେଓଲ୍।

Vaani kapoor looks gorgeous in saree fans fell in love
ବାଣୀ କପୁରଙ୍କ ଶାଢି ଲୁକ୍ ଦେଖି ଦିୱାନା ହେଲେ ଯୁବକ

ଆଜିକାଲି ବାଣୀ କପୁର ତାଙ୍କ ଫିଲ୍ମ 'ଖେଲ୍‌ ଖେଲ୍‌ ମେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ସୁନ୍ଦରୀ ନିଜକୁ ସଜେଇ ପ୍ରତ୍ୟେକ ଇଭେଣ୍ଟରେ ପହଞ୍ଚୁଛନ୍ତି। ତାଙ୍କ ଷ୍ଟାଇଲ୍‌କୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ନିକରେ ସେ ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକେଇବା।

Press photographer pradeep bandekar dies at 70
ଚାଲିଗଲେ ସିନେ ଷ୍ଟାର୍‌ଙ୍କ ପ୍ରିୟ ମଣିଷ; ଦୁଃଖରେ ଭାସିଲା ବଲିଉଡ୍

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି।

Kusha kapila gives arjun kapoor a hashtag amid dating rumors
ମଲାଇକା ଆରୋରାଙ୍କ ସହ ବ୍ରେକ୍‌ଅପ୍ ଖବର ଭିତରେ ଅର୍ଜୁନ କପୁରଙ୍କ ଜୀବନରେ ନୂଆ ନାୟିକା ଏଣ୍ଟ୍ରୀ!

ଗତ ବର୍ଷ ସ୍ୱାମୀ ଜୋରୱାର ସିଂହ ଅହଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆ ସେନ୍‌ସେସ୍ କୁଶା କପିଲାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଜଡିତ ଥିଲା। ସେମାନଙ୍କ ଲିଙ୍କ୍‌ଅପ୍‌କୁ ନେଇ ଅନେକ ଆଲୋଚନା ହୋଇଥିଲା। ଏବେ ଏହାକୁ ଚର୍ଚ୍ଚା ପୁଣି ବଢିଛି।

Who is kriti sanon rumoured boyfriend kabir bahia
କୃତି ସାନନ୍ ଏହି ଷ୍ଟାଇଲିସ୍ ବୟଙ୍କୁ କରୁଛନ୍ତି ଡେଟ୍; ଜାଣନ୍ତୁ ସେ କିଏ ଆଉ କେତେ ସମ୍ପତ୍ତିର ମାଲିକ

କୃତି ସାନନ ଲଣ୍ଡନ ରାସ୍ତାରେ ଜଣେ ହ୍ୟାଣ୍ଡସମ୍ ଯୁବକ ହାତ ଧରି ବୁଲୁଥିବାର ନଜର ଆସିଲା ପରେ ସେମାନଙ୍କ ସମ୍ପର୍କକୁ ଗୁଜବ ପ୍ରଚାର ଉଠିଛି। ଏହା ପରେ ସମସ୍ତଙ୍କ ନଜର ଏହି ବ୍ୟକ୍ତି ଜଣଙ୍କ କିଏ? ତାଙ୍କ ସମ୍ପତି କ’ଣ? ସେ କେମିତି କୃତିଙ୍କୁ ଭେଟିଲେ ଆଉ କେମିତି ହେଲା ପ୍ରେମ। ଆସନ୍ତୁ ଏ ସବୁ ବିଷୟରେ ଜାଣିବା।

Sobhita dhulipala shares first post with naga chaitanya after engagement
ଭାଇରାଲ୍ ହେଉଛି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ଏନ୍‌ଗେଜ୍‌ମେଣ୍ଟ୍ ଫଟୋ

ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ୮ ଅଗଷ୍ଟ ଗୁରୁବାର ଦିନ ଏନ୍‌ଗେଜ୍‌ମେଣ୍ଟ୍ ହୋଇଛି। ଦୁହେଁ ଡେଟିଂ କରୁଥିଲେ ବୋଲି ଅନେକ କଳ୍ପନାଜଳ୍ପନା ପରେ ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଶେୟାର କରିବା ପରେ ସେମାନଙ୍କ ସମ୍ପର୍କ ନିଶ୍ଚିତ ହୋଇଛି। ନାଗା ଚୈତନ୍ୟଙ୍କ ପ୍ରଥମ ବିବାହ ସାମନ୍ଥା ରୁଥ୍ ପ୍ରଭୁଙ୍କ ସହିତ ହୋଇଥିଲା।

Woman dancing on Vicky kaushal trending song tauba tauba and slipped
Viral Video: ରାସ୍ତା ଉପରେ ନାଚୁଥିଲେ, ଫାଡିହୋଇ ପଡିଲେ; ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନାଲି ରଙ୍ଗର ଶାଢି ପିନ୍ଧିଥିବା ଜଣେ ଗାଉଁଲି ମହିଳା ରାସ୍ତା ଉପରେ ଭିକି କୌଶଲଙ୍କ ତୌବା ତୌବା ଗୀତର ସିଗ୍ନେଚର ଷ୍ଟେପ୍ କପି କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ମଜାଦାର କଥା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଯାହା ହେଉଛି ତାହା ଦେଖି ଆପଣ ବି ହସି ହସି ଗଡିଯିବେ।

This doctor is becoming the reason for aishwarya rai and abhishek bachchans divorce rumor
ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏହି ଡାକ୍ତର ଥିବାରୁ ଉଠିଛି ଛାଡପତ୍ର ଗୁଜବ; ଭାଇରାଲ୍ ହେଉଛି ସେମାନଙ୍କ ଚୁମ୍ବନ ଫଟୋ

ଛାଡପତ୍ରର ଗୁଜବ କାରଣରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ଏହି ଗୁଜବକୁ ନେଇ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ ଜଣେ ଡାକ୍ତରଙ୍କ କାରଣରୁ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି କିଏ ଯାହାଙ୍କ କାରଣରୁ ଦମ୍ପତିଙ୍କ ଛାଡପତ୍ରକୁ ନେଇ ଗୁଜବ ଉଡୁଛି।

Rashmika Mandana's stylish photo pose is going viral
ମନ କିଣୁଛି ରଶ୍ମିକା ମନ୍ଦାନାଙ୍କ ଷ୍ଟାଇଲିସ୍ ଫଟୋ ପୋଜ୍, ହେଉଛି ଭାଇରାଲ୍

ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନିଜର ଉତ୍କୃଷ୍ଟ ଚଳଚ୍ଚିତ୍ର ସହିତ କ୍ରମାଗତ ଭାବରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ରଶ୍ମିକା ମନ୍ଦନା। ସମସ୍ତେ ଏବେ ରଶ୍ମିକା ମନ୍ଦାନାଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ସେମାନଙ୍କ ସୁପରଷ୍ଟାର ଭାବରେ ବିବେଚନା କରୁଛନ୍ତି। ଆଜିକାଲି ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨ ଦି ରୁଲ୍'କୁ ନେଇ ଚର୍ଚ୍ଚାରେ ଥିବାବେଳେ ତାଙ୍କ କେତେକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Sanjay dutt on uk visa application rejection
ସଞ୍ଜୟ ଦତ୍ତଙ୍କୁ ବଡ ଝଟ୍‌କା… ବ୍ରିଟେନ ଦେଲା ଧୋକା; ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା

ଭିସା ବାତିଲକୁ ନେଇ ସଞ୍ଜୟ ଦତ୍ତ ପ୍ରତିକ୍ରିୟା ଦେଇଛନ୍ତି। ଭିସା ବାତିଲ୍‌ ହେବା ପରେ ତାଙ୍କୁ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ସନ୍‌ ଅଫ୍ ସର୍ଦ୍ଦାର ୨' ହରାଇବାକୁ ପଡିଛି ବୋଲି ଶୁଣାଯାଉଥିଲା। ଏହାକୁ ନେଇ ଏବେ ଯେଉଁ ନୂଆ ରିପୋର୍ଟ ସାମ୍ନାକୁ ଆସିଛି ତାହା ଖୁବ ଚକିତ କରିଦେବା ଭଳି।

Odia Film Ava
ଲୋକାର୍ପଣ ହେଲା ଓଡ଼ିଆ ଫିଲ୍ମ ‘ଆଭା’ର ଅଡିଓ-ପୋଷ୍ଟର

ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।

Sharvari wagh new stylish look goes viral on social media
ଭାଇରାଲ୍‌ ହେଲେ ଶରବରୀ ୱାଗ୍; ଲୋକେ କହିଲେ ଏମିତି ଚେହେରା କେବେ ଦେଖିନୁ

ବଲିଉଡ୍‌ ଅଭିନେତା ଜନ୍ ଆବ୍ରାହମ୍ ଏବଂ ଶରବରୀ ୱାଗ୍ ସେମାନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ବେଦା' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ ଉଭୟ ତାରକା ଏହାର ପ୍ରମୋସନରେ କୌଣସି ବି ସୁଯୋଗ ଛାଡୁ ନାହାଁନ୍ତି। ଶରବରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ବେଦା’ର ପ୍ରମୋସନ ସହ ଜଡିତ କିଛି ଫଟି ଶେୟାର କରିଛନ୍ତି, ଯାହା ଖୁବ ଆକର୍ଷଣୀୟ ଲାଗୁଛି।

Kangana ranaut take a dig to vinesh phogat historic win at olympics 2024
ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।

Anant ambani radhika merchant choose costa rica resort for honeymoon
ଅନନ୍ତ-ରାଧିକା ହନିମୁନ୍ ପାଇଁ ବାଛିଲେ ଏହି ହୋଟେଲ୍; ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡ଼ିଯିବ

ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଖାଯିବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବର୍ତ୍ତମାନ ହନିମୁନ୍‌ ଉପଭୋଗ କରୁଥିବା ଜଣାଯାଇଛି। ଏନେଇ ସେ ଯେଉଁ ହୋଟେଲ୍ ବାଛିଛନ୍ତି ତାହାର ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ।

Chunky panday become Bangladesh amitabh bachchan
ବଲିଉଡ୍‌ରେ ଅସଫଳତା ପରେ ଚାଲିଗଲେ ବାଂଲାଦେଶ, ହୋଇଗଲେ ସୁପର୍‌ଷ୍ଟାର୍; ହେଲେ ପରେ…

ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍‌ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ ସହିତ କାମ ମଧ୍ୟ କରିଥିଲେ। କିନ୍ତୁ ପରେ ହୋଇଗଲେ ବାଂଲାଦେଶର ସୁପରଷ୍ଟାର୍।