ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
WhatsApp ସହିତ ଏକ ବଡ ସମସ୍ୟା ହେଉଛି ଆପଣଙ୍କ ବିନା ଅନୁମତିରେ ଯେକୌଣସି ଗ୍ରୁପ୍ରେ ଆଡ୍ କରିଦିଆଯାଏ। ତେବେ ୟାଡୁସାଡୁ ଗ୍ରୁପ୍ରେ ଆଡ୍ ହେବାକୁ ଏଡ଼ାଇବା ପାଇଁ WhatsApp ମଧ୍ୟ କିଛି ସୁବିଧା ଯୋଗାଇ ଦେଇଛି, ଯାହାକୁ ଖୁବ୍ କମ୍ ଲୋକ ବ୍ୟବହାର କରନ୍ତି।
ହ୍ୱାଟ୍ସଆପ୍ ଗ୍ରୁପରେ ଆଡ୍ ହେବା ପୂର୍ବରୁ ରୁହନ୍ତୁ ସତର୍କ। କାରଣ ଏଇ ସବୁ ଗ୍ରୁପରେ କ୍ଲିକ କଲେ ଆପଣଙ୍କର ଚୋରିହୋଇପାରେ କଂଟାକ୍ଟ ଲିଷ୍ଟ...ଭାଇରାଲ ହୋଇପାରେ ନ୍ୟୁଡ୍ ଫଟୋ