ଏଥର ବି ମାଟ୍ରିକ୍ ପରୀକ୍ଷା ଫଳରେ ପୁଅଙ୍କ ଠାରୁ ଝିଅ ଆଗରେ ଅଛନ୍ତି। ତେବେ ରାଜ୍ୟର କେତେକ ସ୍କୁଲରେ ଶୂନ୍ୟ ପରୀକ୍ଷା ଫଳକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Published By: Prasan Subudhi
Last updated: 06 July 2022, 05:32 PM IST
ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରୁଛନ୍ତି
ବ୍ରହ୍ମପୁରର ଏକ ସ୍କୁଲରେ ପିଲାମାନେ ଉତ୍ସୁକତାର ସହ ପରୀକ୍ଷା ଫଳ ଦେଖୁଛନ୍ତି
ହେ ପ୍ରଭୁ...ପରୀକ୍ଷା ଫଳ ଭଲ ହେଇଥାଉ...
ମୋର ବଢ଼ିଆ ରେଜଲ୍ଟ ହେଇଚି, ତୋର କ’ଣ ହେଇଚି...
ଚଳିତ ମାଟ୍ରିକ୍ ପରୀକ୍ଷାରେ ଅନୁଗୁଳର ଏହି ସ୍କୁଲରୁ କୌଣସି ପିଲା ପାସ୍ କରିନାହାଁନ୍ତି