• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Losing Woman Candidate In Bhadrak Attempts Suicide
ନିର୍ବାଚନୀ ପରବର୍ତ୍ତୀ ହିଂସା: ଏଭଳି ଘଟଣା କେବେ କଳ୍ପନା କରିନଥିବେ

ନାବାଳିକାର ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିବାବେଳେ ଛାତିପଟା କାନ୍ଦରେ ଫାଟି ପଡୁଛି ସାରା ଇଲାକାା

ଅଭିଯୁକ୍ତ ସୋମନାଥ ମହାପାତ୍ର
ଉଠାଇନେଲା ପୋଲିସ, ଫିକା ପଡ଼ିଲା ବାସର ରାତି

ମୁଁ ବିବାହ କରିଥିବା ନେଇ ସ୍ତ୍ରୀ ଜାଣିନଥିଲେ।

କମେଣ୍ଟ ସହିନପାରି ଜୀବନ ହାରିଲେ
କମେଣ୍ଟ ସହି ନପାରି ଜୀବନ ହାରିଲେ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ

ମାନସିକ ଭାରସାମ୍ୟ ହରାଇ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। 

Doctor Beats Up Patient
ଡାକ୍ତରଖାନାରେ ରୋଗୀ-ଡାକ୍ତର ହାତାହାତି, ଭିଡିଓ ଭାଇରାଲ୍‌

ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଚିକତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଜଣାପଡ଼ିଛି

vigilance raid
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ‌ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ହେଉଛି ।

Pistol Found From School
ସ୍କୁଲ୍‌ରୁ ପିସ୍ତଲ ମିଳିବା ପରେ ହଇଚଇ

ସ୍କୁଲ୍‌ରୁ ମିଳିଲା ପିସ୍ତଲ। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Stock Market Trading Scam Busted
ଶେୟାର ମାର୍କେଟ୍‌ ନାଁରେ ଚିଟ୍‌ଫଣ୍ଡ କାରବାର, ଠକି ନେଲେ ୧୦ କୋଟିରୁ ଅଧିକ ଟଙ୍କା

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି।

Liquor Seized In Bhubaneswar
ଭୁବନେଶ୍ୱରରେ ପୁଷ୍ପା ଷ୍ଟାଇଲରେ ଚୋରି: ଉପରେ ପାଣି ଟ୍ୟାଙ୍କର, ଭିତରେ ମଦ...

ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି।

ASI Arrested On Charges Of Illegal Trade Of Ganja
ପୋଲିସ୍‌ ହୋଇ ପୋଲିସ୍‌କୁ ଚକ୍‌ମା ଦେଉଥିଲେ, ଲୁଚିଛପି ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରୁଥିଲେ ASI

ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Controversy man Prasant Jagdev
‘ପ୍ରଶାନ୍ତ ଜଗଦ୍ଦେବଙ୍କ କାଣ୍ଡ କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତିର ହୋଇପାରେନା’

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡା ଘଟଣାକୁ ନେଇ ସବୁ ମହଲରୁ ନିନ୍ଦା। ତେବେ ଚିଲିକା ବିଧାୟକଙ୍କ ଗୁଣ୍ଡାଗିରି ନୂଆ ନୁହେଁ। ପୂର୍ବରୁ ଅନେକ ଥର ନିଜ କାରନାମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି।

  • Saturday, 12 March 2022
  • Crime
MLA Prasant Jagdev
ବାହୁବଳୀ ବିଧାୟକଙ୍କ ବିବାଦର ଲମ୍ବା ତାଲିକା

ଏମଏଲଏ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେଇଛନ୍ତି। 

MLA in Police Custody
ବନ୍ଧା ହେବେ ପ୍ରଶାନ୍ତ ଜଗଦ୍ଦେବ

ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି। 

Firing
ପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି ସହ ୨ ଜଣଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ହୋଇଛି ।

Kidnap word member
ଓ୍ୱାର୍ଡ ମେମ୍ବରଙ୍କୁ ଉଠେଇନେଲେ ବିରୋଧି

ଓ୍ୱାର୍ଡ ମେମ୍ବର ଅପହରଣ ଅଭିଯୋଗ। ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ଆଶଙ୍କା କରି ବିରୋଧୀ ଏଭଳି କରିଥିବା ବିଜୟୀ ସରପଞ୍ଚ ଅଭିଯୋଗ କରିଛନ୍ତି।

Boy friend killed girl friend
ହତ୍ୟାକାରୀ ସାଜିଲା ପ୍ରେମିକ, ପଥରରେ ଛେଚି ମାରିଲା

ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ। ତେବେ ଏହି ଘଟଣାକୁ ନେଇ ପ୍ରେମିକ କୁହନ୍ତି ଯେ ସେ ଏହି ହତ୍ୟା କରି ନାହାନ୍ତି।

Fake Doctor
ଲାଏ ଡିଟେକ୍ସନ୍‌ ଖୋଲିବ ରସିକିଆ ଡାକ୍ତରଙ୍କ ଗୁମର

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି ।

Vigilance Raid
ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର, ଖଟ ଗଦି ତଳୁ ବାହାରରିଲା ୨୦ ଲକ୍ଷ ଟଙ୍କା

ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୁରାଲ ୱାର୍କସ ଇଲେକ୍ଟ୍ରିକାଲ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ ।

idol theft
ମନ୍ଦିରରୁ ଶିବ, ପାର୍ବତୀ, ରାଧାକୃଷ୍ଣଙ୍କ ମୂର୍ତ୍ତି ଉଭାନ

ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଚକିତ କରିଛି। 

Car Accident
ରାତି ଅଧରେ ମଣିଷ ମାରିଦେଲା ସରକାରୀ ଗାଡ଼ି, ରାଗରେ ଜାଳିଦେଲେ ଲୋକେ

ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା ।

murder
କଟକ ବିଡ଼ାନାସୀ ମର୍ଡରର ପର୍ଦ୍ଦାଫାଶ : ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ଡିସିପିଙ୍କ ସୂଚନା

ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ

  • Wednesday, 09 March 2022
  • Murder
Cyber Looters On Loose In Pilgrim City Puri
ଜଗା ପାଖକୁ ଆସିଥିଲା ବିଦେଶୀ ଭକତ, ହାବୁଡ଼ରେ ପଡ଼ିଲା ସାଇବର ଲୁଟେରା...

ଜଗା ପାଖକୁ ଆସିଥିଲେ ବିଦେଶୀ ଭକ୍ତ। କାଳ ସାଜିଲା ସାଇବର ଲୁଟେରା। ଫେକ ଆକାଉଣ୍ଟ ଖୋଲି ଚରିତ୍ର ସଂହାର କରିବା ସହ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ। ପୁଲସକୁ କହିଲେ ବି କିଛି ହେଉନି, ଏବେ ମିଡ଼ିଆ ଭାଇ ଲାଗି ଗଣମାଧ୍ୟମ ପ୍ରତିନିଧୀ ସାହାଯ୍ୟ କରିବାରୁ....

 Pilgrim City Puri
ଶ୍ରୀକ୍ଷେତ୍ରରେ ବିଦେଶୀଙ୍କ ବିରୋଧରେ ଷଡ଼ଯନ୍ତ୍ର : ଫେକ୍ ଆଇଡି ଖୋଲି ଚାରିତ୍ରିକ ସଂହାର ସହ ମାରିଦେବାକୁ ଧମକ ଦେଉଛନ୍ତି କୁଚକ୍ରୀ ଗୋଷ୍ଠୀ

ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ ପୁରୀ, ବ୍ରହ୍ମପୁର,କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । ହେଲେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୋଧରେ ବିଭିନ୍ନ ଫେକ୍ ଆଇଡି କରି ତାଙ୍କ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି

Vigilance Raid
ଆୟ ‍ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କଲେଜ ଅଧ୍ୟକ୍ଷ

ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ ହୋଇଥିଲା । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା ।

Fake Doctor Ramesh Swain
୧୮ ପତ୍ନୀଙ୍କ ସ୍ୱାମୀ ରମେଶ ନାଁରେ ନୂଆ ଷ୍ଟୋରୀ, ଯୁବତୀଙ୍କୁ ଫସାଇବାକୁ କ୍ରିଏଟ୍ କରୁଥିଲା ଇମୋସ୍‌ନାଲ ସିନ୍‌

ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

hearing
ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣା : ମାମଲାର ଆଜି ପ୍ରଥମ ଶୁଣାଣି

ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଆଜି ପ୍ରଥମ ଶୁଣାଣି