ରଶ୍ମୀରେଖା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ତ ସନ୍ତୋଷ ପାତ୍ରଙ୍କୁ ଥାନାରେ ଜେରା ।
ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
ନିଜ ପୁଅକୁ ନିଜ ହାତରେ ହତ୍ୟା କଲା ବାପା। ଶେଷରେ ପଶ୍ଚାତାପ କରି ନିଜେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ପୁଅ ଅନ୍ୟ ଜାତିରେ ବିବାହ କରିବାରୁ ଘରେ ବିବାଦ ଲାଗି ରହିଥିଲା।
ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।
ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ ।
ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ?
ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ।
ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।
ଥାନାରେ ବୁଝାସୁଝା କରି ଉଭୟଙ୍କୁ ଛଡ଼ାଯାଇଥିଲା । ଦୁହେଁ ଏବେ ଭୁବନେଶ୍ୱର ଫୁଲେଶ୍ୱରୀ ବସ୍ତିରେ ଏକାଠି ରହିଥିବା ସୂଚନା ମିଳିଛି ।
ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି।
ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି। ଲିଭ୍ ଇନ୍ ରିଲେସନସିପ୍ରେ ଥିବା ବୟଫ୍ରେଣ୍ଡ୍ ସନ୍ତୋଷଙ୍କୁ ହାଜର ପାଇଁ ପୋଲିସ ନୋଟିସ୍ ଜାରି କରିଛି।
କାହିଁକି ରଶ୍ମିରେଖା ଆତ୍ମହତ୍ୟା କଲେ, ଏବେ ତାର କାରଣ ଖୋଜୁଛି ପୋଲିସ। ଏଥିପାଇଁ ୨ ବଏଫ୍ରେଣ୍ଡଙ୍କୁ ଥାନାରେ ହାଜର ପାଇଁ କୁହାଯାଇଥିବା ପୋଲିସ ସୁତ୍ରରୁ ଜଣାପଡ଼ିଛି।
ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।
ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ମାଓବାଦୀ ମାନେ ହମଲା କରିଛନ୍ତି ।
ଆମ୍ବ ପାଇଁ ରକ୍ତସମ୍ପର୍କ ଭୁଲିଗଲେ ପରିବାର ଲୋକ । ବାପା ଓ ବଡ଼ ଭାଇ ମିଶି ପିଟି ପିଟି ସାନ ପୁଅକୁ ମାରିଦେଲେ ।
ମଦ ଦୋକାନରୁ ଦାମୀ ମଦ ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ ।
ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।
ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।
ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।
ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।
ରୋଗ ପାଇଁ ଚୋର ପାଲଟିଗଲେ, ଧରାପଡ଼ିବା ପରେ ପୋଲିସ୍ ଆଗରେ ଦୁଃଖ ବଖାଣିଲା ଅପରାଧୀ ।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି ।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍କୁ ଖବର ଦେଇଥିଲେ।