ଗ୍ରାଣ୍ଟ କମିଶନ, ୟୁଜିସି ମେ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।
ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଇଆସୁଛି
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍ ପତ୍ର ।
ୟୁଜିସି ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍ କରିପାରିବେ ଛାତ୍ରଛାତ୍ରୀ...
ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।
ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।
ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା...
ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ଚଳିତ ବର୍ଷ ରାଜ୍ୟର ସବୁ ଶିକ୍ଷତ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ପର୍ଯ୍ୟାୟରେ ଚାଲିବ.. କମର୍ସ ବିଭାଗରେ ମଧ୍ୟ ବି.ଇଡି କୋର୍ସ ଆରମ୍ଭ ହେବ
କାହିଁକି ପିଲା ସ୍କୁଲ୍ ଆସୁ ନାହାନ୍ତି, ସେନେଇ ଜୁନିଅର ଟିଚର ଘର ଘର ବୁଲି ଏହାର କାରଣ କାରଣ ଖୋଜିବେ। ମାଇକ୍ରୋ ଲେବଲରେ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ପରୀକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।
ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ବାତ୍ୟା ଅସାନିକୁ ନେଇ ଏହି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି...
ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି ।
ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ ବି କାହିଁକି ପରୀକ୍ଷା କେନ୍ଦ୍ରକୁ ଆସିଲେନି ହଜାର ହଜାର ପରୀକ୍ଷାର୍ଥୀ? ପରୀକ୍ଷାରେ ଏତେ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିବା ପରେ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ସ୍କୁଲୱାରୀ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।
ପ୍ରଫେସର ଗୀତାଞ୍ଜଳି ଦାଶ ୪ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ।
ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।
ଫର୍ମ ଫିଲଅପ୍ ହେଇଛି, ହେଲେ ପରୀକ୍ଷା ଦେଉନାହାନ୍ତି.. ମାଟ୍ରିକ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାଏବ.. ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାନ୍ତି.
କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା। ୧୧ ହଜାର ପଦବୀ ପାଇଁ ସମୁଦାୟ ୭୦ ହଜାର ଆଶାୟୀ ଶିକ୍ଷକ ଆବେଦନ କରିଥିଲେ।